News
lipub
samparksetu

କପିଳାସ ହସ୍ତୀ ସଂରକ୍ଷଣ କେନ୍ଦ୍ରରେ ଛୁଆହାତୀ ମୃତ

ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ କପିଳାସ ମେଘା ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଛୁଆକୁ ଅଂଶୁଘାତ ହେବା ପରେ ତାକୁ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ସେଠାରେ ଗଟକାଲି ହାତୀ ଛୁଆଟିର ମୃତ୍ୟୁ ହୋଇ ଯାଇଥିବାର ଜଣାପଡିଛି । ଗତ ୯ ତାରିଖରେ ୩୮ଟିକିଆ ହାତୀପଲ ମଧ୍ୟରେ ଏକ…

ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ଼ ,ଚିନ୍ତାରେ ୧୦ଗୋଟି ପଞ୍ଚାୟତ

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା , ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବତାସିଂହ ନାଳ ଉପର ଆପ୍ରୋଚ ରୋଡ଼ଟି ବର୍ଷା ଜଳରେ ରବିବାର ଧୋଇଯିବା ଯୋଗୁଁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । …

ଆଉଟସୋରସିଂ ମହାସଂଘ ର ଦାବିପତ୍ର

ରାଜ୍ୟ ସରକାର ବାରମ୍ବାର ପ୍ରତିଶୃତି ଦେଇ ମଧ୍ୟ ପ୍ରତିଶୃତି ପାଳନ କରି ନାହାଁନ୍ତି । ମିଥ୍ୟା ପ୍ରତିଶୃତି ବିରୋଧ କରି ରାଜ୍ୟ ଆଉଟସୋରସିଂ ମହାସଂଘ ନିଷ୍ପତି କ୍ରମେ ଆଜି ଢେଙ୍କାନାଳ ର ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦିଆଯାଇଅଛି । ଆଜି ଦିନ ୧୦ ଘଟିକା ଠାରୁ ୨ଘଟିକା ପର୍ଯ୍ୟନ୍ତ ଢେଙ୍କାନାଳ…

ହିନ୍ଦୋଳ ଅଞ୍ଚଳରେ ହାତୀ ଆକ୍ରମଣରେ ଆଉ ଜଣଙ୍କ ଜୀଵନ ଗଲା

ହିନ୍ଦୋଳ ଉପଖଣ୍ଡରେ ଦିନକୁ ଦିନ ହାତୀ ଆତଙ୍କ ବଢ଼ିବାକୁ ଲାଗିଛି । ଦିନକ ବ୍ୟବଧାନରେ ପୁଣି ଆଜି ସକାଳୁ ଜଣକୁ ହାତୀ କଚାଡ଼ି ମାରିଥିବାର ସୂଚନା ମିଳିଛି । ମୃତକ ହେଲେ ମହାଲୁଣ୍ଡା ପଞ୍ଚାୟତ ମାଗୁବେରେଣୀ ଗ୍ରାମର ସାହେବ ରାଉତ (୭୫) । ସେ ଶୌଚ ହେବା ପାଇଁ ତାଙ୍କ ଘର ନିକଟ ଏକ ପଡିଆକୁ…

ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟଣା ,ଶବ ରଖି ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ

ଢେଙ୍କାନାଳ ଜେଲରେ ଜଣେ ବିଚାରଧୀନ କଏଦୀଙ୍କୁ ପିଟିପିଟି ମାରିଦେଇଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି ।ଏହାକୁ ନେଇ କ୍ଷତିପୂରଣ ଦାବିରେ ପରିବାର ଲୋକ ସ୍ଥାନୀୟ ବାସିନ୍ଦା ଆଜି ହରିପୁର ଠାରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ସଦର ଥାନା ବେଶାଳିଆ ଗ୍ରାମର ଅଥାନୀ ଦେହୁରୀ(୪୨)…

ବହୁ ଚର୍ଚ୍ଚିତ ଠିକାଦାର କାହ୍ନୁ ସାହୁ ଗୁଳି କାଣ୍ଡ ର ପରଦାଫାସ୍ , ଚାନ୍ଦା ବଟୀ ପାଇଁ ହୋଇଥିଲା ଗୁଳି କାଣ୍ଡ

ବହୁ ଚର୍ଚ୍ଚିତ ଠିକାଦାର କାହ୍ନୁ ସାହୁ ଗୁଳି କାଣ୍ଡ ର ପରଦାଫାସ୍ , ଚାନ୍ଦା ବଟୀ ପାଇଁ ହୋଇଥିଲା ଗୁଳି କାଣ୍ଡ। ୪ ଅଭିଯୁକ୍ତ ସହ ଗୋଟିଏ ଦେଶୀ ବନ୍ଧୁକବସହ ଚାରି ରାଉଣ୍ଡ ଗୁଳି ଓ ଚାରୋଟି ଫୋନ୍ ଜବତ ହୋଇଥିବା ପ୍ରେସମିଟ୍ ରେ ଏସପି ଦେଲେ ସୂଚନା । ଢେ଼ଙ୍କାନାଳ ଜିଲ୍ଲା ତଥା…

ହାତୀ ଆକ୍ରମଣରେ ମହିଳା ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି ଖବରରୁ ପ୍ରକାଶ ,ଗତକାଲି ରାତି ଏଗାରଟା ସମୟରେ ହିନ୍ଦୋଳ ବନାଞ୍ଚଳ ରେଞ୍ଜର କନ୍ତାମିଲା ପଂଚାୟତର ପାଣ୍ଡଵ ସାହୁଙ୍କ ପତ୍ନୀ ଇନ୍ଦୁମତୀ ସାହୁ କୌଣସି କାରଣପାଇଁ ତାଙ୍କ ଘରୁ ବାହାରକୁ…

ଜେଲରେ ବିଚାରଧୀନ କଏଦିଙ୍କ ମୃତ୍ୟୁ,ପିଟି ପିଟି ମାରିଦେଇଥିବା ଅଭିଯୋଗ

ଢ଼େଙ୍କାନାଳ ଜେଲରେ ବିଚାରଧୀନ କଏଦିଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ ସଦର ଥାନା ବେଶାଳିଆ ଗ୍ରାମର ଅଥାନି ଦେହୁରୀ(୪୨) । ତାଙ୍କୁ ଗତ ରବିବାର ଦିନ ଚୋରା ମଦ ବ୍ୟବସାୟ କେଶରେ ଅବକାରୀ ବିଭାଗ ଗିରଫ କରିଥିଲା। ତାଙ୍କ ବେଲ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। ଦେହ…

ଯୁବକ ଙ୍କ ପେଟରେ ପଶିଗଲା ତୀର

ଯୁବକ ଙ୍କ ପେଟ ରେ ପଶିଗଲା ତୀର , ଗୁରୁତର ଅବସ୍ଥା ରେ ମେଡିକାଲ ରେ ହେଲେ ଭର୍ତ୍ତି । ଯୁବକ ଜଣକ ହେଲେ ପରଜଙ୍ଗ ଥାନା ଜାମୁନାଳୀ ଗାଁ ର ଲୋକନାଥ ପିଙ୍ଗୁଆ । ସୂଚନା ଅନୁଯାୟୀ, ଲୋକନାଥ ସୋମବାର ସନ୍ଧ୍ୟା ସମୟରେ ଶୌଚ ହୋଇ ଗାଁ ନିକଟ ଜୋର ରୁ ଘରକୁ ଫେରୁଥିଲେ l ସେହି ସମୟରେ ଗାଁ ର କିଛି…

ମେଣ୍ଟେନାନ୍ସ ପାଇଁ ଗ୍ରୀଷ୍ମ ସମୟରେ ୭ଘଣ୍ଟା ଦୈନିକ ହୋଇଥିଲା ବିଦ୍ୟୁତ କାଟ, ଏବେ ବର୍ଷା ହେଲା ମାତ୍ରେ ବିଦ୍ୟୁତ ର…

ଗ୍ରୀଷ୍ମ ସମୟରେ ମେଣ୍ଟେନାନ୍ସ ଏବଂ ଭିତ୍ତିଭୂମି ବିକାଶ ପାଇଁ ସକାଳ ୯ ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟ ହୋଇଥିବା ବେଳେ ରବିବାର ର କାଳବୈଶାଖୀ ସବୁ ଧୂଳିସାତ କରିଦେଇଛି । କାଳବୈଶାଖୀ ପରେ ପ୍ରବଳ ପଵନ ହେତୁ ବିଜୁଳି କଟିଥିଲା ହେଲେ…
error: Content is protected !!