ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଦାବି
ଗଁଦିଆ ବ୍ଲକର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାତ୍ର ଉପଯୋଗୀ କେନ୍ଦ୍ର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର । ହେଲେ ଏହି କେନ୍ଦ୍ରରେ ରହିଛି ଅନେକ ସମସ୍ୟା ,ଏଠାକାର ଜନସାଧାରଣ ଆଶା କରୁଥିବା ସେବା ସେମାନଙ୍କୁ ମିଳିପାରୁନାହିଁ । ୧୯୭୫--୭୬ମସିହାରେ ଏଠାରେ ପ୍ରଥମେ!-->…