News
lipub
samparksetu

ଗଁଦିଆ ବ୍ଲକ ବିଶ୍ୱକର୍ମା ଶିଳ୍ପୀ ସଂଗଠନ ଗଠିତ

ଗଁଦିଆ ବ୍ଲକ ସ୍ତରୀୟ ବିଶ୍ୱକର୍ମା ଶିଳ୍ପୀ ସଂଗଠନ ନାମରେ ଏକ ନୂତନ ବ୍ଲକ ସ୍ତରୀୟ ଅନୁଷ୍ଠାନ ବରିଷ୍ଠ ସଭ୍ୟ ଗଙ୍ଗାଧର ରଣା ଙ୍କର ସଭାପତିତ୍ୟୁରେ ଧନିଅଣାଳୀ ସେବାଶ୍ରମ ଠାରେ ଅନୁଷ୍ଠିତ ହୋଇଛି ।

ଏଥିରେ ଉକ୍ତ ସଂଗଠନର ସଭାପତି ଭାବେ ଦୁଖବନ୍ଧୁ ପାତ୍ର ଉପ ସଭାପତି ଭାବେ ପ୍ରସନ୍ନ କୁମାର ବେହେରା ସମ୍ପାଦକ ଭାବେ ଅନୀଲ କୁମାର ରାଉତ କୋଷାଧ୍ୟକ ଭାବରେ ସନାତନ ସାହୁ ପ୍ରମୁଖ ସର୍ବସମ୍ମତି ଭାବରେ ମନୋନୀତ ହୋଇଛନ୍ତି ଉପଦେଷ୍ଟା ଭାବରେ ଗଙ୍ଗାଧର ରଣାଓ ଭିକାରି ଚରଣ ସେନାପତି ମନୋନୀତ ହୋଇଛନ୍ତି ଏଥିରେ ମୋଟ ୬୦ଜଣ ସଦସ୍ୟ ଯୋଗଦାନ କରିଥିଲେ ।

new life
You might also like
error: Content is protected !!