News
lipub
samparksetu

ବାଘ ଆକ୍ରମଣରେ ମହିଳା ଗୁରୁତର ଆହତ

ମହାବିରୋଡ ରେଞ୍ଜରେ କଲରାପତରିଆ ବାଘ ଆତଙ୍କ।ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ସୁଚନା। । ଆହାତ ମହିଳା ଜଣକ ହେଲେ ମହାବିରୋଡ଼ ଥାନା ବ୍ରାହ୍ମଣଧରା ଗ୍ରାମର ପୁଇନ ନାୟକ ବୟସ (୪୫) । ସୁଚନା ମୁତାବକ ,ଆଜି ଅପରାହ୍ନ ୧୨ ଘଟିକା ସମୟରେ ମହିଳା ଜଣକ ଏବଂ ତାଙ୍କ ସହ ଗ୍ରାମର ଦୁଇଜଣ ମିଶି

ହିନ୍ଦୋଳ ରେ ଫେଲ ମାରିଛି ଆବାସ ଯୋଜନା

ଢେଙ୍କାନାଳ ଜିଲ୍ଲାରେ ଆଣ୍ଠେଇଛି ଆବାସ ଯୋଜନା ।ଏହାର ଜ୍ୱଳନ୍ତ ଉଦାହରଣ ଦେଖାଯାଇଛି ହିନ୍ଦୋଳ ବ୍ଲକର ଗିରିଧରପ୍ରସାଦର ଭିଙ୍ଗିରା ଗ୍ରାମରେ । ସୂଚନା ଅନୁଯାୟୀ , ଭିଙ୍ଗିରା ଗ୍ରାମ ଜୁଆଙ୍ଗ ସାହିର ମଙ୍ଗୁଳୁ ପ୍ରଧାନ ଓ ସ୍ତ୍ରୀ କୁମ ପ୍ରଧାନ ଦିନମଜୁରିଆ ଭାବରେ କାମ କରି ଗୁଜୁରାଣ ମେଣ୍ଟାଉଥିବା

ଶାବଳରେ ମାଡ଼ରେ ଶ୍ରମିକ ଙ୍କ ଗୋଡ଼ ଭାଙ୍ଗିଲା

ଭୁବନ ଥାନା ଚନ୍ଦାରରେ ଶୁକ୍ରବାର ଅପରାହ୍ନ ୫ଟା ବେଳକୁ ଘଟିଛି ଏକ ଅମାନୁଷିକ ଘଟଣା। ଶାବଳରେ ମାଡମାରି ଜଣେ ଶ୍ରମିକଙ୍କ ଗୋଡଭାଙ୍ଗି ଦେଇଛନ୍ତି। ଘର ମାଲିକଙ୍କ ୧୧ଭରି ସୁନା ଓ ୧.୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଏତଲା ହୋଇଛି । ଏତଲା ଅନୁଯାୟୀ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ପୋଲିସ

ପ୍ରତ୍ୟକ୍ଷ ଦେବୀ ମା’ ବନଦୁର୍ଗା

ହିନ୍ଦୋଳ ଏକ ପୁରାତନ ଗଡ଼ଜାତ ଅଞ୍ଚଳ ହୋଇଥିବା ବେଳେ ଆବାହମାନ କାଳରୁ ଆମ୍ବୀଠି ଠାରେ ଅଧିଷ୍ଠାତ୍ରୀ ଦେବୀ ମା' ବନଦୁର୍ଗାଙ୍କ ଖ୍ୟାତି ହିନ୍ଦୋଳ ଉପଖଣ୍ଡ ରେ ସବୁଆଡେ ଜଣାଶୁଣା,ଘନ ବଣ ଜଙ୍ଗଲ ଘେରା ସୁନ୍ଦର ପରିବେଶ ମଧ୍ୟରେ ଶୋଭା ପାଉଛି ମା' ଙ୍କ ପୀଠ।କୁହାଯାଏ କୁଆଡେ ଅଞ୍ଚଳ ବାସୀ ବିପଦ

୨୨ ତାରିଖରୁ କାଉଡ଼ି ଯାତ୍ରା ଆରମ୍ଭ ,ପ୍ଲାଷ୍ଟିକ ପାତ୍ରରେ ପାଣିକୁ ବାରଣ

ପ୍ରସିଦ୍ଧ ଶୈବପୀଠ କପିଳାସରେ ଚଳିତ ଶ୍ରାବଣମାସ ଜୁଲାଇ ୨୨ ତାରିଖରୁ କାଉଡ଼ି ଯାତ୍ରା ଆରମ୍ଭ ହେବାକୁ ଯାଉଛି । ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର କପିଳାସ ପୀଠ ସହିତ ଜିଲ୍ଲାର ପ୍ରମୁଖ ଶୈବପୀଠରେ ଜଳାଭିଷେକ ଅନୁଷ୍ଠିତ ହେବ । ଶ୍ରାବଣ ମାସର କାଉଡ଼ି ଯାତ୍ରା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର

ଗତକାଲି ରାତିରେ ଖାଇପିଇ ଶୋଇବା ପରେ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ -୫ଧୁନ୍ଦିନାଳି ଗ୍ରାମର ପୁଷ୍ପଲତା ବେହେରା (୪୫) ଓ ତାଙ୍କ ସ୍ୱାମୀ ଶିଶିର ବେହେରା (୫୨) ଶୋଇଥିବା ବେଳେ କୌଣସି ବିଷାକ୍ତ ସାପ କାମୁଡି ଦେଇଥିଲା । ତାଙ୍କୁ ତୁରନ୍ତ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଅଣାଯାଇଥିଲା ମାତ୍ର

ଜିଲ୍ଲାପ୍ରଶାସନର ପ୍ରତିଶୃତି ପରେ ଜୁଲାଇ ୧୨ ତାରିଖରେ ସ୍ଥଗିତ ହେଲା ଢେଙ୍କାନାଳ ବନ୍ଦ ଡାକରା

ଢେଙ୍କାନାଳ ସହରରେ ଥିବା ପୁରାତନ ବଡ଼ ବଡ ପୋଖରୀରୁ ଆମ ପୋଖରୀ ଯୋଜନାରେ ପ୍ରାୟ ୯ କୋଟି ଟଙ୍କା ଖର୍ଚ୍ଚ ହୋଇ ପଙ୍କ ଉଦ୍ଧାର କାର୍ଯ୍ୟ ଠିକ୍ ରେ ନହୋଇ ପଙ୍କ ଗୁଡିକ ବାହାରକୁ ନିଷ୍କାସନ ନକରି ପୋଖରୀ ହୁଡ଼ାର ଭିତର ପାର୍ଶ୍ଵରେ ପକାଇ ପୋଖରୀ ଗୁଡିକର ଆୟତନ କମ୍ କରୁଥିଲେ । ପୋଖରୀ ସୁରକ୍ଷା ସମିତି

ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲେ କର୍ମଚାରୀ

ରେଲୱେ ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲେ କର୍ମଚାରୀ ।ମୃତକ ଜଣଙ୍କ ହେଲେ କଲିକତା ମୃସିଦାବାଦର ମିଲନ କୁମାର।ଢେଙ୍କାନାଳ ଷ୍ଟେସନ ନିକଟସ୍ଥ ରାମେଶ୍ୱରପୁର ନିକଟରେ କାମ କରୁଥିବା ବେଳେ ଘଟିଛି ଅଘଟଣ।ଡବଲ ରେଳ ଲାଇନ ଟ୍ରାକ ପାଇଁ ମାପଚୁପ କାମ କରୁଥିଲେ ମିଲନ।ହାତରେ ଥିବା ଆଲୁମିନିୟମ

ଚାଷ ଜମିରେ ଚାରା ଲଗାଇବା ଘଟଣା ,ବନବିଭାଗ ହଟାଇଲା ଚାରା

ଭୁବନ ବନବିଭାଗ ମେରୀରାୟ ନୀତି ଯୋଗୁ ଜଣେ ଚାଷୀଙ୍କର ଗୋଟିଏ ବର୍ଷର ଧାନ ଫସଲରୁ ହେବାକୁ ଥିବା ଆୟ ନଷ୍ଟ ହେବାକୁ ଯାଉଥିଲା ବନକର୍ମଚାରି ଚାଷୀଙ୍କ ଗୁହାରିକୁ ଭ୍ରୁକ୍ଷେପ କରିନଥିଲେ । ଫଳରେ ଚାଷୀ ଶନିବାର ଅପରାହ୍ନରେ ସ୍ଥାନୀୟ ତହସିଲଦାର ଶିରୀୟଲ ଶୁଭ୍ର ପଟେଲଙ୍କୁ ଲିଖିତ ଅଭିଯୋଗ କରିବା ପରେ

ଢେଙ୍କାନାଳ ବନ୍ଦ୍ ପାଇଁ ପ୍ରସ୍ତୁତି ବୈଠକ

ଆମ ପୋଖରୀ ଯୋଜନା ସମ୍ପୂର୍ଣ୍ଣ ବିଫଳ ପ୍ରତିବାଦରେ ଆସନ୍ତା ଜୁଲାଇ ୧୧ ସକାଳ ୮ ଟା ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବନ୍ଦ ପାଇଁ ଏକ ପ୍ରସ୍ତୁତି ବୈଠକ ଆବାହକ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ଜିଲ୍ଲା ବଣିକ ସଙ୍ଘ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।ସର୍ବସମ୍ମତି
error: Content is protected !!