ମାଟ୍ରିକ ପରୀକ୍ଷାରେ ରେ ଭୁବନ ବ୍ଲକ ଟପ୍ପର ହେଲେ ଚନ୍ଦନ
ଚଳିତ ବର୍ଷ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ରେ ଭୁବନ ବ୍ଲକ ଅନ୍ତର୍ଗତ ଶ୍ରୀ ମା ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଚନ୍ଦନ ସାହୁ ଶତକଡା ୯୫ ପ୍ରତିଶତ ରୁ ଅଧିକ ନମ୍ବର ରଖି ଭୁବନ ବ୍ଲକ ଟପ୍ପର ହୋଇଥିବା ଜଣାପଡିଛି ।
ଚନ୍ଦନ ଭବିଷ୍ୟତରେ ଆଇ ଆଇ ଟି ରେ ପାଠ ପଢିବାକୁ ଆଗ୍ରହ!-->!-->!-->…