କୃଷି ଅଧିକାରୀଙ୍କ ପ୍ରସଂଶନୀୟ କାମ, ଅସନ୍ତୁଷ୍ଟ ଚାଷୀଙ୍କୁ ନିଜେ ସାର, ଔଷଧ ଯୋଗାଇ ଦେଲେ
ଢେଙ୍କାନାଳ ସଦର ବ୍ଲକ ମଧୁସାହୁପାଟଣା ପଞ୍ଚାୟତର କିଛି ଚାଷୀ ସ୍ଥାନୀୟ ପଞ୍ଚାୟତର କୃଷକ ସାଥୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ସମାଜସେବୀକା ଶ୍ରୀମତୀ ପ୍ରିୟଦର୍ଶିନୀ ମହାପାତ୍ର ଓ କୃଷି ଅଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ସିଂହଙ୍କୁ ଭେଟିଥିଲେ।
ସରକାରୀ ବିହନ, ଔଷଧ ଓ ସାର!-->!-->!-->…