News
lipub
samparksetu

ସଡ଼କ ସୁରକ୍ଷାର ବାର୍ତ୍ତା ଦେଲେ ମାର୍ଥାପୁର ୧୯୮୨ବ୍ୟାଚ

ଢେଙ୍କାନାଳ ଜିଲ୍ଲା ଭୁବନ ମାର୍ଥାପୁର ସରକାରୀ ଉଚ୍ଚ ବିଦ୍ୟାଳୟ୧୯୮୨ ବ୍ୟାଚ୍ ଛାତ୍ର ଛାତ୍ରୀ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଅନୁଷ୍ଠିତ ହୋଇଯାଇଛି I ୫୩ ନମ୍ବର ଜାତୀୟ ରାଜପଥ ରୁ ଯମୁନାକୋଟ୍ – ପଣ୍ଡୁଆ ପୂର୍ତ୍ତ ବିଭାଗ ମାର୍ଥାପୁର ମେଡିକାଲ ରାସ୍ତାରେ ହେଲମେଟ, ମାକ୍ସ, ସିଟବେଲଟ ଯାତ୍ରୀମାନଙ୍କୁ ଗୋଲାପ ଫୁଲ ଦେଇ ସଚେତନ କରାଇଥିଲେ I

ଭୂବନ ଥାନା ସୁରପ୍ରତାପୁର ଫାଣ୍ଡି ଅଧିକାରୀ ପ୍ରଭାତ କୁମାର ରାଉତ, ସନ୍ତୋଷ କୁମାର ସାହୁ, ଭବାନୀ ଶଙ୍କର ଦାସ, ମମତା ଦାଶ, ସବିତା ଦାଶ, ଗୀତାରାଣୀ ଦାଶ, ପ୍ରତିମା ଦାଶ, ନାରାୟଣ ନନ୍ଦ, ସର୍ବେଶ୍ଵର ଦାଶ, ଶ୍ରୀବତ୍ସ ନାୟକ, ସୁଧାକର ସାହୁ ଙ୍କ ସମେତ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ Iଏହି ଅବସରରେ ଏକ ଗୁରୁ ପୂଜନ କାର୍ଯ୍ୟକ୍ରମ ହୋଇ ଥିଲା । ଗୁରୁ ରାମଚନ୍ଦ୍ର ସାହୁ ବୀରବର ସାହୁ ଚନ୍ଦ୍ର ଶେଖର ଦାସ ,ଶରତଚନ୍ଦ୍ର ଦାଶ ଘନଶ୍ୟାମ ଦାଶ ହରମୋହନ ବେହେରା ବିଦ୍ୟାଧର ନନ୍ଦ ଙ୍କୁ ପୁଷ୍ପ ଗୁଛ ଉତରୀୟ ମାନପତ୍ର ପ୍ରଦାନ କରାଯାଇଥିଲା ।

new life
You might also like
error: Content is protected !!