News
lipub
samparksetu

ରାଇସମିଲ ପାଲଟିଛି ଧାନମଣ୍ଡି !

ଚାଷୀମାନଙ୍କର ସୁବିଧା ପାଇଁ ସରକାର ଅନଲାଇନ ମାଧ୍ୟମରେ ଟୋକନ ସିଷ୍ଟମ କରି ଧାନ କ୍ରୟ କରୁଛନ୍ତି। ଚଳିତବର୍ଷ ଧାନ କ୍ରୟପାଇଁ ସମବାୟ ସମିତି ଓ ମହିଳା ଗୋଷ୍ଠୀଙ୍କ ଦ୍ବାରା ଧାନମଣ୍ଡି ଚାଲିବା ପାଇଁ ସରକାରୀ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଚଳିତବର୍ଷ କିଛି ଦଲାଲ ମାନେ ସିଧା ସଳଖ ଟ୍ରାକ୍ଟରରେ

ଅଚିହ୍ନା ନାୟିକା-୩

ବହୁ ଦିନପରେ ଦେଖାହେଲା ପୁଣିସେହି ଅଚିହ୍ନା ନାୟିକା,ଏତେଦିନ ପରେ ଅଚାନକ ଦେଖିଛାତିରେ ପଶିଲା ରକା। କଜଳ ପୂରିତ ନୟନ ଯୁଗଳଆକର୍ଷିତ କରୁଥିଲା,ମୁରୁକି ମୁରୁକି ହସିଦେଇ ଆଜିସଅଳ ସେ ଚାଲିଗଲା। ମୁଖକୁ ଦେଖିଲେ ଲାଗୁଥିଲା ସତେରାଜହଂସିନୀଟେ ପରି,ଅପୂର୍ବ ରୂପକୁ ଦେଖିବା ପାଇଁକିଆଖି ମୋର

ମଣ୍ଡିରେ ଧାନ ଦେଇ ଚାଷୀ ହତାଶ ,୨୪ ଘଣ୍ଟା ନୁହେଁ ୧୧ ଦିନ ପରେ ବି ମଳୁନି ଧାନ ଟଙ୍କା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଇନ୍ଦିପୁର ସେବା ସମବାୟ ସମିତି ଜରିଆରେ ଧାନ ମଣ୍ଡିରେ ଧାନ ଦେଇ ଚାଷୀମାନେ ହତାଶ ହୋଇ ପଡିଛନ୍ତି । ସରକାରଙ୍କ ନିୟମ ଅନୁସାରେ ଧାନ ମଣ୍ଡିରେ ଦେବା ପରେ ଚବିଶ ଘଣ୍ଟା ରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପ୍ରଦାନ କରାଯିବ । ଚଳିତ ମାସ ୧୦ତାରିଖ ଦିନ

ବ୍ରାହ୍ମଣୀ ନଦୀରେ ବୁଡି ଜଣେ ମୃତ, ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନାଧରା ଘାଟ ନିକଟରେ ଘଟିଛି ଏହି ଅଘଟଣ।ମୃତକ ହେଲେ ଦିଲ୍ଲୀର ସିଦ୍ଧାନ୍ତ କୁମାର ସିଂହ।ଗୁରୁତର ହେଲେ ଉତ୍ତର ପ୍ରଦେଶ ରବି କୁମାର ଉଭୟ ଟାଟାଷ୍ଟିଲ କଣ୍ଟାବଣିଆ କାରଖାନାର କର୍ମଚାରୀ ବୋଲି ସୁଚନା ମିଳିଛି । ଆଜି କାରଖାନାର କିଛି କର୍ମଚାରୀ

ଶିଶୁ
       

ତୋ ଆଖି ଦୁଇଟିର ପଲକ ଭିତରେ କେତେଯେ ଅକୁହା କଥାଗୁରୁଣ୍ଡି ଗୁରୁଣ୍ଡି ପଡି ଉଠି ଚାଲୁଥାଉ ଯେଝୁଣ୍ଟି ପଡି ଭୂଇଁରେ ପଡିଗଲେମାଆର ପଣତ କାନିଟା ଲମ୍ବିଆସେ ତୋତେ ଝାଡି ଝୁଡି କୋଳେଇ ନେବାକୁତା ସହିତ ଆଗ ତୋର ଚିହ୍ନା ପରିଚୟ ହେଲା ଯେତୋର ସବୁ ଅଳି

ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ !

ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନଥିବାରୁ ଆଜିକୁ ଛଅ ଦିନ ହେବ ପାଠପଢା ଠପ।ଶିକ୍ଷକ ନିଯୁକ୍ତି ଦାବିରେ ପ୍ରଥମେ ପାଞ୍ଚ ଦିନ ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣାରେ ବସିଥିବା ବେଳେ ପରେ ସ୍କୁଲର ପ୍ରବେଶ ଗେଟକୁ ତାଲା ପକାଇ ଦେଇ ରାସ୍ତାକୁ ଓହ୍ଲାଇଛନ୍ତି ଶହେ ଛାତ୍ରଛାତ୍ରୀ।

ଗାଈ ଚରେଇବାକୁ କେନ୍ଦ୍ର କରି ଦଳିତ ଯୁବକକୁ ଆକ୍ରମଣ , ଥାନାରେ ଅଭିଯୋଗ

କାମାକ୍ଷାନଗର ଥାନା ଅନ୍ତର୍ଗତ ଭଣ୍ଡାରିଆ ମୌଜାରେ ଗାଈ ଚରେଇବାକୁ କେନ୍ଦ୍ରକରି ଦଳିତ ଯୁବକଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଥିବାର ଜଣାଯାଇଛି ।ଭଣ୍ଡାରିଆ ମୌଜାରେ ଶିବଚରଣ ବେହେରା ଓ ତାଙ୍କ ପୁଅ ସଂଗ୍ରାମ ନିଜର ଗାଈ ପଲ ନେଇ ପ୍ରତ୍ୟହ ଜମିରେ ଚରାଇବାକୁ ନେଇଥାନ୍ତି । ଜମିରେ ଗାଈ

ଆଳତୁମା ଦଧିବାମନଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଜି ଅପରାହ୍ନ ୩ ଘଟିକା ସମୟରେ କାମାକ୍ଷାନଗର ଏନ୍.ଏ.ସି ୧୩ ନମ୍ବର ଓ୍ଵାର୍ଡ ସ୍ଥିତ ଆଳତୁମା ଦଧିବାମନଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚଳିତବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ କାଉନସିଲର ଶ୍ରୀଯୁକ୍ତ ସଞ୍ଜୟ ପରିଡା ମୁଖ୍ୟ ଅତିଥି ଭାବରେ

ସାତମାଇଲ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ବାର୍ଷିକୋତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ତ ସାତମାଇଲ ସ୍ଥିତ ଶିକ୍ଷା ବିକାଶ ସଂସ୍ଥାନ ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୨୦ ତାରିଖ ଶୁକ୍ରବାର ପ୍ରଥମ ବାର୍ଷିକୋତ୍ସବ ଖୁବ ଧୁମାଧାମରେ ପାଳିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ସୁକାନ୍ତ କୁମାର ମାଝୀ ଙ୍କ

କଟନୀ ଛଟନୀକୁ ନେଇ ଧାନ ବସ୍ତା ରଖି ପ୍ରତିବାଦ

ଢେଙ୍କାନାଳ ଜିଲ୍ଳାରେ ବିଭିନ୍ନ ମଣ୍ଡିରେ ଧାନ ବିକ୍ରୀ ସମୟରେ ଚାଷୀ ମାନଙ୍କର କଟନୀ ଛଟନୀକୁ ନେଇ ନବର୍ନିମାଣ କୃଷକ ସଙ୍ଗଠନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତାରଖି ଅଭିନବ ଉପାୟରେ ପ୍ରତିବାଦ କରାଯାଇଥିବାର ଜଣାପଡିଛି । କଟନୀ ଛଟନୀ ନିୟମରେ ନାହିଁ ବୋଲି ଯୋଗାଣ
error: Content is protected !!