News
lipub
samparksetu

ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳିତ

ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖକୁ ସାରା ବିଶ୍ୱରେ ବନ୍ୟଜନ୍ତୁ ଦିବସ ଭାବେ ପାଳନ କରାଯାଏ । ବିଶେଷ କରି ବନ୍ୟଜନ୍ତୁଙ୍କ ସୁରକ୍ଷା ତଥା ଜନସାଧାରଣ ଙ୍କୁ ବନ୍ୟଜନ୍ତୁଙ୍କ ପ୍ରତି ସଚେତନତା ନେଇ ଏହି ଦିବସ ପାଳନ କରାଯାଇଥାଏ । ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସ ସାରା ବିଶ୍ଵରେ ପାଳନ ହେଉ

ଡ୍ରାଇଭର ସଂଘ ପକ୍ଷରୁ ଧର୍ମଘଟ ,ଅଖ ଚକ ବନ୍ଦ ଡାକରା

ଦିନରାତି ବିଭିନ୍ନ ପ୍ରକାର ଗାଡି ଚାଳନା କରି ନିଜର ପରିବାର ପ୍ରତି ପୋଷଣ କରି ଆସୁଥିବା ଗାଡି ଚାଳକ ମାନଙ୍କର ବିଭିନ୍ନ ପ୍ରକାରସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସଫଳତା ଏମାନଙ୍କୁ ମିଳି ନାହିଁ l ଯାହାକୁ ନେଇ ଓଡିଶା ଡ୍ରାଇଭର

ଗଁଦିଆ ବ୍ଲକରେ ବିଦ୍ୟୁତ ସମସ୍ୟା , ଚାଲୁ ହେଉନି ନୂତନ ଗ୍ରୀଡ ସବଷ୍ଟେସନ

ଗଁଦିଆ ବ୍ଲକରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଣ ପାଇଁ ଅନେକ ଦାବି ଓ ପ୍ରତିବାଦ ସତ୍ୱେ ବ୍ଲକ ବାସୀଙ୍କର ଆଶା ଆଶାରେ ରହିଗଲା । ବିଗତ ଦିନଠାରୁ ଆଜି ପର୍ଯ୍ୟନ୍ତ ଅନୁଶୀଳନ ରୁ ଜଣାପଡେ ଏମିତି ଏକ ଦିନ ନାହିଁ ଯେଉଁଦିନ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇନାହିଁ । ପ୍ରତିଦିନ ଏଠାରେ ବିଦ୍ୟୁତ

ମହୁଲଖୋଳି ଗ୍ରାମରରେ ଅଷ୍ଟପହରୀ ନାମଯଜ୍ଞ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବୁଧୁବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା l ସ୍ଥାନୀୟ ପୋଖରୀ ତଟରେ ପୂଜାର୍ଚ୍ଚନା କରାଯିବା ପରେ ଜଳପୂର୍ଣ୍ଣ କଳସ ଧରି ଶୋଭାଯାତ୍ରାରେ ଆସି ନାମଯଜ୍ଞ

ମୁଖ୍ୟ ଚିକିତ୍ସାଳୟକୁ ବିଳମ୍ବରେ ଡାକ୍ତର ଆସିବା ଘଟଣା ,ଲାଗିଲା ବାୟୋମେଟ୍ରିକ ମେସିନ

ଏଥର ଠିକ୍ ସମୟରେ ହସ୍ପିଟାଲରେ ଡାକ୍ତର ପହଞ୍ଚିବେ । କାରଣ ଆଉ ଖସିବାର ବାଟ ନାହିଁ । ବିଳମ୍ବରେ ଆସିଲେ ଧରାପଡିବା ସହ କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପଡିବ । କାରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜିଠାରୁ ବାୟୋମେଟ୍ରିକ ମେସନ୍ ବ୍ୟବସ୍ଥା କରାଯାଇଛି । ଏହି ମେସିନରେ ଟିପ ଦେଇ ନିଜ ଉପସ୍ଥାନ

ରାସୋଳ ରେ ଷ୍ଟେଟ ବ୍ୟାଙ୍କ ର ନୂତନ ଶାଖା ଉଦଘାଟିତ

ହିନ୍ଦୋଳ ଉପଖଣ୍ଡ ରାସୋଳ ସ୍ଥିତ ଦାମିନି ଗାଲେରିଆ ପରିସରରେ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଏକ ନୂତନ ଶାଖା ଉଦଘାଟିତ ହୋଇ ଯାଇଛି। ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ଷ୍ଟେଟ ବ୍ୟାଙ୍କର ଜିଏମ୍ ପୁନମ୍ ବାଲମ୍ ଏମ୍ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଏହି ଶାଖା କୁ ଉଦଘାଟନ କରିଥିଲେ।

ବିପଦକୁ ଡାକୁଛି ଅଙ୍ଗନବାଡି କେନ୍ଦ୍ର ନିକଟ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର

ଶକ୍ତିଶାଳୀ ବିଦ୍ୟୁତ ଟ୍ରାନ୍ସଫର୍ମର ଏବେ ଓଡାପଡା ଅଞ୍ଚଳରେ ବିଭନ୍ନ ଜାଗାରେ ମୁକୁଳା ହୋଇ ପଡିଛି l ସର୍ବସାଧାରଣଙ୍କ ପାଇଁ ବିପଦ ବଢ଼ାଉଛି, ହେଲେ ଏ ସମ୍ପର୍କ ରେ ବିଭାଗୀୟ ଅଧିକାରୀ ଙ୍କ ପାଖରେ ସୂଚନା ନାହିଁ, କେଉଁଠି ବିଦ୍ୟାଳୟ ପାଖରେ ତ କେଉଁଠି ଗୋର ଚରୁଥିବା ସ୍ଥାନରେ, ତ କେଉଁଠି କୁନି

କଟୁ ସତ୍ୟ

ମୋ ପିଲାଦିନ ର ସାଙ୍ଗ ରାଜୁ, ତା ବଡ଼ ଭାଇ ଙ୍କ ନା ଚନ୍ଦନ ବେହେରା। ଏବେ ସେ ଢେଙ୍କାନାଳ କଲେଜ ରେ ଇଂରାଜୀ ଅଧ୍ୟାପକ ଅଛନ୍ତି। ବହୁତ୍ ଜ୍ଞାନୀ ଗୁଣି ଲୋକ, ଆମ ଅଞ୍ଚଳରେ ତାଙ୍କର ବହୁତ୍ ସମ୍ମାନ ଅଛି, ଆଉ ସେ ସମ୍ମାନ ର ଅଧିକାରୀ ମଧ୍ୟ। ତାଙ୍କ ଜୀବନ ଆମ ମାନଙ୍କ ପାଇଁ ଆଦର୍ଶ, ଖାଲି

ଯୌତୁକ ନିର୍ଯ୍ୟାତନାକୁ ନେଇ ପୁଅ ବୋହୂକୁ ମାଡ଼ ମାରି ଲହୁଲୁହାଣ କଲେ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ର କଙ୍କଡାହାଡ଼ ଥାନା କେରେଜୋଳି ପଞ୍ଚାୟତ ଅନ୍ତର୍ଗତ ସରବେରେଣୀ ଗାଁରେ ଯୌତୁକ ନିର୍ଯ୍ୟାତନାକୁ ନେଇ ବର୍ବରକାଣ୍ଡ । ପୁଅ ଓ ବୋହୂକୁ ମାଡ଼ ମାରି ଲହୁଲୁହାଣ କଲେ କଲେ ଶାଶୂ ,ଶ୍ବଶୁର ଓ ଦେଢଶୁର । ଏଭଳି ସଙ୍ଗୀନ ଅଭିଯୋଗକୁ ନେଇ କଙ୍କଡାହାଡ଼

ବାଇକରୁ ଏକଲକ୍ଷ ଟଙ୍କା ଲୁଟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଥାନା ସହର ମଧ୍ୟରୁ ବାଇକରୁ ଏକ ଲକ୍ଷ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଛନ୍ତି ୨ଲୁଟେରା।ମଠକରଗୋଳା ଗ୍ରାମର ସନ୍ତୋଷ କୁମାର ଜେନା ଷ୍ଟେଟବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ସ୍ଥାନିୟ କଳ୍ପନା କ୍ଲବ ନିକଟରୁ ସାର,ମଞ୍ଜି କିଣୁଥିବାବା ବେଳେ ୨ଜଣ ଦୂର୍ବୁତ୍ତ ଏକ
error: Content is protected !!