ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ
ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁର ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । କମ୍ପାନୀ କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଓ ଠିକା କର୍ମଚାରୀମାନେ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ୭୬୦ରୁ ଉର୍ଦ୍ଧ୍ୱ ୟୁନିଟ!-->…
ବାଇକ କୁ ଧକ୍କା ଦେଲା କାର, ଶାଶୁ ମୃତ ଜ୍ୱାଇଁ ଗୁରୁତର
କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ର ମୁକ୍ତାପଶି ମେଡିକାଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ବାଇକ କୁ ଧକ୍କା ଦେଲା କାର l ଶାଶୁ ମୃତ, ଜ୍ୱାଇଁ ଗୁରୁତର l ମୃତ ଶାଶୁ ଜଣକ କଙ୍କିଳି ଗ୍ରାମ ର ରଞ୍ଜ ବିଶ୍ୱାଳ (୫୭) l ସୂଚନା ଅନୁସାରେ ରଞ୍ଜ ଆଜି ଏକ ବାଇକ ଯୋଗେ ନିଜ ଜ୍ୱାଇଁ!-->…
ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ
ଢେଙ୍କାନାଳ ସଦର ବ୍ଲକ ଅର୍ନ୍ତଗତ ଚାଉଳିଆ ଖମାର ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ନଭେମ୍ବର ୧୪ ତାରିଖ ଶିଶୁଦିବସ ଦିନ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ବୈକୁଣ୍ଠ ବିହାରୀ ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ବେଚ୍ଛାସେବୀ ସଙ୍ଗଠନ!-->…
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ୍ର ଦ୍ୱିତୀୟ ସଂସ୍କରଣ
ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ ର ଦ୍ୱିତୀୟ ସଂସ୍କରଣ ଘୋଷଣା କରାଯାଇଛି । ୨୦୨୫ ଜାନୁଆରି ୧୧ରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୌଡ଼ କପିଳାସ ବନ୍ୟଜନ୍ତୁ ଅଭୟାରଣ୍ୟର ବାହ୍ୟ ଅଂଚଳରେ ଆୟୋଜିତ!-->…
ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଏବଂ ଜିଲ୍ଲା ଜୁଏଲରୀ ଆସୋସିଏସନ୍ ପକ୍ଷରୁ ଜି.ଏସ୍.ଟି. ଏନଫୋର୍ସମେଂଟ୍ ଟିମ୍…
ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଏବଂ ଜିଲ୍ଲା ଜୁଏଲରୀ ସଂଘ ପକ୍ଷରୁ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ, ଢେଙ୍କାନାଳ "ବାଣିଜ୍ୟ ଭବନ" ପରିସରରେ ଏକ ଜରୁରୀ ବୈଠକ ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଭାପତି ରାଜେଶ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା!-->…
ସମାଜସେବୀ ଦେବୀଦତ୍ତ ମୃତ୍ୟୁ ଘଟଣା ରେ ନୂଆ ଟ୍ଵିଷ୍ଟ ,ଭାଇରାଲ ମୃତ୍ୟୁ ପୂର୍ବର ଭିଡ଼ିଓ
କାମାକ୍ଷାନଗର ର ଯୁବ ସମାଜସେବୀ ଦେବୀଦତ୍ତ ଙ୍କ ମୃତ୍ୟୁ କୁ ପ୍ରାୟ କୋଡିଏ ଦିନ ବିତି ଗଲାଣି l ଭୁବନେଶ୍ୱର ଭରତପୁର ଥାନା ଅଧୀନରେ ଥିବା ଏକ ହୋଟେଲ ରୁ ଦେବୀଦତ୍ତ ଙ୍କ ସନ୍ଦେହ ଜନକ ଭାବେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦେବୀ ଙ୍କ ଭଳି ପିଲା ଆତ୍ମହତ୍ୟା କରିବା କୁ ନେଇ ସାରା ସହର!-->…
ହାତୀ ଆକ୍ରମଣ ଜଣେ ଗୁରୁତର
ଦୈନନ୍ଦିନ ଭଳି ଆଜି ମଧ୍ୟ ହାତୀ ଉପଦ୍ରଵରେ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ହାତୀ ଆକ୍ରମଣରେ ପୁଣିଜଣେ ଗୁରୁତର ଆହତ ହୋଇଛନ୍ତିl
ଖବରରୁ ପ୍ରକାଶ ଯେ , ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ପଂଚାୟତ ନୂଆବଗ ଗ୍ରାମର ସ୍ବର୍ଗତ ଗନ୍ଧର୍ବ ସାହୁଙ୍କ ପୁଅ ମୁରଲୀ!-->!-->!-->…
ରାସ୍ତା କଡ଼ରୁ ବେଆଇନ ଗଛ କାଟିବା ଅଭିଯୋଗ
ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଣ୍ଟାବଣିଆ ଛକରୁ ମଙ୍ଗଳପୁରକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନରାସ୍ତାର କଣ୍ଟାବଣିଆ ଗାଁ ଠାରୁ ରେଙ୍ଗାଳୀ ଦକ୍ଷିଣପାର୍ଶ୍ବ ମୂଖ୍ୟକେନାଲ ପର୍ଯ୍ୟନ୍ତ ବାମପାର୍ଶ୍ବରେ ପୂର୍ବରୁ ଥିବା ବିଭିନ୍ନ ପ୍ରକାରର ସମସ୍ତ ବଡ଼ଗଛ!-->…
ଶାସୁଘର ବିରୋଧରେ ବଧୁ ହତ୍ୟା ଅଭିଯୋଗ
ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଗ୍ରାମରେ ଦୁଇବର୍ଷ ତଳେ ବିବାହ କରିଥିବା ସେହି ଗ୍ରାମର ପିନୁ ବେହେରାଙ୍କୁ ଶାଶୁଘର ଲୋକ ତକିଆରେ ଚାପି ମାରି ଦେଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ ଶାଶୁଘରେ କୌଣସି କାରଣକୁ ନେଇ!-->…
ରାତି ୧୨ ମଧ୍ୟରେ ଶେଷ ହେବ ଲକ୍ଷ୍ମୀପୂଜା ଭସାଣ ,ସାମିଲ ହେବେ ୨୫ ମେଢ
ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ଭସାଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଣପର୍ବ ଗଜଲକ୍ଷ୍ମୀ ପୂଜା ଶାନ୍ତି ଶୃଙ୍ଖଳା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ!-->…