News
lipub
samparksetu

ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ପାସ ହାର ୯୫.୩୧% , ରାମେଶ୍ୱରୀ ମାଟ୍ରିକ ଜିଲ୍ଲା ଟପ୍ପର

ଢେଙ୍କାନାଳ ଜିଲ୍ଲାରେ ଚଳତି ବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ୯୫.୩୧ ପ୍ରତିଶତ ରହିଥିବାର ଜଣାପଡିଛି । ମୋଟ ୧୫ ହଜାର ୯୭୬ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୧୫ ହଜାର ୨୨୭ ଜଣ ପାସ କରିଥିବାର ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲାରେ ୨୬୮ଟି ବିଦ୍ୟାଳୟର ୧୫ ହଜାର ୮୯୭୬ ଜଣ ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାରେ ରେ ଭୁବନ ବ୍ଲକ ଟପ୍ପର ହେଲେ ଚନ୍ଦନ

ଚଳିତ ବର୍ଷ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ରେ ଭୁବନ ବ୍ଲକ ଅନ୍ତର୍ଗତ ଶ୍ରୀ ମା ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଚନ୍ଦନ ସାହୁ ଶତକଡା ୯୫ ପ୍ରତିଶତ ରୁ ଅଧିକ ନମ୍ବର ରଖି ଭୁବନ ବ୍ଲକ ଟପ୍ପର ହୋଇଥିବା ଜଣାପଡିଛି । ଚନ୍ଦନ ଭବିଷ୍ୟତରେ ଆଇ ଆଇ ଟି ରେ ପାଠ ପଢିବାକୁ ଆଗ୍ରହ

ଝିଅ ଘରକୁ ସାବିତ୍ରୀ ଭାର ନେଇ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଲି ଗାଁ ନିକଟରେ ଘଟିଛି ଅଟୋ ଦୁର୍ଘଟଣା । ଦୁର୍ଘଟଣାରେ ଅଟୋ ଚାଳକ ସମେତ ୨ଗୁରୁତର ଆହତ । ସୂଚନା ଅନୁଯାୟୀ, ବାରୁଆଁ ଗାଁର ପଞ୍ଚୁ ନାୟକଙ୍କ ପରିବାର ବାଙ୍ଗୁର ଗାଁକୁ ସାବିତ୍ରୀ ଭାର ନେଇ ଯାଉଥିଲେ ।ମହୁଲି ନିକଟରେ ଅଟୋଟି ଭାରସ୍ୟାମ ହରାଇ ଏକ

କଳା ପଲସର ଆତଙ୍କ , ମହିଳାଙ୍କ ଠାରୁ ଲୁଟିନେଲେ ୪୦ ହଜାର ଟଙ୍କା

ବ୍ୟାଙ୍କରୁ ଟଙ୍କା ଉଠାଇବା ଫେରୁଥିବାବେଳେ, ଅଧା ବାଟରୁ ଗୋଟିଏ କଳାରଙ୍ଗର ପଲସର ବାଇକରେ ଆସି ଟଙ୍କା ବ୍ୟାଗଟି ଛଡାଇନେଇ ଫେରାର ହୋଇଗଲେ ୩ ଦୁର୍ବୃତ୍ତ । ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ କଙ୍କଡାହାଡ ଥାନା ରହଣି ଗ୍ରାମର ସିତା ବାରିକ। ସୂଚନା ମୁତାବକ ଆଜି ଦିନ ପ୍ରାୟ ୧୨ଟା

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ କାଉଁରିଆପାଳ ଜଣେ ବୃଦ୍ଧା ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ବୃଦ୍ଧ ହେଲେ କାଉଁରିଆପାଳ ର ଦୁଃଶାସନ ସ୍ୱାଇଁ(୬୦) । ସୂଚନା ଅନୁଯାୟୀ , ଆଜି ସକାଳୁ ଗାଁ ପାଖ ଜଙ୍ଗଲକୁ ଦୁଃଶାସନ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ

ହୃଦୟ ମନ୍ଦିରେ

ହୃଦୟ ମନ୍ଦିରେ ମନ ସଳିତାରେ ଲୁହର ଦୀପାଳୀ ଜାଳିସାଜି ପୂ ଜାରିଣୀ କରିଛି ପ୍ରତୀକ୍ଷା ଧରି ନିରାଜନା ଥାଳି ||0|| ମନ ଯମୁନାରେ ଉଜାଣି ଉଠୁଛି ଝରେ ପ୍ରେମ ସୁଦ୍ଧା ବାରିଆଶା ଉପବନେ ଭକତି

ଟ୍ରେନରୁ ଖସିପଡି ଯୁବକ ମୃତ

ଢେଙ୍କାନାଳ ରେଳ ଷ୍ଟେସନ ଠାରେ ଗତକାଲି ରାତିରେ ତପସ୍ୱନି ଏକ୍ସପ୍ରେସରୁ ଖସିପଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମୃତ ଯୁବକ ଜଣକ ହେଲେ କାମାକ୍ଷାନଗର ରେକୁଳା ଗାଁର ରଞ୍ଜିତ କୁମାର ବେହେରାଙ୍କ ପୁଅ ରାଜଶ ବେହେରା । ସୂଚନା ଅନୁଯାୟୀ , ରାଜେଶ ଝାର୍ସୁଗୁଡାର ଏକ କମ୍ପାନୀରେ କାର୍ଯ୍ୟ

ପୋଖରୀ ରେ ବୁଡି ଯୁବକ ମୃତ

ପୋଖରୀ ରେ ବୁଡି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ କାମାକ୍ଷାନଗର ଥାନା ଜୟପୁରାକାଟିଣି ଗାଁର ଶିରିଣି ପ୍ରଧାନ l ଶିରିଣି ଆଜି ସକାଳୁ ସ୍ଥାନୀୟ ପୋଖରୀ କୁ ଗାଧେଇବାକୁ ଯାଇଥିଲେ l ଗାଧୋଉଥିବା ସମୟରେ ପାଣି ଭିତରେ ତାଙ୍କ ଗୋଡ଼ ଖସି ଯାଇଥିଲା l ଫଳରେ ସେ ପାଣିରେ ବୁଡି ଯାଇଥିଲେ

ପାଣି ପାଇଁ ରାସ୍ତା ରୋକ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଗଡପଳାଶୁଣି ଗ୍ରାମ ବଡସାହିର ଲୋକମାନେ ପିଇବା ପାଣି ପାଇଁ ଆଜି ରାସ୍ତା ରୋକ ହୋଇଥିଲା ।ଗ୍ରାମରେ ଗୋଟିଏ ନଳକୂପ ଚାଲୁଛି।ଅନ୍ୟ କୈାଣସି ବିକଳ୍ପ ବ୍ୟବସ୍ଥା ନାହିଁ। ଏପରିକି ଆଜି ପର୍ଯ୍ୟନ୍ତ ଗ୍ରାମଟି ସରକାରଙ୍କ ବସୁଧା ଯୋଜନା ଥିବା ସତ୍ୱେ ବଡ଼
error: Content is protected !!