ପତ୍ନୀଙ୍କୁ ମାରି ଜାଳିଦେଲା ସ୍ୱାମୀ !
ପତ୍ନୀଙ୍କୁ ମାରି ଜାଳିଦେଲା ସ୍ୱାମୀ , ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କେରଜୁଳି ପଞ୍ଚାୟତର ବାଲିସାହି ଗାଁରେ ଦେଖିବାକୁ ମିଳିଛି।ରବିବାର ଅପରାହ୍ନ ପ୍ରାୟ ୩ଟା ବେଳେ ନିରଞ୍ଜନ ଦାସ (୫୮) ତାଙ୍କ ପତ୍ନୀଙ୍କୁ ହତ୍ୟା କରି ଘର ପାଖରେ ନିଆଁ ଲଗାଇ ଜାଳି!-->…