ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ
ଗଁଦିଆ ଥାନା ଅନ୍ତର୍ଗତ ମଠତେନ୍ତୁଳିଆ ଗ୍ରାମ ପଞ୍ଚାୟତ ଅଧିନ ଅରାଚୁଆ ଗ୍ରାମରେ ଆଜି ଘଟିଯାଇଛି ଏକ ଅଭାବନୀୟଘଟଣା । ପୋଖରୀ ପାଣିରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ ,ଉକ୍ତ ଗ୍ରାମର ରତିକାନ୍ତ ସାହୁଙ୍କର ବଡପୁଅ ଚିରଞ୍ଜିବି ସାହୁ( ୧୨)ଆଜି ସକାଳ ସମୟରେ ଶୌଚ ପାଇଁ!-->!-->!-->…