ଜିରାଳ ମହାବିଦ୍ୟାଳୟ ରେ ଶୀତ କାଳୀନ ସ୍ଵତନ୍ତ୍ର ଶିବିର ଆରମ୍ଭ
ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ମହାବିଦ୍ୟାଳୟ +୨ ଏନ୍.ଏସ୍.ଏସ୍. ୟୁନିଟ ର ଶୀତକାଳୀନ ସ୍ଵତନ୍ତ୍ର ଶିବିର ବେଢାପାଳ ଗ୍ରାମ ଠାରେ ଉଦଘାଟିତ ହୋଇଯାଇଛି । ଉକ୍ତ କ୍ୟାମ୍ପ ଦୀର୍ଘ ୭ ଦିନ ଧରି ସେବା କାର୍ଯ୍ୟ କରିବେ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶ ।
ଉକ୍ତ ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷ!-->!-->!-->…
ଫେବୃୟାରୀ ୮ ରୁ କାମାକ୍ଷାନଗର ମହୋତ୍ସବ
ଆଜି ଅପରାହ୍ନ ୩ ଘଟିକା ୩୦ ମିନିଟ ସମୟରେ କାମାକ୍ଷାନଗର ରେ ଆସନ୍ତା ଫେବୃୟାରୀ ୮ ରେ ହେବାକୁ ଥିବା କାମାକ୍ଷାନଗର ମହୋତ୍ସବ ପାଇଁ ବ୍ଲକ୍ ସଭା ଗୃହ ଠାରେ ମାନ୍ୟବର ଖଣି ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ମହୋଦୟଙ୍କ ଅଧ୍ୟକ୍ଷତା ରେ ଏକ!-->…
ଅଚିହ୍ନା ନାୟିକା-୨
ନିତିଦିନ ପରି ଆଜି ବି ମୁଁ ଗଲିସେ ଅଚିହ୍ନା ପଥ ଦେଇ,ପ୍ରତିଦିନ ଭଳି ଅଚିହ୍ନା ପରିକାତୁମକୁ ଭେଟିବା ପାଇଁ।
ତୁମକୁ ଦେଖିବାର ଆଶା ନେଇ ମୁଁଆଗକୁ ଆଗକୁ ଗଲି,ତୁମେ ଆସିଲନି ସଖି ଯେ ଆସିଲାଏକୁଟିଆ ହଲି ହଲି।
ଗାଡି ଛିଡ଼ା କଲି ସଖିକୁ ଡାକିଲିକାହିଁ ଗଲେ ତୁମ ସାଥୀ..?କଣ ଭାବିଲା କେଜାଣି!-->!-->!-->!-->!-->…
୧୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ନେଇ ଫେରାର ଅର୍ଥ ଲଗାଣ କାରି ସଂସ୍ଥା !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମର ଚନ୍ଦ୍ରଶେଖର ପଟନାୟକ ନାମକ ଜନୈକ ବ୍ୟକ୍ତି ରେକୁଳା ଗ୍ରାମ ନିକଟସ୍ଥ ରାସ୍ତା କଡରେ ଏକ ପ୍ରାଇଭେଟ ଘରଭଡା ନେଇ ଟ୍ରେଡର୍ସ ଗୁରୁଜୀ ନାମକ ଅର୍ଥ ଲଗାଣ କାରି ସଂସ୍ଥା ଖୋଲି ଦୀର୍ଘ ୩ ବର୍ଷ ହେଲା ନିଜକୁ ଶାଖା ପରିଚାଳକ ଭାବରେ!-->…
ତୁମକୁ କୋଟି ପ୍ରଣାମ
ଭାଷା - ସାହିତ୍ୟର ସେନାପତି ତୁମେ ତୁମକୁ କୋଟି ପ୍ରଣାମତୁମେ ଏ ଜାତିର ଅଲିଭା!-->…
ନଦୀ ଘାଟରୁ ଯୁବକଙ୍କ ଗଳିତ ଶବ ଠାବ !
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗାଙ୍ଗିଯୋଡି ବ୍ରାହ୍ମଣୀ ନଦୀ ଘାଟ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଠାବ ହୋଇଛି ।
ସୁଚନା ମୁତାବକ ଆଜି ଅପରାହ୍ନ ସମୟରେ ସ୍ଥାନୀୟ ଲୋକ ନଦୀକୁ ଯିବା ବେଳେ, ଗଳିତ ଶବ ଟି ଭାସୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ ।
ଖବର ପାଇ ପୋଲିସ!-->!-->!-->!-->!-->…
କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡ଼ସ ଓ ରକ୍ତଦାନ ସମ୍ପର୍କିତ ସଚେତନତା
ଗଁଦିଆ ସ୍ଥିତ କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୟୁଥ ରେଡକ୍ରସ ତରଫରୁ ଏଚ ଆଇ ଭି ଓ ଏ ଡ଼ ସ ଆଉ ରକ୍ତଦାନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।
ଉକ୍ତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ସଭା ପତିତ୍ୱ କରି ଏ ଡ଼ ସ ପ୍ରତି ସତର୍କ ରହିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ!-->!-->!-->…
ଅଚିହ୍ନା ନାୟିକା-୧
ତୁମେ ଥିଲ ସେହି ଅଚିହ୍ନା ବାଟରଜଣେ ଅଚିହ୍ନା ନାୟିକା,ଯାହାଙ୍କ ସାଥିରେ ନିତିଦିନ ମୋରଅଜାଣତେ ହୁଏ ଦେଖା।
ଅନେକ ଦିନରୁ ତୁମକୁ ଦେଖୁଛିସେହି ଅଚିହ୍ନା ବାଟରେ,ତୁମେ ଆସ ନିତି ସାଇକେଲ ଚଢ଼ିମୁଁ ଯାଏ ମୋ ବାଇକ୍-ରେ ।
ତୁମେ ଚାଲି ଯାଅ ତୁମରି ଘରକୁମୁଁ ଯାଏ ମୋର କାମରେ,ପଛକୁ ବୁଲି ତୁମେ!-->!-->!-->!-->!-->…
ବନ୍ଧୁକ ଓ କାତି ଦେଖାଇ ଜନସେବା କେନ୍ଦ୍ର ଏଜେଣ୍ଟଙ୍କ ଠାରୁ ଲୁଟ !
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଧୋବାବାହାଳୀ -ଶ୍ରୀମୁଳା ପୂର୍ତ୍ତ ବିଭାଗ ରାସ୍ତା ରେ ଜନ ସେବା କେନ୍ଦ୍ର ଏଜେଣ୍ଟ ଙ୍କ ଠାରୁ ୮୦ ହଜାର ଟଙ୍କା ଲୋଟ ହୋଇଛି ।ଏକ କଳା ପଲସର ରେ ଦୁଇ ହେଲମେଟ ପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଓ କାତି ଦେଖାଇ ଏହି ଲୁଟ କରିଛନ୍ତି ।
ସୂଚନା ମୁତାବକ ଜନ!-->!-->!-->…
ଯୁବକଙ୍କ ଆତ୍ମହତ୍ୟ ସନ୍ଦେହ
ପାରିବିରିକ କଳହରୁ ଯୁବକଙ୍କ ରଶି ଲଗାଇ ଆତ୍ମହତ୍ୟା ସନ୍ଦେହ। ମୃତ ଯୁବକ ହେଲେ କାମାକ୍ଷାନଗର ଥାନା କଇଁବିଲି ଗ୍ରାମର ପ୍ରଶାନ୍ତ ସାହୁ । ସେ ତାଙ୍କ ଶ୍ବଶୁର ଘର ପରଜଙ୍ଗ ଥାନା ସରାଙ୍ଗ ଗ୍ରାମକୁ ଯାଇଥିଲେ l ଏବଂ ସେଠାରୁ ଦୁଇ ଦିନ ତଳେ ନିଜ ଘରକୁ ଆସିଥିଲେ।
ଗତକାଲି ସେ ଘରୁ ବାହାରି ସେ!-->!-->!-->…