News
lipub
samparksetu

ଘରୁ ଟାଣିଆଣି କଚାଡିଦେଲା ହାତୀ ,ଯୁବକ ମୃତ

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ କୁନୁଆଁ ପ୍ରଧାନୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । କୁନୁଆଁ ପଧାନୀ ଗ୍ରାମରେ ସୁବ୍ରତ ନାଏକ ସପରିବାରେ ଘରେ ଶୋଇଥିବା ବେଳେ ବୁଧବାର ରାତିରେ ହାତୀ ମାଟି କାନ୍ଥ ଭାଙ୍ଗି ଧାନ ଖାଇବାକୁ ଘରେ ପଶି ଯାଇଥିଲା । ହାତୀକୁ ଦେଖି

୨ ମୂଲ୍ୟବାନ ଜୀଵନ ଚାଲିଗଲା ପରେ ପଶିଲା ଚେତା !

ଢେଙ୍କାନାଳ ଜିଲ୍ଳା ୫୫ ନମ୍ବର ଜାତୀୟ ରାଜପଥର ପଞ୍ଚୁପଟି ରେଙ୍ଗାଳୀ କେନାଲ ନିକଟରେ ଭାରସାମ୍ୟ ହରାଇ ଏକ ପର୍ଯ୍ୟଟକ ବସ କେନାଲ ଭିତରକୁ ଖସିପଡିବା ଯୋଗୁ ୨ଜଣ ମହିଳା ଙ୍କର ଶୋଚନୀୟ ମୃତ୍ୟ ଘଟିଥିଲା । ରାସ୍ତାରେ କୌଣସି ଡାଇଭର୍ସନ ମାର୍କର ନଥିବାରୁ ବସଟି କେନାଲ ଭିତରକୁ ଖସି ପଡିଥିଲା ।

ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ଢେଙ୍କାନାଳ ବନଖଣ୍ଡ !

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଖଜୁରିଆକଟା ସେକସନ ଅନ୍ତର୍ଗତ ଦୁଦୁରକୋଟ ନିକଟସ୍ଥ ବାରିହା ରଗଡି ଗ୍ରାମ ନିକଟରେ ଏକ୍ କଲରାପତରିଆ ବାଘର ମୃତ୍ୟୁଘଟିଛି । ବାଘର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ସ୍ପଟ ହୋଇ ନଥିବା ବେଳେ ବାରହା ଶିକାର ପାଇଁ ବିଦ୍ୟୁତ ଫାଶ ନା ବିଷ ପ୍ରକୀୟା ଯୋଗୁ

ଢେଙ୍କାନାଳ ଜିଲ୍ଳା ୬୬୨ କଲେଜ ସଙ୍ଘ ତରଫରୁ କ୍ୟାବିନେଟ ନିଷ୍ପତିର ପ୍ରତିବାଦ

ଢେଙ୍କାନାଳ ଜିଲ୍ଳା ୬୬୨ କଲେଜ ସଙ୍ଘ ତରଫରୁ କ୍ୟାବିନେଟ ନିଷ୍ପତିର ପ୍ରତିବାଦ କରାଯିବା ସହିତ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଗତ ଡିସେମ୍ବର ୩୦ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ନିଷ୍ପତିରେ ଅବିକଳ ୭ମ ବେତନ କମିଶନ ଆଧାରରେ ଦରମା ପ୍ରଦାନ ପାଇଁ ନିଷ୍ପତି ହୋଇଥିବା

ବ୍ରାଉନ ସୁଗାର ସହିତ ୨ ଗିରଫ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରାମେଶ୍ୱରପୁର ଶନିମନ୍ଦିର ନିକଟରେ ଦୁଇ ଜଣ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୨୪ ଗ୍ରାମ ୯୪୦ ମିଲିଗ୍ରାମ ବ୍ରାଉନ ସୁଗର,ମୋଟର ସାଇକେଳ ଓ ମୋବାଇଲ ଫୋନ ଜବତ କରିଥିବାର ଜଣାପଡିଛି । ମଙ୍ଗଳବାର ରାତି ସାଢେ ୧୧ଟା

କନକ ଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ , କୁମୁସି ଟିମ୍ ଚାମ୍ପିଅନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କାମାକ୍ଷାନଗର ବ୍ଲକ କଣ୍ଟାପାଳ ଗ୍ରାମପଞ୍ଚାୟତର କଣ୍ଟାପାଳ ଖେଳ ପଡ଼ିଆରେ କନକ ଦୁର୍ଗା କ୍ରିକେଟ କ୍ଲବ୍ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଯାପିତ ହୋଇଯାଇଛି ।ଉଦଯାପନୀ ମ୍ୟାଚ୍ କଟାବାହାଳ କ୍ରିକେଟ କ୍ଲବ୍ ଓ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ‘ଏକ ସବୁଜ ଗ୍ରହ ପାଇଁ ଦୌଡ ‘ ବିଷୟ ବସ୍ତୁକୁ ନେଇ ରନ୍‌-ଏ-ଥନ୍‌ର ତୃତୀୟ…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଗର୍ବର ସହ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍‌-ଏ-ଥନ୍‌ର ତୃତୀୟ ସଂସ୍କରଣ ବିଷୟରେଘୋଷଣା କରାଯାଇଛି ଯାହାକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ ୨୦୨୩ ଫେବ୍ରୁଆରି ୫ ତାରିଖରେ ଆୟୋଜନ କରାଯିବ । ‘ଏକ ସବୁଜ ଗ୍ରହ ପାଇଁ ଦୌଡ଼’ ବିଷୟବସ୍ତୁକୁ ନେଇ ଏହି

ନିୟୁ ଇଅର ସେ ଫୋନ କଲ

ଡାଇନିଂ ହଲ ପାର୍ଶ୍ୱରେ ଟି ପଏ ଉପରେ ଫୋନଟା ବାରମ୍ବାର ରିଙ୍ଗ ହୋଇ ବନ୍ଦ ହେଲା କିନ୍ତୁ କଲଟିକୁ କେହି ବି ଉଠେଇବାର ଆଭାସ ନଥିଲା । କିନ୍ତୁ ସ୍ୱପ୍ନାର କାନରେ ରିଙ୍ଗ ହବାର ଶବ୍ଦ ବାଜିଥିଲେ ମଧ୍ୟ କଲ ରିସିଭ କରିବାର ସତସହାସ ନଥିଲା ।ଯଦିଓ ଥରେ ଦୁଇଥର ବିଛଣା ଛାଡି ଉଠି ଆସିଛି ହେଲେ ଫୋନ
error: Content is protected !!