News
lipub
samparksetu

ପ୍ରେରଣା ପାଲଟିଛନ୍ତି ସରପା ଗାଁର ପଦ୍ମିନୀ – ସ୍ୱାବଲମ୍ବୀ ହେବା ଶିଖାଇଛି ଟାଟା ଷ୍ଟିଲ ଫାଉଣ୍ଡେସନ

ଗ୍ରାମାଞ୍ଚଳର ମହିଳାମାନେ ଆଜି କେବଳ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ନାହାଁନ୍ତି, ବରଂ ନିଜର ଦକ୍ଷତା ବଳରେ ଆର୍ଥିକ ସ୍ୱାଧୀନତା ହାସଲ କରିବା ସହ ସମାଜରେ ନେତୃତ୍ୱ ନେଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆଗାଁ ପଞ୍ଚାୟତ ସରପା

ଧାନ ଟଙ୍କା ସୁଝି ନପାରି ଚାଷୀ ଆତ୍ମହତ୍ୟା !

ଋଣ ପରିଷୋଧ ନକରିପାରିବା ଚିନ୍ତାରେ ଚାଷି ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ଚାଷୀ ଜଣକ ହେଲେ କାମାକ୍ଷାନଗର ଥାନା ଭୁବନ ବ୍ଲକ ଅରଖପାଳ ପଞ୍ଚାୟତ ଖୁରୁଶିଆ ଗ୍ରାମର କେଶବ ମଲିକ। ସୁଚନା ମୁତାବକ ,ମୃତ ଚାଷୀ ତିନୋଟିି ଘରୋଇ ବ୍ୟାଙ୍କ ଯଥା ସମସ୍ତା

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ , କ୍ଷତିପୂରଣ ଦାବିରେ ରାସ୍ତାରୋକ

ଆଜି ଅପରାହ୍ନ ରେ ୫୫ ନଂ ଜାତୀୟ ରାଜପଥ ବୁଧବାର ହାଟ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତ ଵରଣ କରିଥିବା ବ୍ୟକ୍ତି ଖଡଗପ୍ରସାଦ ଗ୍ରାମ ର ବ୍ରଜବନ୍ଧୁ ପୃଷ୍ଟି ଙ୍କ ପୁତ୍ର ଶାନ୍ତନୁ ପୃଷ୍ଟି, (୨୭ )

ଦେଶର ପ୍ରଦୁଷିତ ସହର ଭିତରେ ଓଡ଼ିଶାର ୬ ସହର, ଢେଙ୍କାନାଳ ଜିଲ୍ଲାର ଦୁଇ ପଡୋଶୀ ଜିଲ୍ଲା ସାମିଲ

ଦେଶର ୧୩୧ଟି ସହରରେ ଅଧିକ ବାୟୁ ପ୍ରଦୁଷଣ ରହିଥିବା ବେଳେ ଏଥିରେ ଓଡ଼ିଶାର ଭୁବନେଶ୍ୱର, କଟକ, ବାଲେଶ୍ୱର, ରାଉରକେଲା, ଅନୁଗୁଳ ଓ କଳିଙ୍ଗନଗର ରହିଛି । ବିଶେଷ କରି ଖଣି ଖାଦାନ, ଶିଳ୍ପ ଓ ବେଆଇନ ନିର୍ମାଣ ପାଇଁ ପ୍ରଦୂଷିତ ଗ୍ୟାସ ବାୟୁମଣ୍ଡଳକୁ ଯାଉଥିବା ବେଳେ ପ୍ରଦୂଷଣର ମାତ୍ରା

ନୂଆ ବରଷରେ କପିଳାସ ହାତୀ ଉଦ୍ଧାର କେନ୍ଦ୍ର କୁ ଆସିଲେ ନୂଆ ଅତିଥି

ନୂଆ ବରଷରେ କପିଳାସ ହାତୀ ଉଦ୍ଧାର କେନ୍ଦ୍ର କୁ ଆସିଲେ ନୂଆ ଅତିଥି ଥମୁନି ହାତୀ ମଣିଷ ମୁହାଁମୁହିଁ ପରିସ୍ଥିତି । ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ସହିତ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀପଲ । ଗତ କିଛିଦିନ ହେବ ବୌଦ୍ଧ ବନଖଣ୍ଡ ଅଞ୍ଚଳରେ ଏକ ଦନ୍ତା ଉପଦ୍ରବ ଲାଗିରହିଥିବା

କୂଅ ଭିତରୁ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ନଟକଟା ଗ୍ରାମରେ ଅଘଟଣ, କୂଅ ଭିତରୁ ୨ ଶିଶୁଙ୍କ ମୃତଦେହ ଉଦ୍ଧାର । ସୂଚନା ଅନୁସାରେ, ଗତକାଲି କମ୍ପାନୀ ପ୍ରଧାନ ନିଜ ଦୁଇ ପୁଅ ରଞ୍ଜିତ ଏବଂ ସଞ୍ଜିତ ପ୍ରଧାନଙ୍କୁ ଘରେ ଛାଡ଼ି ଧାନ କାଟିବାକୁ ଯାଇଥିଲେ ହେଲେ ସନ୍ଧ୍ୟା ରେ ଆସି

ରାବଣପୋଡି ଦେଖିବାକୁ ଆସି ଛାତ୍ର ମୃତ, ୨ ଆହତ ; ବିଦ୍ୟୁତ ବିଭାଗକୁ ଦାୟୀ କଲେ ମୃତକଙ୍କ ବାପା

ବିଜୟା ଦଶମୀ ଅବସରରେ ଗଁଦିଆ ଷ୍ଟାଡିୟମରେ ରାବଣପୋଡି ଉତ୍ସବ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜନ ପ୍ରତିନିଧି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍ଥାନୀୟ ବାସିନ୍ଦା ଙ୍କ କହିବା ଅନୁଯାୟୀ ରାବଣ ପୋଡ଼ି ନିମନ୍ତେ ବିଦ୍ୟୁତ ସଂଯୋଗ ହୋଇଥିଲା, ମୁଖ୍ୟ ଅତିଥି

ପୌରପାଳିକା ଦୁର୍ନୀତି ପ୍ରସଙ୍ଗ, ଲୋକ ପ୍ରତିନିଧି ନିରବ ନେଇ ତେଜୁଛି ଜନ ଅସନ୍ତୋଷ

ଜିଲ୍ଲା ସାରା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି ପୋୖର ଦୁର୍ନୀତି ପ୍ରସଙ୍ଗ। ଜିଲ୍ଲା ତଥା ରାଜ୍ୟବାସୀଙ୍କୁ ଚକିତ କରିଦେଉଥିବା ଗୋଟିଏ ପରେ ଗୋଟିଏ ଫାଇଲ ଖୋଲି ଚାଲିଛି । ସେ ଆଲୋକିକରଣ ହେଉ ବା ରାସ୍ତା କିମ୍ବା ଡ୍ରେନ ତିଆରି ପ୍ରତିଟି କାର୍ଯ୍ୟ ରେ ଦୁର୍ନୀତି ର ଫର୍ଦ୍ଦ ପାଇଛି ଅଡିଟ ଟିମ୍

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଚିକିତ୍ସାଳୟରେ ଝୁଲିଛି ତାଲା

୯.୨.୧୯୮୫ ରେ ସ୍ଥାପିତ ବାଳକୃଷ୍ଣ ପୋୖର ଆୟୁର୍ବେଦିକ ଚିକିତ୍ସାଳୟ , ଢେଙ୍କାନାଳ ପୌରପାଳିକା ୧ ନମ୍ବର ୱାର୍ଡ ଠାରୁ ନେଇ ଗୋବିନ୍ଦପୁର, ବୋରାପଦା ଏବଂ ଗହମଖୁଣ୍ଟି ଗ୍ରାମ ପର୍ଯ୍ୟନ୍ତ ସମସ୍ତ ବାସିନ୍ଦା ଏହି ଚିକିତ୍ସାଳୟ ଉପରେ ନିର୍ଭରଶୀଳ । ସମ୍ପୃକ୍ତ ଗ୍ରାମ ଗୁଡିକ ଆଦିବାସୀ ବହୁଳ

ହାତୀ ଅଣ୍ଡର ପାସ ବନ୍ଦ ପାଇଁ ବିଧାୟୀକା ଙ୍କ ଦାବି

ଢେଙ୍କାନାଳ ବନଖଣ୍ଡ ଓଡାପଡା ବ୍ଲକ ଗୁଣୁଦେଇ ଗ୍ରାମ ନିକଟସ୍ଥ ୫୫ ନମ୍ବର ଜାତୀୟ ରାଜପଥରେ ନିର୍ମାଣଧୀନ ହାତୀ ଅଣ୍ଡର ପାସକୁ ହିନ୍ଦୋଳ ବିଧାୟୀକା ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିକଟକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ୫୫ ନମ୍ବର ଜାତୀୟ ରାଜପଥ
error: Content is protected !!