“ଭଗବାନ- ଆପଣ କେଉଁଠାରେ ଅଛନ୍ତି ?”
ପିଲାଦିନୁ "ଆହେ ଦୟାମୟ ବିଶ୍ବ ବିହାରୀ…." ଜଣାଣ ମାଧ୍ୟମ ରେ ଭଗବାନଙ୍କୁ ପ୍ରତ୍ଯହ ପ୍ରାର୍ଥନା କରି ଆସିଛେ। ଏଥିରେ ଭଗବାନଙ୍କୁ ଶୁଭ ବୁଦ୍ଧି,ଭଲ ରାସ୍ତା , ପ୍ରତ୍ଯେକ କର୍ମ କୁ ସରସ କରିବା, ଜୀବନ ରେ ଚିର ହରଷ ଆଣିଦେବା ପାଇଁ ଆମ୍ଭେମାନେ ନିବେଦନ କରିଥାଉ। ଭଗବାନ ମନୁଷ୍ଯ କୁ ସର୍ବଶ୍ରେଷ୍ଠ!-->…