ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ଖେଳ ରେ ବଳରାମପୁର ଫୁଟବଲ ସଂଘ ବିଜୟୀ
ଢେଙ୍କାନାଳ ସହର ଉପକଣ୍ଠ ଦାଣ୍ଡିମାଳ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବଳଦେବଜୀୟୁ ଫୁଟବଲ ସଂଘ ବଳରାମପୁର ତଥା ଦାଣ୍ଡିମାଳ ଫୁଟବଲ ସଂଘ ମଧ୍ୟରେ ଆଜି ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଉଭୟ ଦଳ ବହୁତ୍ ଭଲ ଖେଳ ପ୍ରଦର୍ଶନ କରିଥିଲେ ।
ଵଳରାମପୁର ଫୁଟବଲ କ୍ଲବ୍ ପକ୍ଷରୁ!-->!-->!-->…