ଖବର ପ୍ରସାରଣ ପରେ ମାସେ ହେବ ଖରାପ ହୋଇ ପଡ଼ିଥିବା ପାନୀୟ ଜଳ ପ୍ରକଳ୍ପ ଠିକ୍ ହେଲା ; ଉପକୃତ ହେଲେ ୨ଟି ଓ୍ବାର୍ଡ ର…
ପ୍ରାୟ ମାସେ ହେବ ପରଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ମେଣ୍ଢାପଦା ଗାଁ ର ଲୋକ ପାନୀୟ ଜଳ ସମସ୍ୟା ଭୋଗୁଥିଲେ । ଦୁଇଟି ଓ୍ବାର୍ଡ ର ଲୋକ ବସୁଧା ଯୋଜନାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେଉଥିଲେ। କିନ୍ତୁ ଏହି ପ୍ରକଳ୍ପର ବିଦ୍ୟୁତ ଟ୍ରାନ୍ସଫର୍ମ ଟି ପୋଡ଼ି ଯାଇଥିଲା । ମହିଳାମାନେ!-->…