ଗରୁଡବନ୍ଦୀରେ ଝାଡ଼ାବାନ୍ତି : ୩ଗୁରୁତର , ଜଣେ ମୃତ
ଅର୍ଦ୍ଧଶିକ୍ଷିତ ମୁଣ୍ଡା ବସ୍ତିରେ ବ୍ୟାପିଛି ଝାଡ଼ାବାନ୍ତି। ଆକ୍ରାନ୍ତ ହୋଇ ଜଣେ ମୃତ ବରଣ କରିଥିବା ବେଳେ ୩ ଜଣ ଗୁରୁତର ହୋଇ ବିଭିନ୍ନ ଚିକିତ୍ସାଲୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ଖବର ନେବା ରୁ ଜଣା ଯାଏ ଯେ , ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଞ୍ଚାୟତ!-->!-->!-->…
ମହିଳା ଙ୍କୁ ମରଣାତ୍ମକ ଆକ୍ରମଣ କରି ନାଳରେ ଫିଙ୍ଗିଲେ
ବାଲିମି ଥାନା ଅନ୍ତର୍ଗତ ଠୋକର ଗ୍ରାମରେ ଜଣେ ମହିଳା ଙ୍କୁ ସେହି ଗ୍ରାମର ଜଣେ ଯୁବକ ମରଣାତ୍ମକ ଆକ୍ରମଣ କରି ନିକଟସ୍ଥ ଏକ ନାଳକୁ ଫିଙ୍ଗିଦେଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ , ଠୋକର ଗ୍ରାମର ନିରୋଦ ମାଝୀ ଙ୍କ ସ୍ତ୍ରୀ ସୂବେଇ ମାଝୀ ଗ୍ରାମ ନିକଟ ଏକ ନାଳକୁ ଶୁକ୍ରବାର ଯାଇଥିଲେ କୌଣସି!-->!-->!-->…
ଦୀର୍ଘ ୫ ଘଣ୍ଟା ପରେ ସାପୁଆ କେନାଲ ରୁ ଉଦ୍ଧାର ହେଲେ ମାଆ ଓ ଛୁଆ ହାତୀ
ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ଲହଡ଼ା ଠାରେ ସାପୁଆର ମୁଖ୍ୟ କେନାଲରେ ଗତ ରାତିରୁ ଫଶିଥିଲେ ମା ଓ ଛୁଆ ହାତୀ। ଦୀର୍ଘ ୫ ଘଣ୍ଟା ପରେ ଜେସିବି ମେସିନ ଓ ବନ ବିଭାଗ କର୍ମଚାରୀଙ୍କ ଉଭୟ ସହାୟତା ରେ ମାଟି ପକାଇ ଉଧାର କରିଥିଲେ ମାଆ ଓ ଛୁଆ ହାତୀ କୁ।
ଗତ ରାତି ସମୟରେ ସାପୁଆ କେନାଲ!-->!-->!-->…
୫କର୍ମୀ ନିଯୁକ୍ତିରେ ଅହେତୁକ ଅନୁକମ୍ପା ଅଭିଯୋଗ
ଭୁବନ ବ୍ଲକରେ ଖାଲି ପଡ଼ିଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତି ନିମନ୍ତେ ଚୁଡାନ୍ତ ସିଲେକ୍ସନ ହୋଇ ୫ ଜଣ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ ପ୍ରାର୍ଥୀ ଶୁକ୍ରବାର ଅପରାହ୍ନରେ କାର୍ଯ୍ୟ ରେ ଯୋଗ ଦେଇଛନ୍ତି । ଖବର ରୁ ପ୍ରକାଶ ଯେ ବିଜ୍ଞପ୍ତି ନମ୍ବର ୫୫୯!-->…
ଧାନ ତଳି ରୋପଣ କରି ଅଭିନବ ପ୍ରତିବାଦ
ଦୁଃଖ ଦେଉଛି ନିତି ଦିନିଆ ରାସ୍ତା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ଅନ୍ତର୍ଗତ ବାହାଡା ଗାଁରେ ରାସ୍ତା ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ଧାନ ତଳି ରୋପଣ କରି ଅଭିନବ ପ୍ରତିବାଦ କରିଛନ୍ତି। ଦୀର୍ଘ ଦିନ ହେବ ଗାଁର ମୁଖ୍ୟ ରାସ୍ତାଟି ମରଣଯନ୍ତା ପାଲଟିଛି। ଏପରିକି!-->…
କମ୍ପାନୀ ର ମନମାନି ,ରାସ୍ତା ଖୋଳିବା ପରେ କରୁନାହିଁ ମରାମତି
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ସୁବିଧାପାଇଁ ରାଜ୍ୟସରକାର ୪ବର୍ଷ ତଳୁ ପ୍ରାୟ ୮୦୦କୋଟି ଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପ ଆରମ୍ଭ ପାଇଁ ଟେଣ୍ଡର ଆହ୍ୱାନ କରିଥିଲେ ।ଏହି ପ୍ରକଳ୍ପ ଦ୍ୱାରା ନିର୍ବାଚନ ମଣ୍ଡଳୀର ପ୍ରାୟ ୫ଲକ୍ଷ ଉର୍ଦ୍ଧ୍ବ ଜନତା ଉପକୃତ ହେବେ ।!-->…
ପୂର୍ତ୍ତବିଭାଗ ଗାଡ଼ି ଧକ୍କାରେ ୧ମୃତ
ରାସ୍ତା ରେ ଜଗି ରହିଛି ଯମ। ପ୍ରବଳ ବର୍ଷା ରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଇଥିଲେ ପଥିକ। ଦୃତ ଗତିରେ ମାଡ଼ି ଆସିଲା ବୋଲେରୋ । ଚଢି ଗଲା ବାଇକ ଓ ମଣିଷ ଙ୍କ ଉପରେ , ଘଟଣା ସ୍ଥଳ ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଆହତ ହୋଇଛନ୍ତି ।ଘଟଣା ଟି ଘଟିଛି ପରଜଙ୍ଗ ଥାନା ପିତିରି ଛକ ରେ ।!-->…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅରୁଚିକର ଖାଦ୍ୟ ବଣ୍ଟନ
ରାଜ୍ୟ ସରକାର ସମସ୍ତ ସରକାରୀ ଚିକିତ୍ସାଳୟ ଗୁଡିକରେ ରୋଗୀ ମାନଙ୍କୁ ସୁଷମ ଖାଦ୍ୟ ଦିନକୁ ତିନି ଥର ଯୋଗାଇବା ପାଇଁ ଚେଷ୍ଟା କରୁଛନ୍ତି l ବିଭିନ୍ନ ହସ୍ପିଟାଲରେ ମିଶନ ଶକ୍ତି ମାନଙ୍କ ସହାୟତାରେ ବଣ୍ଟନ କରାଯାଉଛି l ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଶନ ଶକ୍ତି ଦ୍ୱାରା ବଣ୍ଟନ!-->…
ଚାରି ଦିନ ହେଲା ଘରୁ ଫେରାର ଥିବା ପ୍ରେମିଯୁଗଳ ପିଇଲେ ବିଷ
ପୁରୁଣା କଟକ-ସମ୍ବଲପୁର ରାସ୍ତାର ସାତମାଇଲ ଛକ ନିକଟସ୍ଥା ରାସ୍ତା ପାର୍ଶ୍ୱ ରେ ୨୧ ତାରିଖ ବୁଧବାର ସକାଳୁ ୨ ଜଣ ଯୁବକ ଓ ଯୁବତିଙ୍କୁ ମୁର୍ମୁଶ ଅବସ୍ତାରେ ଉଦ୍ଧାର କରାଯାଇ ନିକଟ ରାସୋଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ତାନାନ୍ତର କରାଯାଇଥିବା ଏବଂ ଅବସ୍ଥା ଗୁରୁତର ଥିବାରୁ ଉଭୟ ଙ୍କୁ ଅନୁଗୁଳ!-->…
ହିନ୍ଦୋଳବାସୀଙ୍କ ପାଇଁ ଦିବାସ୍ବପ୍ନ ବଡ଼ଯୋର ପ୍ରକଳ୍ପ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଚାଷୀମାନଙ୍କୁ ଚାଷକାର୍ଯ୍ୟ ନିମନ୍ତେ ଆଶା ଆଣିଦେଇଥିଲା ସାପୁଆ-ବଡଯୋର ଜଳସେଚନ ପ୍ରକଳ୍ପ ମାତ୍ର ଆଶା ଆଶାରେ ହିଁ ରହିଗଲା ।୧୯୯୫-୨୦୦୦ମସିହା ସମୟରେ ହିନ୍ଦୋଳ ବାସୀଙ୍କ ଚାଷକାର୍ଯ୍ୟ ପାଇଁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ରସୋଳ ଦଣ୍ଡିରୀ!-->…