News
lipub
samparksetu

ଡକାୟତି ଗ୍ୟାଙ୍ଗ ଉପରେ ପୋଲିସ ର ଚଢ଼ାଉ

୮ ଜଣିଆ ଡକାୟତି ଗ୍ୟାଙ୍ଗ ଉପରେ ପୋଲିସ ର ଚଢ଼ାଉ l ୩ ଗିରଫ ହୋଇଥିବା ବେଳେ ଚମ୍ପଟ ମାରିଲେ ୫ ଡକାୟତ l ୩ ଗିରଫ ଡକାୟତ ଙ୍କ ଠାରୁ ଏକ ମୋଟର ସାଇକେଲ, ଗୋଟେ ଖଣ୍ଡା, ଭୁଜାଲି,ତିନୋଟି ଜୀବନ୍ତ ବୋମା ଓ ଦୁଇ ରାଉଣ୍ଡ ଗୁଳି ସହ ବନ୍ଧୁକ ଜବତ କରିଛି ପୋଲିସ l କାମାକ୍ଷାନଗର ଥାନା ଆଳତୁମା ରଜ

ବେଧଡ଼କ ଚାଲିଚି ଗଛ କଟା, ବନ ବିଭାଗ ନିରବ ଦ୍ରଷ୍ଟା

ଢ଼େଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଅଧୀନରେ ବେଧଡକ ଭାବେ ଚାଲିଚି ଗଛ କଟା। ଅଜଣା ପରି ଚୁପ ବସିଚି ବନ ବିଭାଗ ଅଧିକାରୀ , କାହା ବଳରେ ବଳିଆନ ଏବେ କାଠ ମାଫିଆ। ଝିଲ୍ଲି ଠାରୁ ଚାଉଳିଆଝରଣ ଯିବା ରାସ୍ତାରେ ଝିଲ୍ଲି ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ବନବିଭାଗର ସୁରକ୍ଷିତ ଜଙ୍ଗଲ ଏବେ

ଶିକ୍ଷକ ନିଯୁକ୍ତି ଓ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟ ସମ୍ମୁଖରେ ଧାରଣା

ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବାସ୍ତବରେ ଏହା କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହେଉଛି ।ଅନେକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ ଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ ନଥିବା ଅଭିଯୋଗ

କାଳବୈଶାଖୀ ପ୍ରଭାବରେ ଘରେ ଲାଗିଲା ନିଆଁ

ଭୁବନ ବ୍ଲକ ଏକତାଳି ପଞ୍ଚାୟତ ରେ ତାଣ୍ଡବ ରଚିଲା କାଳବୈଶାଖୀ । ଘଡଘଡ଼ି ବିଜୁଳିରେ ପୋଡ଼ିଗଲା ତିନି ବଖରା ଚାଳ ଛପର ଘର l ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ l ସୂଚନା ଅନୁଯାୟୀ ,ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମର ଅମରେନ୍ଦ୍ର ରାଉତଙ୍କ ପୁର୍ବଜ ଥିଲେ ଗାଁ ମହାଜନ।

ନିମ୍ନ ମାନର କାମ ପାଇଁ ବିଦ୍ୟୁତ ସଂଯୋଗ ପୂର୍ବରୁ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ !

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଙ୍କଡାହାଡ଼ ବ୍ଲକରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ବାସ୍ତବରେ ଏହା ସଠିକ ଭାବରେ କାର୍ଯ୍ୟକାରୀ ହେଉନଥିବା କାରଣରୁ ଅନେକ ଯୋଜନା ଲୋକଙ୍କ କାମରେ ଆସୁ ନଥିବା ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ , ଏହି ବ୍ଲକ କେରଯୋଲି ପଞ୍ଚାୟତ ରୋଡ଼ଙ୍ଗ ଗ୍ରାମ

ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ଗିରିଧରପ୍ରସାଦ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗ୍ରାମଠାରୁ କିଛି ଦୂରରେ ଏକ ଆମ୍ବ ଗଛରେ ଏକ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଦେଖିଲେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ

ନଦୀ ରେ ବୁଡି ଯୁବକ ମୃତ

ନଦୀ ରେ ବୁଡି ଯୁବକ ମୃତ l ମୃତକ ହେଲେ କାମାକ୍ଷାନଗର ଥାନା ଅନନ୍ତପୁର ସାହି ର କିଶନଚାନ୍ଦ ଭୂୟାଁ l ସୂଚନା ଅନୁଯାୟୀ, କିଶନ ନିଜ ସାଙ୍ଗ ମାନଙ୍କ ସହ କାନପୁରା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡିଚାନାଳୀ ଠାରେ ଥିବା ରାମିଆଳ ନଦୀ କୁଳ କୁ ଯାଇଥିଲେ l ସେଠାରେ ଭୋଜି ସାରିବା ପରେ ସାଙ୍ଗମାନଙ୍କ

ଦଶଚକିଆ ପଛପଟୁ ପିଟିଲା କୋଇଲା ବୋଝେଇ ଟ୍ରକ ,ଡ୍ରାଇଭର ଗରୁତର

ଏକ ଦଶଚକିଆ ଟ୍ରକ ପଛପଟୁ ପିଟିଲା କୋଇଲା ବୋଝେଇ ଟ୍ରକ। କୋଇଲା ବୋଝେଇ ଟ୍ରକର ଡ୍ରାଇଭର ଏହି ଦୁର୍ଘଟଣା ରେ ଗୁରୁତର ହୋଇଥିବା ଜଣାପଡିଛି । ଘଟଣା ଘଟିଛି ଭୁବନ ବ୍ଲକ ଅନ୍ତର୍ଗତ ୫୩ ନ ଜାତୀୟ ରାଜପଥ ଗୋଡାଛକ ନିକଟରେ ଆଜି ଅପରାହ୍ନ ସମୟରେ ।ତେବେ ଗୁରୁତର ଡ୍ରାଇଭର ବିହାରର ସୈଲେସି ବାବନ (୪୯)

ନିର୍ବାଚନ ଆଚରଣ ଵିଧି ଉଲ୍ଲଙ୍ଘନ ନେଇ କାର୍ଯ୍ୟାନୁଷ୍ଠାନ

ଜିଲ୍ଲା ନିର୍ଵାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଆଜି ପରଜଙ୍ଗ ବିଧାନସଭା ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ଆଚରଣ ଵିଧି ଉଲଂଘନ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି l ସୂଚନା ଅନୁଯାୟୀ ୩୧/୦୩/୨୦୨୪ ରିଖରେ କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମରୁଆବାଲି

ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣିବା ସହ ବନ୍ଧୁକ ଦେଖାଇ ଲୁଟିଲେ ଦୁର୍ବୃତ୍ତ

କାମାକ୍ଷାନଗର ଥାନା ଖଟଖୁରା ଗାଁ ନିକଟରେ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣିବା ସହିତ ବନ୍ଧୁକ ଦେଖାଇ ଲୁଟ୍।ହୋଣ୍ଡା ୟୁନିକର୍ଣ୍ଣ ବାଇକରେ ଆସି ଦୁଇ ଲୁଟେରା ଲୁଟି ନେଇଛନ୍ତି ବ୍ୟବସାୟୀଙ୍କ ପାଖରେ ଥିବା ୪ହଜାର ଟଙ୍କା। ଗୁରୁତର ଆହତ ବ୍ୟବସାୟୀ ଜଣଙ୍କ ବାଇସିଙ୍ଗା ଗାଁର ଶିଶିର କୁମାର ସାହୁ।
error: Content is protected !!