ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା ଚଳ ଚଞ୍ଚଳ ରାଧାକୃଷ୍ଣ ବଜାର ନବଦୁର୍ଗା ସାଂସ୍କୃତିକ କମିଟି
ନା ରହିବ ସାଜସଜ୍ଜା, ନାଁ ରହିବ ଭକ୍ତଙ୍କ ଗହଳି । ଏହାରି ଭିତରେ ପୂଜା ପାଇବେ ମା । କୋଭିଡ୍ ନିୟମ ଅନୁସାରେ ମଣ୍ଡପକୁ ଆବଦ୍ଧ କରାଯିବ ମଣ୍ଡପରେ ନାହିଁ ଭକ୍ତଙ୍କ ଗହଳି ଉପରେ କଟକଣା ରହିବ ।
ଗାଇଡ଼ ଲାଇନ ଅନୁଯାୟୀ ନିର୍ଧାରିତ ସଂଖ୍ୟକ କର୍ତା ପୂଜାବିଧି ସମ୍ପୂର୍ଣ୍ଣ କରିବେ, ସେହିପରି!-->!-->!-->…