ପୁରଣ ହେଲା ପୂର୍ଣ୍ଣଚନ୍ଦ୍ରଙ୍କ ସ୍ୱପ୍ନ ; ପାଇଖାନା ଘରେ ରହୁଥିବା ଭୂମିହୀନ ବୃଦ୍ଧ ଦମ୍ପତ୍ତି ଙ୍କୁ ମିଳିଲା ପଟ୍ଟା
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଛୋଟ ଗାଁ ଟିଏ ମହୁଲଖୋଳି । ଏ ଗାଁର ପୂର୍ଣ୍ଣଚନ୍ଦ୍ର ବେହେରା( ୬୫) ରୁଗୁଣ ଶରୀର। ପରିବାର କହିଲେ ସ୍ତ୍ରୀ ପାର୍ବତୀଙ୍କୁ ମିଶାଇ ଦୁଇ ଜଣ, ଉଭୟ ନିଃସନ୍ତାନ। ବୃଦ୍ଧ ଦମ୍ପତିଙ୍କ ସାହା କହିଲେ କେହି ନାହାଁନ୍ତି। ଖାଦ୍ୟ!-->…