ରାଜ୍ୟ ସଡ଼କ ପରିବହନ ନିଗମର ଅଧିକାରୀଙ୍କ ଢେଙ୍କାନାଳ ବସଷ୍ଟାଣ୍ଡ ପରିଦର୍ଶନ ; ଢେଙ୍କାନାଳ ବସଷ୍ଟାଣ୍ଡର ହେବ ନବକଳେବର
ରାଜ୍ୟ ସଡ଼କ ପରିବହନ ନିଗମର ଅଧିକାରୀଙ୍କ ଢେଙ୍କାନାଳ ବସଷ୍ଟାଣ୍ଡ ପରିଦର୍ଶନ । ଜାଞ୍ଚକଲେ ଭିତ୍ତିଭୂମି, ବସଷ୍ଟାଣ୍ଡ ର ବିକାଶ ଏବଂ ଏହାକୁ ଏକ ମଡେଲ ଵସଷ୍ଟାଣ୍ଡ ରେ ଭାବରେ ପରିଣତ କରିବା ପାଇଁ ଓଏସଆରଟିସି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।
ପରିଦର୍ଶନ ସମୟରେ ଓଏସଆରଟିସିର ଜେନେରାଲ!-->!-->!-->…