ବାଳିକାମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦଯାପିତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ପାରିକୂଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଓଡିଶା ସରକାରଙ୍କ ରାଜ୍ୟ ଯୁବନୀତି-୨୦୧୩ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବାଳିକା ମାନଙ୍କ ପାଇଁ ଅତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ପାରିକୂଳ ଉଚ୍ଚ!-->!-->!-->…
ସଡ଼କ ଦୁର୍ଘଟଣା ରେ ବାଇକ ଆରୋହୀ ଗୁରୁତର
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାଦୁଆ ପଂଚାୟତ ର ମର୍କଟା ଗ୍ରାମ ର ସଂଜୀବ ପ୍ରଧାନ ନାମକ ଜଣେ ଯୁବକ (୧୮) ଘରୁ ଆସୁଥିବା ବେଳେ ରେକୁଳା ନିକଟରେ ଏକ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇଥିଲା ।
ଫଳରେ ତାଙ୍କ ବେକ ଓ ଆଖିରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକ!-->!-->!-->…
ଜିଲ୍ଲାରେ ବଢୁଛି ଏଡସ ସଂକ୍ରମଣ ,୧୬ଜଣ ଶିଶୁଙ୍କୁ ଏଡସ
ଢେଙ୍କାନାଳ ଜିଲ୍ଳାରେ ଭୟାବହ ଏଡସ ରୋଗ ବୃଦ୍ଧି ପାଇବାର ଲାଗିଛି । ବର୍ତ୍ତମାନ ଜିଲ୍ଳାରେ ୪୯୪ ଜଣ ଏଡସ ରୋଗୀ ରହିଥିବାର ଜଣାପଡିଛି ।ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତାର କାରଣ ପାଲଟିଛି । ଢେଙ୍କାନାଳ ଜିଲ୍ଲାରେ ୨୦୧୧ ଜନ ଗଣନା ଅନୁସାରେ ୧୧ ଲକ୍ଷ ୯୨ହଜାର ୯୪୮ ଲୋକ ବସବାସ କରୁଥିବା!-->…
ବିପଦ ସଙ୍କୁଳ ଅବସ୍ଥାରେ ସାରଙ୍ଗଧର ସେତୁ ,କଂକ୍ରିଟ ଉଠି ଦିଶିଲାଣି ଲୁହା !
ଢେଙ୍କାନାଳ ସଦରକୁ ସଂଯୋଗ କରୁଥିବା ବାହ୍ମଣୀ ନଦୀ ସାରଙ୍ଗଧର ସେତୁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ସ୍ପାନ ସଂଯୋଗ ସ୍ଥାନରୁ କଂକ୍ରିଟ ଉଠି ଲୁହା ଦେଖାଯିବା ସହିତ ରାସ୍ତାର ଉଭୟ ପାର୍ଶ୍ଵରେ ବାଲି ମାଟି ରହିଥିଲେ ମଧ୍ୟ ରକ୍ଷଣା ବେକ୍ଷଣ କରାଯାଉନ୍ଥିବାର ଜଣାପଡିଛି ।ବ୍ରିଜର ମଧ୍ୟରେ ଥିବା!-->…
ସଂକଳ୍ପରେ ଯିବା ଦିଘାର ସନ୍ଧାନେ
ବହୁଦିନୁ ହେଲା ମନ ବଳାଇଛୁ ଦେଖିବା ସମୁଦ୍ର ଭେଳା"ସଂକଳ୍ପରେ" ଆଜି ବୁଲିଯାଉଅଛୁ ନୂତନ ବର୍ଷରେ ଲିଳା।(୧)ଗଣେଶ୍ୱର ପାଖେ ଏତିକି ଗୁହାରି !-->…
ହାତୀ ଉପଦ୍ରବ ,ପନି ପରିବା ଫସଲ ନଷ୍ଟ
ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନସ୍ତ ଗୋପାଳପୁର,ମହୁଲଖୋଳି ଗାଁରେ ଦନ୍ତା ହାତୀ ବ୍ୟାପକ କ୍ଷୟକ୍ଷତି କରିଛି । ଗତକାଲି ସନ୍ଧ୍ୟା ୬ଟା ସମୟରେ ଗୋପାଳପୁର ଗ୍ରାମ ଭିତରେ ପଶି ସୁରେନ୍ଦ୍ର ନାୟକ, ରବି ନାୟକଙ୍କ ଖଳାରୁ ହାତୀ ଖାଉଥିବା ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି l
ପ୍ରାୟ!-->!-->!-->…
ଯୋରନ୍ଦା ମେଳା ପ୍ରସ୍ତୁତି ବୈଠକ ବର୍ଜନ କଲେ କୌପୁନୀ ଧାରୀ ମହିମା ସାଧୁସନ୍ଥ
ଢେଙ୍କାନାଳ ଜିଲ୍ଳା ଗଁଦିଆ ବ୍ଳକ ଯୋରନ୍ଦା ମହିମାଗାଦୀରେ ଫେବୃଆରୀ ୪ ତାରିଖ ଦିନ ମାଘ ମେଳା ବା ବିଶ୍ୱପ୍ରସିଦ୍ଧ ମହିଳା ମେଳା ପାଇଁ ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ବିନା କଟକଣାରେ ଦିର୍ଘ ୨ ବର୍ଷ!-->…
ହତ୍ୟାକାଣ୍ଡ ମାମଲା ରୁ ନିର୍ଦ୍ଦୋଷରେ ଖଲାସ ହେଲା ଆସାମୀ
କାମାକ୍ଷାନଗର ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ଏକ ହତ୍ୟା କାଣ୍ଡ ମାମଲା ର ବିଚାର କରି ଆସାମୀ ଟୁକୁନା ଓରଫ୍ ବିଷ୍ଣୁ ସାହୁ କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ଘଟଣା ରୁ ପ୍ରକାଶ ଯେ,ଗତ ତା ୦୫/୧୧/୨୦୧୯ ରିଖ ଦିନ ମକୁଆ କାଟେଣୀ ଗ୍ରାମ ର ବ୍ରହ୍ମାନନ୍ଦ ସାହୁ କଙ୍କଡାହାଡ ଥାନା ରେ!-->!-->!-->…
ପୂର୍ବତନ ବିଧାୟକ ଙ୍କ ବନ୍ଧୁ ମିଳନ
ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗଦେଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ ଏବଂ କୃଷକ ନେତା ଅକ୍ଷୟ କୁମାର ପୂର୍ବତନ ବିଧାୟକ ନବୀନ ନନ୍ଦ ।ଶ୍ରୀ ନନ୍ଦଙ୍କ ବାସଭବନ ନିକଟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହିବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ!-->…
ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ
ଗଁଦିଆ ବ୍ଲକ ଅନ୍ତର୍ଗତ କାବେରା ଗ୍ରାମ ପଞ୍ଚାୟତ ପରିସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ଅଧିନସ୍ତ ଏକ ନୃତନ ଗ୍ରାହକ ସେବା କେନ୍ଦ୍ରର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l
ଗ୍ରାହକ ସେବା କେନ୍ଦ୍ର ସ୍ୱତ୍ତାଧିକାରୀ ନମିତା ସାମଲଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଉତ୍ତ!-->!-->!-->…