ହାତୀ ଆକ୍ରମଣରେ ଯୁବକ ଗୁରୁତର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ହାତୀ ଚଳପ୍ରଚଳ କରୁଥିବା ଯୋଗୁଁ ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି। ଦିନ ଦ୍ଵି ପ୍ରହରରେ ଜଂଗଲୀ ହାତୀ ଗାଁ ଦାଣ୍ଡରେ ବୁଲିଲେଣି ଫଳରେ ଘରୁ ଗୋଡ଼ କାଢିବା ମାତ୍ରେ ନିଶ୍ଚିତ ବିପଦକୁ ଏଡ଼ାଇ ଦିଆଯାଇ ନପାରେ!-->…
କପିଳାସ ପୀଠ କୁ ବିଶ୍ଵସ୍ତରୀୟ କରିବା ଲାଗି ପ୍ରୟାସ
ଦ୍ୱାଦଶ ଶତାବ୍ଦୀର ଗଙ୍ଗବଂଶୀୟ କୀର୍ତ୍ତିରାଜି ତଥା ରାଜ୍ୟର ଐତିହ୍ୟ ସମ୍ପନ୍ନ ପ୍ରସିଦ୍ଧ ଶୈବପୀଠ ଦ୍ୱିତୀୟ କୈଳାସ ଭାବେ ନୈସର୍ରିକ ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ କପିଳାସ ପୀଠର ଶ୍ରୀ ଚନ୍ଦ୍ରଶେଖର ଜୀଉ ୮୦୦ବର୍ଷର ପ୍ରାଚୀନ କୀର୍ତ୍ତିରୂପେ ଦଣ୍ଡାୟ ମାନ l ଏହି ଐତିହ୍ୟ ପୂର୍ଣ୍ଣ!-->…
ବୁଦ୍ଧେଶ୍ୱର ପୀଠର ଉନ୍ନତି ପାଇଁ ବୈଠକ
ରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଶୈବପୀଠ ବୁଦ୍ଧେଶ୍ୱର କ୍ଷେତ୍ରର ନୂତନ ପରିଚାଳନା କମିଟି ଗଠନ କରାଯିବା ପରେ ଗ୍ରାମ ରେ ମୂରବୀ ମାନଙ୍କୁ ନେଇ ମନ୍ଦିର ପରିସରରେ ଏକ ବୈଠକ ସୋମବାର ଅନୁଷ୍ଠିତହୋଇଯାଇଛି। ସଭାପତି ପୂର୍ବତନ ନଗରପାଳ ନରହରି ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି!-->…
ସି.ଡି.ପି.ଓ ଙ୍କ କାର୍ଯ୍ୟାଳୟ ଫାଟକ ବନ୍ଦ କଲେ ଜୟପୁର ବାସିନ୍ଦା
ଭୁବନ ବ୍ଲକରେ ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତିକୁ ନିମନ୍ତେ ଚୁଡାନ୍ତ ସିଲେକ୍ସନକୁ ନେଇ ହୋଇଥିବା ଘୋଟଲା ଯୋଗୁ ଜୟପୁର ଗ୍ରାମବାସୀ ସି.ଡି.ପି.ଓ କାର୍ଯ୍ୟାଳୟର ଫାଟକ ବନ୍ଦ କରି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଭୂବନ ଥାନାଧିକାରୀ ଘଟଣାସ୍ଥଳ ରେ ପହଞ୍ଚି ବୁଝାସୁଝା ପରେ ଫାଟକ!-->…
ଜିଲ୍ଲାରେ ଶିଶୁ ଶ୍ରମିକ ଓ ବାଲ୍ୟବିବାହ ହାର ବୃଦ୍ଧି, ନିରବଦ୍ରଷ୍ଟା ସାଜିଛନ୍ତି ଆଶା,ଅଙ୍ଗନୱାଡି କର୍ମୀ
ଢେଙ୍କାନାଳ ଜିଲ୍ଲାରେ କ୍ରମାଗତ ଭାବରେ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ବୃଦ୍ଧି ପାଉଛି । ଏଠାରେ ପ୍ରଶାସନ ଓ ଶିଶୁ ସୁରକ୍ଷା ବିଭାଗ ସବୁ ଜାଣିଶୁଣି ଚୁପଚାପ ବସିଛନ୍ତି । ସେହିପରି ଆଶା ଏବଂ ଅଙ୍ଗନୱାଡି କର୍ମୀମାନେ ଗାଁ ଗାଁରେ ବାଲ୍ୟ ବିବାହ ଚାଲୁଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଥିବାର!-->!-->!-->…
ଶୌଚ ହେବାକୁ ଯାଇଥିବା ବେଳେ ଦଳିଦେଲା ହାତୀ
ହିନ୍ଦୋଳ ବାନାଞ୍ଚଳରେ ୧୦୦ ରୁ ଉର୍ଦ୍ଧ୍ବ ଜଙ୍ଗଲି ହାତୀ ରହିଥିବା ବେଳେ ସାଧାରଣ ଜନତା ଭୟଭୀତ ଅବସ୍ଥାରେ ରହିଛନ୍ତି। ଦିନ ଦୁଇ ପ୍ରହରରେ ଗାଁ ଦାଣ୍ଡରେ ବୁଲୁଥିବା ଦେଖିବାକୁ ମିଳୁଛି। ପରିସ୍ଥିତି ଏମିତି ହେଲାଣି ଯେ ସ୍କୁଲ କଲେଜ କୁ ଛାତ୍ର ଛାତ୍ରୀ ମାନେ ଆସିବାକୁ ହେଲେ ଅଭିଭାବକ ମାନଙ୍କର!-->…
ବକେୟା ଦରମା ପାଇବା କୁ ନେଇ ଗାଡି ମାଲିକକୁ ମାଡ଼ ମାରିଲା ଡ୍ରାଇଭର
କାମାକ୍ଷାନଗର ଥାନା ମୁଣ୍ଡିଦେଉଳି ସାହି ରେ ଅଭାବନୀୟ ଘଟଣା l ବକେୟା ଦରମା ପାଇନଥିବାରୁ ଗାଡି ମାଲିକ ଙ୍କୁ ମାଡ଼ ମାରିଲା ଡ୍ରାଇଭର l ଡ୍ରାଇଭର ଓ କିଛି ଦୁର୍ବୃତ୍ତ ଙ୍କ ମାଡ଼ ରେ ଗାଡିମାଲିକ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଏନେଇ ଗାଡି ମାଲିକ ଙ୍କ ଭଉଣୀ!-->…
ନାସନାଲ ସାଇନ୍ସ ସେମିନାର ପାଇଁ ମୁମ୍ବାଇ ଯିବେ ଓଡ଼ିଶାର ସ୍ବାତୀ ସ୍ବାଗତିକା
ରାଜ୍ୟ ସ୍ତରୀୟ ସାଇନ୍ସ ସେମିନାରରେ ଟପ୍ପର ହୋଇ ଜାତୀୟ ସ୍ତରକୁ ଉନ୍ନୀତ ହୋଇଥିବା , ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପଞ୍ଚାୟତିରାଜ ହାଇସ୍କୁଲ, କାନପୁରାର ଛାତ୍ରୀ ସ୍ବାତୀ ସ୍ବାଗତିକା ମୁମ୍ବାଇ ଗସ୍ତ କରୁଛନ୍ତି । ଆସନ୍ତା ୨୬ ତାରିଖରେ ମୁମ୍ବାଇର ନେହରୁ ବିଜ୍ଞାନ କେନ୍ଦ୍ରରେ!-->…
ଟାଟା ପାୱାରର ସ୍ମାର୍ଟ ମିଟର ବିରୁଦ୍ଧରେ ଆନ୍ଦୋଳନ
ବିଜୁଳି ଯୋଗାଇବା ଆଳରେ ଟାଟା ପାୱାର ସାଧାରଣ ଲୋକ ମାନଙ୍କୁ ଶୋଷଣ କରିଚାଲିଛି l ଗତ ନିର୍ବାଚନ ସମୟରେ ବିଜେପିର ଟୁଙ୍ଗ ନେତାମାନେ ଖୋଲା ମଞ୍ଚରେ ୩୦୦ ୟୁନିଟ ବିଜୁଳି ମାଗଣା ଦେବାକୁ କହି ବର୍ତ୍ତମାନ ଏଥିରୁ ଓହରି ଯାଉଛନ୍ତି । ୩୦୦ ୟୁନିଟ ବିଜୁଳି ମାଗଣା ଦେବା ଦୂରର କଥା ଏବେ ଉପଭୋକ୍ତାଙ୍କ!-->…
ଢେଙ୍କାନାଳ ପୌରପାଳିକାକୁ ବଦନାମ କରୁଛନ୍ତି ପୋୖର ଯନ୍ତ୍ରୀ, ଜନପ୍ରତିନିଧି ନିରବଦ୍ରଷ୍ଟା
ଢେଙ୍କାନାଳ ପୌରାଞ୍ଚଳରେ ଡ୍ରେନ୍ ଏବଂ ରାସ୍ତା ନିର୍ମାଣରେ ବାରମ୍ବାର ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଛି । ନବାଗତ ଠିକାଦାରଙ୍କୁ କାମଦେଇ ପୋୖରପାଳିକା ଆରାମସେ ବସି ପଡୁଥିବା ବେଳେ ନିର୍ମାଣ କାମରେ ବାରମ୍ବାର ଦୁର୍ନୀତି ଅଭିଯୋଗ ଆଣି ଆସିଛନ୍ତି ସହର ବାସିନ୍ଦା ।
ଏପରିକି ଠିକାଦାର!-->!-->!-->…