ଚନ୍ଦାର ରୁ ମହିଳା ଙ୍କୁ ଉଦ୍ଧାର କଲା ପୋଲିସ
ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ର ଚନ୍ଦାର ଗ୍ରାମରେ ଜଣେ ମହିଳାଙ୍କ ପରିବାରଙ୍କୁ ମାଡ଼ ମାରି ଅଟକ ରଖାଯାଇଥିବାରୁ ମହିଳା ଜଣଙ୍କ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଜଣାଇବା ପରେ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ।
ଅଭିଯୋଗ ଅନୁଯାୟୀ ନଳିନପ୍ରଭା!-->!-->!-->…