ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ପଞ୍ଜିକରଣ ଶିବିର
ଗଁଦିଆ ବ୍ଳକ୍ ଷଡ଼ଙ୍ଗି ଗ୍ରା.ପ କାର୍ଯ୍ୟ।ଳୟଠାରେ ଆଜି ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ପଞ୍ଜିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଶିବିରରେ ଢେଙ୍କାନାଳ ଜିଲ୍ଲା ଓରମାସ ତରଫରୁ ଏକଜିକ୍ୟୁଟିଭ ଆସିଷ୍ଟ।ଣ୍ଟ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ, ଗଁଦିଆ ପଞ୍ଚାୟତ ସମିତିର!-->!-->!-->…