News
lipub
samparksetu

ମାୟାଧର ଓ ଭୋଳେଶ୍ଵର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କାମାକ୍ଷାନଗର ବ୍ଳକ ଜକା ଗ୍ରାମ ରେ ନ୍ୟୁ-ସୁପରଷ୍ଟାର କ୍ରିକେଟକ୍ଳବ ଆନୂକୁଲ୍ୟରେ ଚଳିତବର୍ଷ ଅନୁଷ୍ଠିତ ହୋଇଥିଲା ମାୟାଧର ଓ ଭୋଳେଶ୍ଵର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ । ଏହି ଟୁର୍ଣ୍ଣାମେଣ୍ଟ୍ ୧ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।୧୬ ଦଳ ମଧ୍ୟରେ ହୋଇଥିଲା ମ୍ୟାଚ।

ଅଲୋଡ଼ା ହେଲା ଶିଶୁକନ୍ୟା !

କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ଗୁରୁଜାଙ୍ଗୁଲି ନୂଆସାହି ନିକଟ ଜଙ୍ଗଲରୁ ଏକ ଶିଶୁ କନ୍ୟା ଉଦ୍ଧାର ହୋଇଛି ।ଗତକାଲି ସନ୍ଧ୍ୟାରେ ଗାଁର ଆଶା କର୍ମୀ ନିଜ ବାଡ଼ି ପଛକୁ ଯାଇଥିବା ବେଳେ ,ଶିଶୁର କାନ୍ଦ ଶୁଣି ଘଟଣା ସ୍ଥଳକୁ ଯାଇଥିଲେ । ସେଠି ସେ ଏକ ଶିଶୁ କନ୍ୟା କୁ ଦେଖୁବାକୁ ପାଇ ନିଜ

ଅର୍ଜିତ ପୁଣ୍ୟର ପ୍ରତିଶ୍ରୁତି ତୁମେ

ଅର୍ଜିତ ପୁଣ୍ୟର ପ୍ରୀତି ପ୍ରତିଶ୍ରୁତିଅଦୃଶ୍ୟ ବିନ୍ଧାଣି ତୁମେଅନିର୍ବଚନୀୟ ଅମୃତ ସର୍ଜନାଅପାନ୍ତେୟ ପଥ ଧାମେ ll ଅସୀମ ତୁମର ସୃଷ୍ଟ ଏ ସଂସାରେଅୟୁତ ଆଶାର ନଈଅମଳିନ ତବ ଅନୁଶାସନରେଅବନୀ ଯାଉଛି ଧାଇଁ ll ଅପରୂପ ତୁମ ସୌନ୍ଦର୍ଯ୍ୟ ସୁଷମାଅଜସ୍ର ଶୁଭେଚ୍ଛା ବାଣ୍ଟିଅସୁମାରୀ ପାପ

ଦୁର୍ଦ୍ଦାନ୍ତ ଅପରାଧୀ କୁନା ଗିରଫ ,୧୯ ଗ୍ରାମ ବ୍ରାଉନସୁଗାର ସହିତ ପିସ୍ତଲ ଜବତ

ଢେଙ୍କାନାଳ ଜିଲ୍ଲା ସଦର ଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରିବା ସହିତ ୧୯ ଗ୍ରାମ ବ୍ରାଉନସୁଗାର,ପିସ୍ତଲ ,ମୋଟର ସାଇକେଲ ଜବତ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ସଦରଥାନା ଏବଂ ବିଭିନ୍ନ ସ୍ଥାନରେ ଡକାୟତ ଲୁଟ ଘଟଣାରେ ସାମିଲ ଥିବା ଜଣେ ହାଡକୋର ଅପରାଧୀକୁ ପୋଲିସ

କାମାକ୍ଷାନଗର ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ ଚାଲିଥିବା କାମାକ୍ଷାନଗର ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳାର ଦ୍ୱିତୀୟ ସଂନ୍ଧ୍ୟା ବେଶ ମନୋରଞ୍ଜନ ପରିବେଶରେ ଅନୁଷ୍ଠିତ ହେଉଛି । ମହୋତ୍ସବର ସଭାପତି ତଥା ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁଙ୍କ ସଭାପତିତ୍ୱରେ ରାଜସ୍ୱ ଏବଂ

ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଘଟଣା , ୯ ଡକାୟତ ଗିରଫ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ ଥାନା ନିକଟରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଦୁର୍ବୃତ୍ତ ମାନେ ଗତ ୩ ତାରିଖ ଦିନ ୬କେଜିରୁ ଅଧିକ ସୁନା ଏବଂ ଲକ୍ଷାଧିକ ଟଙ୍କା ଲୁଟ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ଡକାୟତି ଘଟଣାରେ ପୋଲିସ ୯ ଜଣକୁ ଗିରଫ କରିବା ସହତି

ଆଳତୁମା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କାମାକ୍ଷାନଗର ଏନ ଏ ସି ଅନ୍ତର୍ଗତ ଆଳତୁମା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଚନ୍ଦ୍ରମୋହନ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । କାମାକ୍ଷାନଗର ବିଧାନସଭା କ୍ଷେତ୍ର ର ବିଧାୟକ ତଥା ଓଡ଼ିଶା ସରକାରଙ୍କର ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ

ମହିମା ମହାବିଦ୍ୟାଳୟରେ ବିନା ହଳରେ ଚାଷ ସମ୍ପର୍କରେ ଆଲୋଚନା ଚକ୍ର

ଯୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ବିନା ହଳରେ ଚାଷ ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଅର୍ଥନୀତି ବିଭାଗର ମୁଖ୍ୟ ସଂଯୁକ୍ତା ଜେନା ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓ

ଟ୍ରାକ୍ଟର ଧକ୍କାରେ ଶିଶୁ ମୃତ

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓ ପୁଟସାହି(ଶବର ସାହି) ଗ୍ରାମରେ ଟ୍ରାକ୍ଟର ମାଡି ଯାଇ ଜଣେ ଶିଶୁ ର ମୃତ୍ୟୁ ହୋଇଛି ।ମୃତ ଶିଶୁ ଜଣକ ହେଉଛନ୍ତି ସେହି ଗ୍ରାମର ବିଜୟୀ ଦେହୁରୀ ଙ୍କ ପୁଅ ବିସ୍ମୟ ଦେହୁରୀ (୪) । ସୂଚନା ମୁତାବକ ବିସ୍ମୟ ଗାଁ ଦାଣ୍ଡ ରେ ସାଙ୍ଗ ମାନ ଙ୍କ ସହ

କାମାକ୍ଷାନଗର ମହୋତ୍ସବ ଉଦଘାଟିତ

କଳା ,ସଂସ୍କୃତି ,ଐତିହ୍ୟ ,ପରମ୍ପରା,କ୍ରୀଡା ଓ ପାରଦର୍ଶିତାକୁ ନେଇ ଗ୍ରାମାଞ୍ଚଳର ଲୁକାୟିତ ପ୍ରତିଭାର ଏକ ବଡ଼ ପ୍ଲାଟଫର୍ମ ଭାବେ ଆରମ୍ଭ ହୋଇଛି କାମାକ୍ଷାନଗର ମହୋତ୍ସବ । ଚାକଚକ୍ୟ ସଜବାଜ ସହ ବିଭିନ୍ନ ରକମର ଷ୍ଟଲ ଛାତ୍ରଛାତ୍ରୀ, କୃଷକ ,ଖେଳାଳୀ ଓ ଦର୍ଶକକୁ ବିମୋହିତ କରୁଛି । ଢେଙ୍କାନାଳ
error: Content is protected !!