News
lipub
samparksetu

ଭଉଣୀ ଘରୁ ରାକ୍ଷୀ ପିନ୍ଧି ଫେରିବା ବାଟରେ ଦୁର୍ଘଟଣା, ଘଟଣା ସ୍ଥଳରେ ଯୁବକ ମୃତ

ରାକ୍ଷୀପୂର୍ଣ୍ଣିମାରେ ଅଘଟଣ , ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା କାରନ୍ଦା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ମୃତବ୍ୟକ୍ତି ଜଣକ ହେଲେ କାରନ୍ଦା ଗ୍ରାମର ଶିବରାମ ସାହୁ(୫୮) । ଘର ନିକଟସ୍ଥ ବଡ଼ପଶି ଅଞ୍ଚଳରେ ଥିବା ତାଙ୍କ ଚାଷ ଜମିକୁ ସକାଳେ ଯାଇଥିବା ବେଳେ କିଛି

ହାତୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଯୁବକ

ମହାବିରୋଡ ରେଞ୍ଜ ଡିହଡୋଳ ସେକ୍ସନ ସାଆନ୍ଦା ବିଟ୍ ତୁଲସୀପଶି ଗ୍ରାମରେ ହାତୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ । ତାଙ୍କୁ ‌ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତି ଜଣଙ୍କ ତୁଳସୀପଶି ଗ୍ରାମର ଦୁଷ୍ମନ୍ତ କୁମାର ସାହୁ (୪୫) । ସେବଆଜି ସକାଳୁ

ବ୍ୟବସାୟୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବାଉଁଶ ପୋଖରୀ ଗ୍ରାମପଂଚାୟତର ସନ୍ତୋଷ (୩୬) ନାମକ ଜଣେ ବ୍ୟବସାୟୀ ନିଜ ଦୋକାନ ମଧ୍ୟରେ ଶୋଇ ଥିବା ବେଳେ ଗତ ବୁଧବାର ବିଳମ୍ବିତ ରାତ୍ରୀରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ , ଜଣେ ଗ୍ରାହକ ତାଙ୍କ ଦୋକାନକୁ କ୍ଷୀର ପ୍ୟାକେଟ

ହିନ୍ଦୋଳ ଏନ୍ ଏ ସି ଅର୍ଦ୍ଧନିର୍ମିତ ରାସ୍ତାକୁ ସଂପୂର୍ଣ୍ଣ କରିବାକୁ ସାହି ବାସୀଙ୍କ ଦାବି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ ଏ ସି ୨ ନଂ ୱାର୍ଡ ଅନ୍ତର୍ଗତ ବ୍ରାହ୍ମଣ ସାହି କଂକ୍ରିଟି ରାସ୍ତାକୁ ସଂଯୋଗ କରୁଥିବା ଅର୍ଦ୍ଧାଧିକ ଖାଲୁଆ ମାଟି ରାସ୍ତା ଲଗାଣ ବର୍ଷା ଜଳରେ ଉବୁଟୁବୁ ହେଉ ଥିଲେ ହେଁ ଏଠି ପ୍ରତି ବର୍ଷ ବର୍ଷ ଧରି ଏନ୍ ଏ ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ି ପାରୁ ନାହିଁ।

ରୁଙ୍ଗଟା କାରଖାନା ରେ ଜମିହରାମହିଳା ମାନଙ୍କୁ ନିଯୁକ୍ତି ନଦେବା ପ୍ରତିବାଦରେ ଦାବିପତ୍ର

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ରୁଙ୍ଗଟା ଇସ୍ପାତ କାରଖାନାରେ ଜମିହରା ପରିବାର ର ଶିକ୍ଷିତ ବେକାର ଯୁବତୀ, ଜମିହରା ପରିବାର ବିଧବା ମୁରବି, ପରିତ୍ୟକ୍ତ ମହିଳା ମାନଙ୍କୁ ରୋଜଗାର କରି ଗୁଜୁରାଣ ମେଣ୍ଟାଇବା ପାଇଁ ସୁଯୋଗ ନଦେବା କୁ ଦୃଢ଼ ନିନ୍ଦା କରିବା ସହିତ ରୁଙ୍ଗଟା ଇସ୍ପାତ କାରଖାନାର ର

ଛୁଆ ହାତୀର ମୃତ୍ୟୁ,ମୃତ୍ୟୁର କାରଣ ଅସ୍ପଷ୍ଟ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ରେ ସୁରକ୍ଷିତ ନୁହନ୍ତି ଗଜରାଜ, କେତେବେଳେ ଜନ୍ତୁ ଶିକାର ପାଇଁ ବିଛଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ହାତୀ ମୃତ୍ୟୁ ହେଉଥିବା ବେଳେ ଦନ୍ତା ହାତୀର ଦାନ୍ତ ଲୋଭରେ ଶିକାରୀ ଙ୍କ ଗୁଳିରେ ହାତୀର ଜୀବନ ଚାଲିଯାଉଛି ଆଉ ବର୍ଷ ତମାମ ହାତୀ ଆକ୍ରମଣ

ରାତିରେ ମନ୍ଦିରରୁ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଢେଙ୍କାନାଳ ଟାଉନ ଆନନ୍ଦ ବଜାରର ହିରା ସାଗର ପୋଖରୀ ନିକଟରେ ଥିବା ମଙ୍ଗଳା ଓ ସାଇ ମନ୍ଦିରରୁ ଶନିବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମଙ୍ଗଳା ମନ୍ଦିର ହୁଣ୍ଡିର ତାଲା ଭାଙ୍ଗି ଦାନ ଟଙ୍କା ନେଇଯିବା ସହ ସାଇ ମନ୍ଦିରର ତାଲା ଭାଙ୍ଗି ସୁନା, ରୂପା ଅଳଙ୍କାର ଏବଂ ହୁଣ୍ଡି ତାଲା ଭାଙ୍ଗି

ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରମେଶଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ସେପ୍ଟେମ୍ବର ୭ ତାରିଖ ଶନିବାର ଦିନ ହେବାକୁ ଥିବା ଗଣେଶ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କର ଯେପରି

ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ ଘଟଣାର ପର୍ଦ୍ଦାଫାଶ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଖମାର ସାହିର ଲକ୍ଷ୍ମୀପୂଜା କମିଟି ସମ୍ପାଦକ ତଥା ରିୟଲ ଇଷ୍ଟେଟ ମାଲିକଙ୍କ ଘର ଉପରକୁ ଲକ୍ଷ କରି ୨ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ବୋମାମାଡ କରିଥିବା ଘଟଣାର ତିନି ଦିନ ପରେ ପୋଲିସ ପର୍ଦ୍ଦାଫାଶ କରିବା ସହିତ ଦୁର୍ବୃତ୍ତଙ୍କୁ ଗିରଫ କରିଛି । ଖମାର

ହାତୀ ଆକ୍ରମଣରେ ଚାଷୀ ଙ୍କ ଜୀବନ ଗଲା

ହିନ୍ଦୋଳ ଉପଖଣ୍ଡ ରେ ଗୋଟିଏ ବର୍ଷ ରେ କେବଳ ଶୌଚ ହେବାକୁ ଯାଇ ହାତୀ ହାବୁଡ଼ରେ ପଡି ୧୦ ଜଣରୁ ଉର୍ଦ୍ଧ ମୃତ୍ୟୁ ବରଣ କରିସାରିଛନ୍ତି । ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ଥାନା ଵାଵନ୍ଧ ଗ୍ରାମର ଚାଷୀ ବାବାଜୀ ବିଶ୍ଵାଳ ( ୫୮ ) ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଜଣାପଡିଛି।ଖବର
error: Content is protected !!