News
lipub
samparksetu

ଶ୍ରୀ ଚନ୍ଦ୍ର ଶେଖରଜୀଉଙ୍କ ଚନ୍ଦନ ଯାତ୍ରା ଭିନ୍ନ ଏକ ପରମ୍ପରା

ଢେଙ୍କାନାଳ ଜିଲ୍ଲା କପିଳାସ ସ୍ଥିତ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ଚନ୍ଦନ ଯାତ୍ରା ଏକ ଭିନ୍ନ ପରମ୍ପରାରେ ପ୍ରଚଳିତ ହୋଇଆସୁଛି। ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଚନ୍ଦନ ଯାତ୍ରାରେ ଠାକୁରଙ୍କ ବିଜେ ପ୍ରତିମା ଭାବରେ କେବଳ ମଦନ ମୋହନ ଚାପ ଖେଳିଥିବା ବେଳେ କପିଳାସ ପୀଠର ଚଳନ୍ତି ପ୍ରତିମା

ବ୍ଳକ୍ ଅଫିସରୁ ବିଡିଓ ନିଖୋଜ !

ଅଫିସ ଖୋଲା ନାହାନ୍ତି ଅଫିସର । ଘଣ୍ଟାଘଣ୍ଟା ଧରି କାର୍ଯ୍ୟାଳୟ ଆଗରେ ଅପେକ୍ଷା କରୁଛନ୍ତି ଲୋକ । ଲୋକେ ଦୂର ଦୂରାନ୍ତରୁ ଆସି ବିଡ଼ିଓଙ୍କ ଅପେକ୍ଷା କରି ଶେଷରେ ନିରାଶ ହେବାକୁ ପଡୁଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ସରକାରୀ

ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲା ସଦର ଥାନା ବଳଦିଆବନ୍ଧ ଠାରେ ୫୫ନମ୍ବର ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କଣ୍ଟେଇକୋଳିଆ ଗ୍ରାମର ସୁରେନ୍ଦ୍ର ଦାସ (ପିଣ୍ଟୁ) ଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ , ପିଣ୍ଟୁ ନିଜ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ବଳଦିଆବନ୍ଧ ଠାରେ କଟକ ଆଡୁ

ନୂଆପାଟଣା ଗ୍ରାମରେ ଜଳକଷ୍ଟ

ହିନ୍ଦୋଳ ଉପଖଣ୍ଡ ନୂଆପାଟଣା ଗ୍ରାମରେ ଦୂଷିତ ଜଳ ପିଇବା ହେତୁ ଲୋକମାନେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ଗାଁର ତଅଁଳା ସାହିରେ ଗୋଟିଏ ମାତ୍ର ନଳକୂପ ରହିଛି । ଯେଉଁଥିରୁ ଦୂଷିତ ହଳଦିଆ ରଙ୍ଗର ପାଣି ସହିତ ଲୁହାଗୁଣ୍ଡ ବାହାରୁ ଥିବାର ଗ୍ରାମବାସୀ କହିଛନ୍ତି । ଏହି

ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ଦାବିପତ୍ର

କେନ୍ଦ୍ରୀୟ ବି.ଏମ.ଏମ୍ ର ନିଷ୍ପତି କ୍ରମେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବିପତ୍ର ଢେଙ୍କାନାଳ ଜିଲ୍ଲା ଭାରତୀୟ ମଜଦୁର ସଂଘ ତରଫରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ର ଙ୍କୁ

କପିଳାସ ପୀଠରେ ଯାତ୍ରୀଙ୍କ ବିଶ୍ରାମ ଗାରରେ ଚାଲିଛି ଆନନ୍ଦବଜାର

ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ସ୍ଥିତ ବିଶ୍ୱପ୍ରସିଦ୍ଧ କପିଳାସ ପୀଠ ଠାରେ ପୂଜା ପାଉଥିବା ବାବା ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କର ଦର୍ଶନ ପାଇଁ ପ୍ରତିଦିନ ଏଠାକୁ ସ୍ଥାନୀୟ ଜନସାଧାରଣ ମାନଙ୍କଠାରୁ ଜିଲ୍ଲା ତଥା ଜିଲ୍ଲା ବାହାର ଓ ରାଜ୍ୟ ବାହାରୁ ପ୍ରତିଦିନ ସହସହ ସଂଖ୍ୟରେ ଭକ୍ତମାନେ

ପ୍ରେମ ଯୋଗୁଁ ହତ୍ୟା !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ପାଖ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ଆଜି କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ସେହି ଗ୍ରାମର ମନୋଜ ବିଶ୍ୱାଳ। ପ୍ରେମଜନିତ କାରଣରୁ ପୁଅକୁ ମାରି ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମନୋଜ ଗତକାଲି

ସ୍ୱାଗତୋକ୍ତି ଅନୁରାଗ

ସବୁ ବୈଠକରେ ତୁମେହିଁ ପ୍ରବକ୍ତାତୁମେହିଁ ବିଦଗ୍ଧ ଶ୍ରୋତାସବୁ ମିଳନରେ ତୁମେହିଁ ମାଧୁର୍ଯ୍ୟମୁକୁଳିତ ପ୍ରାଣ ସତ୍ତା ll ତୁମେହିଁ ଭକ୍ତିର କୋଟି ଫୁଲହାରମଧୁମୟ ନିବେଦନଘେନ ପ୍ରଭୁ ମୋର ଶ୍ରଦ୍ଧାର ଅଞ୍ଜଳିଭାବମୟ ସମର୍ପଣ ll ଶରଧା ବାଲିର ମହକ ମଞ୍ଜୁଳଅସ୍ପଷ୍ଟ ସେ ପଦ ରେଣୁଯିବା ଆସିବାର

ଗାଡି ଧକ୍କାରେ ବାପା ମୃତ, ପୁଅ ଗୁରୁତର

ତୁମୁସିଙ୍ଗା ଥାନା ସୋଗର ଗ୍ରାମର ଅକ୍ଷୟ ସାହୁ ଓ ପୁଅ ଆଶିଷ ସାହୁ ଉଭୟ ଆଜି କୌଣସି କାମ ନେଇ ବାଇକ୍ ଯୋଗେ ପଣ୍ଡୁଆ ବଜାରକୁ ଆସିଥିଲେ, କାମସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କ ବାଇକକୁ ସାଳୁଆ ଛକ ନିକଟରେ ଧକ୍କା ଦେଇଥିଲା। ଫଳରେ ବାପ ପୁଅ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ

ସିଫା ପକ୍ଷରୁ ଦିନିକିଆ ବୈଜ୍ଞାନିକ ଏବଂ ମତ୍ସ୍ୟଚାଷୀ ଙ୍କ ଆଲୋଚନା ଚକ୍ର

କେନ୍ଦ୍ରୀୟ ଜଳଜୀବ ପାଳନ ସଂସ୍ଥା ( ସିଫା ) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରାଇତଳା ଗ୍ରାମରେ ବୈଜ୍ଞାନିକ ଏବଂ ମତ୍ସ୍ୟଚାଷୀ ଙ୍କ ମଧ୍ୟରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସିଫା ପକ୍ଷରୁ ଜି.ଏସ ସାହା ପ୍ରିନ୍ସିପାଲ
error: Content is protected !!