ଗଜେଂଇ ପାଇଁ ଇଟା ମାଡରେ ମୁଣ୍ଡ ଫାଟିଲା ,ଥାନାରେ ମାମଲା
ପର୍ଯ୍ୟଟନସ୍ଥଳୀ ବୁଦ୍ଧେଶ୍ୱର ପୀଠରେ ସନ୍ଧ୍ୟା ସମୟରେ ଜଣେ ଯୁବକଙ୍କୁ ଆଉ ଜଣେ ଯୁବକ ଗଜେଂଇ ପାଇଁ ଶହେ ଟଙ୍କା ମାଗିଥିଲେ। ୧୦୦ ଟଙ୍କା ନଦେବାରୁ ସଂପୃକ୍ତ ଯୁବକ ଇଟା ଦ୍ୱାରା ଆକ୍ରମଣ କରିବାରୁ ପ୍ରଥମ ଯୁବକ ବିଭୁତି ସେଠୀଙ୍କର ଆଖି ପତା ଓ ମଣ୍ଡରେ ଗଭିର ଆଘାତ ଲଗିଥିଲା ।
ଏନେଇ ବିଭୁତି!-->!-->!-->…