ଗାଁ ରାସ୍ତା ପାଇଁ ଲଢେଇ, ପୋଲିସ୍ ଗ୍ରାମବାସୀ ମୁହାଁମୁହିଁ !
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଝାଡବନ୍ଧ ଅଞ୍ଚଳରେ ଥିବା ରୁଙ୍ଗଟା ମାଇନ୍ସର ପ୍ରସ୍ତାବିତ ରାସ୍ତା କାମକୁ ଗ୍ରାମବାସୀଙ୍କ ବିରୋଧ । ଦୀର୍ଘ ୪୦ ଦିନ ହେଲା ଧାରଣା ଦେଇଥିଲେ ତର୍କାବେଡ଼ା ଗ୍ରାମବାସୀ ।
ତେବେ ଆଜି ଗ୍ରାମବାସୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି!-->!-->!-->!-->!-->…