ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳରେ ଘର ଚୋରି !
ଟଙ୍କା ସୁନା ପରି ଜିନିଷ ଚୋରି ହେବା କଥା ସମସ୍ତେ ଶୁଣିଥିବେ କିନ୍ତୁ ଘର ଚୋରି ହେବା ଘଟଣା ଶୁଣିଲେ କେହି ବିଶ୍ବାସ କରିପାରିବେ ନାହିଁ। କଥାଟା ଅଡ଼ୁଆ ଅଡ଼ୁଆ ଲାଗୁଥିଲେ ବି ସତ।
ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳର ୯ ନମ୍ବର ଓ୍ବାର୍ଡରେ। ଏହି ଓ୍ବାର୍ଡର!-->!-->!-->…