ଖବର ପ୍ରସାରଣ ପରେ କନ୍ଦା ମୁର୍ମୁ ଙ୍କୁ ମିଳିଲା ଜରି ପାଲ , ଆଗକୁ ଘର ଖଣ୍ଡେ ଦେବାକୁ ଦେଲେ ପ୍ରତିଶ୍ରୁତି
ଖବର ପ୍ରସାରଣ କେଇ ଘଣ୍ଟା ପରେ ସହାୟତା ଯୋଗାଇ ଦେଇଛନ୍ତି ସ୍ଥାନୀୟ ସରପଞ୍ଚ। ସୁଚନା ଥାଉ କି ଆଜି ସକାଳେ ଆମେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ପଞ୍ଚାୟତର କନ୍ଦା ମୁର୍ମୁଙ୍କ ଦୁଃଖ ବିଷୟରେ ପ୍ରକାଶ କରିଥିଲୁ। ସେ ଜଣେ ଆଦିବାସୀ ସଂପ୍ରଦାୟର ହୋଇଥିଲେ ମଧ୍ୟ ତାଙ୍କୁ ସରକାରୀ!-->…