ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ
ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କଲେ ଛାତ୍ର ଛାତ୍ରୀ ଅଭିଭାବକ।ଆଜି ସକାଳୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ପୁରୁଣା ରେକୁଳା ସରକାରୀ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ତାଲା ପକାଇ କରିଛନ୍ତି ଆନ୍ଦୋଳନ ।
!-->!-->!-->…
ନିମବାହାଳି ଅଞ୍ଚଳରେ ଟ୍ରେନ୍ ଧକ୍କା ରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ
ନିମବାହାଳି ଅଞ୍ଚଳରେ ଟ୍ରେନ୍ ଧକ୍କା ରେ ଜଣେ ମୃତ୍ୟୁ ବରଣ କରିଥିବାର ଜଣାପଡିଛି । ଲୋକ ପାଇଲଟ, ରେଲୱେ ପୋଲିସ, ଅଞ୍ଚଳ ବାସିନ୍ଦାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ନିମବାହାଳି ଟ୍ରେନ ଲାଇନ କଡରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ଟ୍ରେନ ଆସିବା ବେଳେ ହଠାତ୍ ଟ୍ରେନ ଆଗକୁ ଡେଇଁ ପଡିଥିଲା।
!-->!-->…
ମା’ ଜେନା ଦେବୀ ଏବଂ ବାବା ଚନ୍ଦ୍ର ଶେଖର ମହାଦେବଙ୍କ ବାର୍ଷିକ ଉତ୍ସବ
ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ସ୍ଥିତ ମା ଜେନା ମଣି ପୀଠ ଠାରେ ମା' ଜେନା ଦେବୀ ଏବଂ ବାବା ଚନ୍ଦ୍ର ଶେଖର ମହାଦେବଙ୍କ ବାର୍ଷିକ ଉତ୍ସବ ଆଜି ଠାରୁ ଆରମ୍ଭ ହୋଇ ଯାଇଛି। ସୂଚନା ଅନୁସାରେ ଗୁରୁବାର ୨ ଫେବୃଆରୀ ଠାରୁ ଶନିବାର ୪ ଫେବୃଆରୀ ପର୍ଯ୍ୟନ୍ତ ତିନିଦିନ ଧରି ଏହି ଉତ୍ସବ ପାଳନ!-->…
ବିଦ୍ୟାଳୟ ରେ ମାଙ୍କଡ଼ ଆକ୍ରମଣ ରେ ଛାତ୍ର ଗୁରୁତର
ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ। ପିଲାଙ୍କ ଭବିଷ୍ୟତ ଗଢ଼ିତୋଳିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ଦାୟିତ୍ୱ ଏଥିପାଇଁ ରାଜ୍ୟ ସରକାର ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉଚ୍ଚ ବେତନ ଦିଅନ୍ତି କିନ୍ତୁ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ପଞ୍ଚପଡା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ!-->…
ସମ୍ପତି ନୁହେଁ ମୁଁ ସମ୍ପର୍କ ଚାହେଁ
ଟିକିଏ କଥାରେ କାଇଁ ତୁମେ ଆଜିକର ଏତେ ଅଭିମାନତୁମବିନା ଏକା କେମିତି କାଟିବିମୋର ଏ ବାକି ଜୀବନ।
ଅନ୍ଧକାର ଲାଗେ ତୋବିନା ଜୀବନସବୁକିଛି ନିଛାଟିଆ,ସମ୍ପତି ନୁହଁ ମୁଁ ସମ୍ପର୍କ ହିଁ ଚାହେଁଏକଥା ବୁଝିଯା' ପ୍ରିୟା।ଆସ ତୁମେ ଫେରି ରାଗ,ଋଷା ଭୁଲିନକରି ଆଉ ଉପେକ୍ଷା,ତୁମର ଏ ସାଥୀ କାହୁଁ କେତେ!-->!-->!-->…
ସ୍ଥାୟୀ ପୋଲ ପାଇଁ ଦାବି
ଗାଁ କୁ କାମ, ମା' କୁ ସଂମ୍ମାନ ର କଥା କହି ଡିଣ୍ଡିମ ପିଟୁଛନ୍ତି ରାଜ୍ୟସରକାର, କିନ୍ତୁ ବାସ୍ତବ ସ୍ଥିତି କିଛି ଭିର୍ଣ୍ଣ,ରାସ୍ତା ପାଇଁ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଝାଞ୍ଜିରୀବେରେଣା ଗ୍ରାମବାସୀ ।
ଢେଙ୍କାନାଳ ଜିଲ୍ଲା!-->!-->!-->…
ଜୀବନ ଜାତକ
ରାୟଗଡ଼ାରେ ସାନପୁଅ ଘରେ ଦି-ମାସ ରହି ଯେତେବେଳେ ଘରକୁ ଫେରି ଅବଧାନେଙ୍କ କଥା ଶୁଣିଲେ , ଠୁକୁରା ଦାସେ ଥମ୍ କରି ବସିପଡିଲେ । ତାଙ୍କ ସନ୍ଦେହ ସର୍ବଦା ସେ ଦି କୁଳାଙ୍ଗାରଙ୍କ ଉପରେ ଥିଲା । କିନ୍ତୁ ଏଭଳି ମିଛ ଓ ଘୃଣ୍ୟ ଅଭିଯୋଗର ସାହାଯ୍ୟ ନେଇ ଶ୍ୟାମାକୁ ବୃଦ୍ଧାଶ୍ରମ ପଠେଇ!-->…
ଅଚିହ୍ନା ନାୟିକା-୪
ଦେଖା ହେଲା ସେହି ଅଚିହ୍ନା ନାୟିକାଆଜି ମକର ମେଳାରେ,ମେଳା ବୁଲିବାକୁ ଆସିଥିଲା ଆଜିସେ ତା' ବାପାଙ୍କ ସାଥିରେ।
କିଛି କ୍ଷଣରେ ସେ କାହିଁ ଲୁଚିଗଲାଲୋକଙ୍କ ଭିଡ଼ ମଧ୍ୟରେ,ମନ ମଧ୍ୟରେ ମୁଁ ଅନେକ ଖୋଜିଲିସେହି ଲୋକଙ୍କ ଭିଡ଼ରେ।
କିଛି କ୍ଷଣ ପରେ ଖୋଜି ମୁଁ ପାଇଲିସେଇ ଅଚିହ୍ନା!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଦାନ ପାଇଁ…
ଢେଙ୍କାନାଳ ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପର୍ଯ୍ୟଟକଙ୍କ ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବାକୁ ଶନିବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ!-->!-->!-->…
ଏଟିଏମ ଲୁଟ ଘଟଣାରେ ୨ ଅଭିଯୁକ୍ତ ଗିରଫ !
ଢେଙ୍କାନାଳ ସଦର ଥାନା ବାରଦା ଠାରେ ଥିବା କାନାରା ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ ଅଭିଯୋଗରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।ଏହି ଘଟଣାରେ ଅନ୍ୟ ୫ଜଣ ଏବେବି ଫେରାର ହୋଇଯାଇଛନ୍ତି । ସଦର ବ୍ଲକ ବାରଦା ସ୍ଥିତ କାନାରା ବ୍ୟାଙ୍କ ଏଟିଏମକୁ ଗତ ୨୫ ତାରିଖ ରାତି ପ୍ରାୟ!-->…