News
lipub
samparksetu

‘ବୋଉ’

ରାସ୍ତା ତାର କର୍ମମୟ । ଜୀବନ ତାର ଉତ୍ସର୍ଗୀକୃତ। ଜୀବନ ଟା ତାର ଜଞ୍ଜାଳ ରେ ପରିପୂର୍ଣ। ଆବେଗ ର ପ୍ରତୀକ। ଜୀବନ ତାର ଅନେକ ବାଧାବିଘ୍ନ ର ସମାହାର। ନିଜ ପାଇଁ ଖୋଜିନି କିଛି। ଅଳି ବି କରିନି କେତେବେଳେ। ତୁଳସୀ ଚଉରା ମୂଳରେ ସଞ୍ଜଵତୀ ଜାଳିବା ବେଳେ ପରିବାର ର ଶୁଭ ମନାସି ଥାଏ

୭ ଦିନ ମଧ୍ୟରେ ଜବର ଦଖଲକୁ ଉଛେଦ ପାଇଁ ନିର୍ଦ୍ଦେଶ

ଢେଙ୍କାନାଳ ଜିଲ୍ଲା କାର୍ଯ୍ୟ।ଳୟ ସଦଭାବନା ସଭାଗୃହରେ ସାଂସଦ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ସଂସଦୀୟ ମଣ୍ଡଳୀ କମିଟିର ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେରଖି ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ସହରର ପ୍ରମୁଖ ସ୍ଥାନ ଗୁଡିକରେ ଜବରଦଖଲକୁ

ସ୍ଥାୟୀ ନିଯୁକ୍ତି ଦାବିରେ ୪ ଆୟୁଷ ଡାକ୍ତର ପିନ୍ଧିଲେ କଳାବ୍ୟାଚ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ୪ଜଣ ଆୟୁଷ ଡାକ୍ତର ସ୍ଥୟୀ ନିଯୁକ୍ତି ଦାବିରେ କଳାବ୍ୟାଚ ପିନ୍ଧିଲେ ।ରାଜ୍ୟରେ କାର୍ଯ୍ୟ କରୁଥିବା ଚୁକ୍ତି ଭିତ୍ତିକ ଅବା ଠିକା ଆୟୁଷ ଡାକ୍ତର ମାନଙ୍କ ଅଭିଯୋଗ କିଛିଦିନ ପୁର୍ବରୁ

ଜନଜୀବନ ଅସ୍ତବ୍ୟସ୍ତ କରୁଛି ରାଇସ ମିଲ୍

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କଅଁସରଗୋଡା କଣ୍ଟାବଣି ବସ୍ତୀ ନିକଟରେ ଥିବା ରାଇସମିଲ୍ ଦିନକୁଦିନ ଜନ ଜୀବନ ଅସ୍ତ ବ୍ୟସ୍ତ କରିବାରେ ଲାଗିଛି I ମିଲ୍ ଚାଲୁଥିବା ସମୟରେ ମିଲରୁ ବାହାରିଥିବା ପାଉଁଶ ପାଚେରୀ ବାହାରେ ଗଦା ହୋଇଥିବାରୁ ସାମାନ୍ୟ ପବନରେ ଉଡି ବସ୍ତୀରେ ପଡୁଥିବା ଅଭିଯୋଗ

ଷାଠିଏ ବର୍ଷର ପୁରୁଣା ରାସ୍ତାକୁ ନିଜ ଜାଗା ଦାବିକରି ଖୋଳିଦେଲେ ଜମି ମାଲିକ,ବିଦ୍ୟାଳୟ ନଯାଇ ରାସ୍ତାରେ ବସିଲେ ଛାତ୍ର…

ହିନ୍ଦୋଳ ଉପଖଣ୍ଡ ବୁହାଳିପାଳ ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ସମ୍ମୁଖ ରାସ୍ତାକୁ ନିଜ ଜାଗା ଦର୍ଶାଇ ଶନିବାର ଦିନ ଅଂଳାବେଡା ଗ୍ରାମର ବିରଞ୍ଚି ବିଶ୍ୱାଳ, ଅଭିମନ୍ୟୁ ବିଶ୍ୱାଳ, ଓ ଗଦାଧର ବିଶ୍ୱାଳ ରାସ୍ତାଟି ଜେସିବି ମେସିନ ସାହାଯ୍ୟ ରେ ଖୋଳି ଦେଇଥିବା ବେଳେ ଏ ନେଇ ବୁହାଳି ପାଳ ଗ୍ରାମବାସୀ

ଚୋରା ବନ୍ଧୁକ କାରଖାନା ସହ ବନ୍ଧୁକ ଠାଵ!

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ପୋଲିସ, ଓ ହିନ୍ଦୋଳ ବନବିଭାଗ ଦ୍ୱାରା ପୃଥକ ପୃଥକ ଘଟଣାରେ ବନ୍ଧୁକ କାରରଖାନା ଓ ଜନ୍ତୁ ଶିକାରୀ ଧରା ପଡିଛନ୍ତି । ଖବରରୁ ପ୍ରକାଶ ଜେ ଗତକାଲି ତିନିଜଣ ଜନ୍ତୁ ଶିକାରୀ ଙ୍କୁ ଜଙ୍ଗଲରୁ ଗିରଫ କରିଥିଲା ହିନ୍ଦୋଳ ବନ ବିଭାଗ । ଘଟଣା ସୂତ୍ରରୁ ପ୍ରକାଶ ହିନ୍ଦୋଳ

ଭୂକମ୍ପ ତାଲିକାରେ ଢେଙ୍କାନାଳ !

ଢେଙ୍କାନାଳ ଜିଲ୍ଲା ଭୂକମ୍ପ ପ୍ରବଣ ତାଲିକାର ଜୋନ-୩ରେ ରହିଛି । ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସ୍ପଟ ଭାବରେ ଉଲ୍ଲେଖ କରାଯାଇଛି ।ଭୁକମ୍ପ ପ୍ରବଣ ତାଲିକାରେ ରହିଥିଲେ ମଧ୍ୟକୌଣସି ଘର,ଅଟ୍ଟାଳିକା,ବିଦ୍ୟାଳୟ,ମଲ,ଆପାର୍ଟମେଣ୍ଟ ଭୁକମ୍ପ ପ୍ରବଣ ମାନ ଅନୁସାରେ ନିର୍ମାଣ

୩ହଜାର ନେଲେ କିନ୍ତୁ ମିଳିଲାନି ଘର !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ପାଟଲା ପଞ୍ଚାୟତ ପାଣୁବେରିଣୀ ଗ୍ରାମର ଉକ୍ତ ଗ୍ରାମର ଅହଲ୍ୟା ସାହୁ ସ୍ବାମୀ ବସନ୍ତ ସାହୁ ଜେକି ଜଣେ ଦିନ ମଜୁରୀଆ ଗରିବ ଶ୍ରେଣୀର ଲୋକ ଘର ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତ କୁ ବାରମ୍ବାର ଯାଉଥିଲେ ମଧ୍ୟ ଘର ଖଣ୍ଡିଏ ମିଳିପାରି ନାହିଁ l କେତେ

ଜନ୍ତୁ ଶୀକାର ପାଇଁ ଉଦ୍ୟମ କରୁଥିବାବେଳେ ଜଙ୍ଗଲରୁ ୩ ଶିକାରୀଙ୍କୁ କାବୁକଲା ବନ ବିଭାଗ

ହିନ୍ଦୋଳ ବନାଞ୍ଚଳର କର୍ଣ୍ଣପୁର ବିଟ ଅନ୍ତର୍ଗତ ପଡା ଗ୍ରାମ୍ୟ ଜଙ୍ଗଲ ମଧ୍ୟରୁ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଜନ୍ତୁ ଶୀକାର ପାଇଁ ଉଦ୍ୟମ କରୁଥିବା ବେଳେ ହିନ୍ଦୋଳ ବନ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇ ଜଙ୍ଗଲ ମଧ୍ୟରୁ ୩ ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଗୋଟିଏ

କାମାକ୍ଷାନଗର ମହୋତ୍ସବ ଉଦଯାପିତ

କାମାକ୍ଷାନଗର ମହୋତ୍ସବ ଆଜି ଉଦଯାପିତ ହୋଇଛି। ଏହି ମହୋତ୍ସବ ରେ ଆଜି ଦିନ ରେ କାମାକ୍ଷାନଗର ଏନ୍ ଏ ସି ଏବଂ ଭୁବନ ଏନ୍ ଏ ସି ମଧ୍ୟ ରେ କ୍ରିକେଟ୍ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚ୍ ରେ ଭୁବନ ଏନ୍ ଏ ସି କାମାକ୍ଷାନଗର ଏନ୍ ଏ ସି କୁ ହରାଇ ଚମ୍ପିୟାନ ହୋଇଥିଲା। ପରେ
error: Content is protected !!