ବଢିଛି ସାପ୍ତାହିକ ସଂକ୍ରମଣ ! ଢେଙ୍କାନାଳ ସମେତ ୬ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ କେନ୍ଦ୍ରର ପରାମର୍ଶ
ରାଜ୍ୟ ସରକାର ଙ୍କୁ କେନ୍ଦ୍ର ର ପରାମର୍ଶ କରୋନା ସଂକ୍ରମଣ ବଢୁଥିବା ନେଇ ରାଜ୍ୟ ସରକାରଙ୍କୁ ସତର୍କ କରିଛି କେନ୍ଦ୍ର । ବିଗତ ସପ୍ତାହ ରେ ଢେଙ୍କାନାଳ ସମେତ ୬ ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ କରିଛି । ଏହି ୬ ଟି ଜିଲ୍ଲା ହେଉଛି!-->…