News
lipub
samparksetu

କପିଳାସ ଜାଗର ଯାତ୍ରା ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସରେ ଜାଗର ଯାତ୍ରାପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାଗର ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ବିଷଦ ଭାବରେ ଆଲୋଚନା କରାଯାଇଥିଲା ।ମନ୍ଦିରର ଗର୍ଭଗୃହରେ ପାଣି ଗଳୁଥିବାରୁ ଯଥା ଶିଘ୍ର

ରାସୋଳ ପୋଲିସ୍ ର ବଡ ସଫଳତା,ଜଙ୍ଗଲରୁ ଧରାହେଲେ ୫ଡକାୟତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ରାସୋଳ ପୋଲିସ୍ ବିଶେଷ ସୁତ୍ରରୁ ଖବର ପାଇ ୫ତାରିଖ ବିଳମ୍ବିତ ରାତିରେ ପଞ୍ଚପଡା ଶାଳ ଜଙ୍ଗଲରେ ଚଢାଉକରି ୫ଜଣ ଡକାୟତ ଙ୍କୁ ଗିରଫ କରିବାରେ ବଡ ସଫଳତା ହାସଲ କରିଥିବା ଜଣାପଡିଛି। ତା ସହିତ ଚାରି ବାଇକ୍, ଦୁଇ ବୁଲେଟ୍ ଓ ଗୋଟିଏ ଖଣ୍ଡା

୪୦ ବସ୍ତା ଧାନ ସହ ପୋଡିଗଲା ଦୁଇ ଚକିଆ ଗାଡି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ କନ୍ଦର ସିଂହା ଗ୍ରାମର କାଦୁଅ ସାହିର ଅଭୟ କୁମାର ବେହେରା ଜଣେ ଚାଷୀ । ପୁଅ ଅଭିନାସ ଜଣେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ବାପାଙ୍କୁ ସବୁ ସମୟରେ ଚାଷ କାର୍ଯ୍ୟରେ ସାହାଯ୍ୟ କରନ୍ତି। ଅନେକ କଷ୍ଟ କରି ବର୍ଷକ ପାଇଁ ସାଇତି ରଖିଥିବା ଖାଦ୍ୟକୁ ଓ

ଆଦିବାସୀଙ୍କୁ ଲୁଟୁଛନ୍ତି ଅଙ୍ଗନୱାଡ଼ି କର୍ମୀ !

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ରତନପୁର ପଞ୍ଚାୟତର ଏରପଦା ଅଂଚଳର ଅଙ୍ଗନବାଡ଼ି କର୍ମୀ ଓ ସହାୟକ ନିରିହ ଆଦିବାସୀ ମାନଙ୍କୁ ଦୀର୍ଘଦିନ ଧରି ଠକି ତଥା ବିଭିନ୍ନ ଆଳ ଦେଖାଇ କେନ୍ଦ୍ରକୁ ଆସୁନାହାଁନ୍ତି। ଏହି କେନ୍ଦ୍ରର କର୍ମୀ ୩/୪ ମାସ ହେଲାଣି ଆଦୌ ନ ଆସି ହେଲେ ପର ମଝିରେ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍‌-ଏ-ଥନ୍‌ର ତୃତୀୟ ସଂସ୍କରଣରେ ୩୫୦୦ ଧାବକଙ୍କ ଅଂଶଗ୍ରହଣ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଢେଙ୍କାନାଳ ପ୍ରଶାସନ ସହଯୋଗରେ ଆୟୋଜନ କରାଯାଇଥିବା ମେଗା କ୍ରୀଡ଼ା କାର୍ଯ୍ୟକ୍ରମ ମେରାମଣ୍ଡଳୀ ରନ୍‌-ଏ-ଥନ୍‌ରେ ସାରା ଦେଶର ୩୫୦୦ରୁ ଅଧିକ ଉତ୍ସାହୀ ଧାବକଙ୍କ ଅଂଶଗ୍ରହଣ ଦେଖିବାକୁ ମଳିଥିଲା । ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ହିନ୍ଦୋଳ ବିଧାୟିକା

ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ବିଶ୍ୱ ପ୍ରସିଦ୍ଧ ମାଘମେଳା ଶନିବାର ଦିନ ଚତୁର୍ଦ୍ଦଶୀ ତିଥିରେ ଆରମ୍ଭ ହୋଇଛି ।ଲକ୍ଷ ଲକ୍ଷଙ୍କ ଭକ୍ତଙ୍କ ଗହଣରେ ମହିମା ଗାଦି ଅଲେଖ ମହିମା ଧ୍ୱନୀରେ ପ୍ରକମ୍ପିତ ହୋଇଛି । ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଗାଦି ମନ୍ଦିରର ଚାରିଦ୍ୱାରରେ ଶୂନ୍ୟ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଧ୍ୱନି ମନ୍ଦିର,

ବାହାଘର ବାଣଫୁଟି ଜଳିଗଲା ୩ ବଖରା ଚାଳ ଘର

ବାହାଘର ରୋଷଣୀ ବେଳେ ବାଣଫୁଟି ଜଳିଗଲା ୩ ବଖରା ଘର ଓ କଚଡା ଗଦା। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଭୁଷଳ ତଳ ସାହିରେ।ଗତକାଲି ଭୁଷଳ ତଳସାହି ରାସ୍ତାଦେଇ ବରଯାତ୍ରୀ ରୋଷଣୀ ଯାଉଥିବା ସମୟରେ ବାଣ ଫୁଟାଇବାରୁ ଚାଳଛପର ଘରେ ପଡି ଲାଗିଥିଲା ନିଆଁ। ତେବେ ଏହି ଅଗ୍ନିକାଣ୍ଡରେ ଦକ୍ଷିଣ

ହୋହଲ୍ଲା ମଧ୍ୟରେ ଅନୁଷ୍ଠିତ ହେଲା ହିନ୍ଦୋଳ ପଞ୍ଚାୟତ ସମିତିର ଦ୍ଵିତୀୟ ସାଧାରଣ ବୈଠକ

ହିନ୍ଦୋଳ ପଞ୍ଚାୟତ ସମିତିର ଦ୍ଵିତୀୟ ସାଧାରଣ ବୈଠକ ହିନ୍ଦୋଳ ବ୍ଲକ ପରିସରରେ ଥିବା କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ଦୁଇମାସରେ ଗୋଟିଏ ସମିତି ବୈଠକ ଅନୁଷ୍ଠିତ ହେବାର ନିୟମ ଥିଲେ ହିନ୍ଦୋଳ ବ୍ଲକରେ ସମସ୍ତ ନୀତିନିୟମକୁ ଜଳାଞ୍ଜଳୀ ଦିଆଯାଉଥିବା ଦେଖିବାକୁ ମିଳିଛି । ହିନ୍ଦୋଳ
error: Content is protected !!