ରଘୁନାଥ ମନ୍ଦିର ରୁ ଚୋରି
ଭୁବନ ଥାନା ବାଲିବୋ ଗ୍ରାମ ର ରଘୁନାଥ ମନ୍ଦିର ରୁ ତାଲା ଭାଙ୍ଗି ଚୋରି ହୋଇଛି ଗତ କାଲି ଅର୍ଥାତ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରି ନେଇଛି ।
ବାଲିବୋ ସ୍ଥିତ ଦେବୋତ୍ତର ବିଭାଗ ଅଧିନରେ ଥିବା ରଘୁନାଥ ଜୀଉ ମନ୍ଦିରରୁ ସାତ ଟି ରୂପା ମୁକୁଟ ଚୋରି ହୋଇଛି ବୋଲି!-->!-->!-->…