News
lipub
samparksetu

ଲକ୍ଷ୍ମୀ ବଜାରର ନୂତନ କର୍ମକର୍ତା ଚୟନ

ଭୁବନ ବିଜ୍ଞାପିତ ଅଚଂଳ ପରିଷଦ କାର୍ଯ୍ୟାଳୟ ସନ୍ନିକଟ ବଜାରର ସମସ୍ତ ବ୍ୟବସାୟୀ ମାନଙ୍କୁ ନେଇ ଏକ ବୈଠକ ସହୀଦ ବାଜିରାଉତଙ୍କ ଗ୍ରାମ ନିଳକଣ୍ଠପୁର ଫାର୍ମହାଉସରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ କୁମାର ଦେବେଶ , ଉପସଭାପତି ଭାବେ ପ୍ରଦ୍ୟୁମ ସେଠ , ସଂପାଦକ ଭାବେ ଗଗନ ବିହାରୀ ବେହେରା,

ମହିଳା ସଂଘ ଦ୍ୱାରା ଧାନ କିଣାକୁ ବିରୋଧ

ଧାନ ବିକ୍ରୀକୁ ନେଇ ସୁରପ୍ରତାପପୁର ସଦାସର୍ବଦା ଚର୍ଚ୍ଚାରେ । ଚଳିତ ବର୍ଷ ମହିଳା ସଂଘ ଧାନ କିଣିବ ଏ ଖବର ପ୍ରଚାରିତ ହେବା ପରେ ଚାଷୀ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ତୀବ୍ର ବିରୋଧ କରିବାକୁ ଶପଥ ନେଇଛନ୍ତି । ଖବର ନେବାରେ ଜଣାଯାଏ ଯେ ଭୁବନ ସମବାୟ ବ୍ୟାଙ୍କ ଅଧିନରେ ଥିବା ଦଶଟି

୧ମାସ ହେବ ନିଖୋଜ ବୃଦ୍ଧାଙ୍କ ମୃତଦେହ ପୋଖରୀ ରୁ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ସଦର ଥାନା ବୋରାପଦା ଗାଁର ଏକ ପୋଖରୀରୁଆଜି ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଦେହଟି ଖମାର ଗ୍ରାମର ନୟନା ସେନାପତି (୭୦) ବୋଲି ସୂଚନା । ନୟନା ୧ମାସ ହେବ ନିଖୋଜ ଥିବା ବେଳେ ଆଜି ବୋରାପଦା ନିକଟସ୍ଥ ରାଜାପ୍ରସାଦ ନିକଟରେ ଥିବା ପୋଖରୀରେ ତାଙ୍କ ମୃତ ଦେହ

ମନ୍ତ୍ରୀ ଆସୁଛନ୍ତି

ଆସ ତୁମେ ଥରେ ମୋ ଗାଁ ତୀରେପଡୁ ପଲ୍ଲୀପୁରେ ପାଦଖାଲି ହାତେ ଆସ କିଛି ମାଗୁ ନାହିକରେ ଟିକେ ଖୋଷାମଦ ।ତୁମେ ଆସିଗଲେ ବଦଳିବ ଗଳିବଦଳିବ ଗାଁ ରଙ୍ଗତୁମ ଗାଡି ଚକ ଗଡ଼ିଲେ ଥରୁଟେବଦଳିବ ସବୁ ଢଙ୍ଗ ।ରାସ୍ତା ପରିଷ୍କାର ପ୍ରବେଶ ଦୁଆରୁଖାଲ ଢ଼ିପ ସମତୁଲଅଧା ଗଢ଼ା ସବୁ ସମ୍ପୂର୍ଣ୍ଣ ହୋଇବଠିକାଦାର

ଖଣ୍ଡା ଚୋଟରେ ପାପୁଲି ଅଲଗା ଘଟଣା; ଜଣେ ଗିରଫ

ପୂର୍ଵ ଶତ୍ରୁତାକୁ ନେଇ ଗତ ୨୫ ତାରିଖ ରାତିରେ ଗଁଦିଆ ଥାନା ଅନ୍ତର୍ଗତ ସୁରପ୍ରତାପ ରାଜ କିଶୋରପୁର ଗ୍ରାମର ଗଣେଶ୍ୱର ପଣ୍ଡାଙ୍କ ପାପୁଲିକୁ ଖଣ୍ଡାରେ ହାଣି ବା ଘଟଣାର ପୋଲିସ ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଉକ୍ତ ଗ୍ରାମର ନୀଳମଣି ବେହେରା ଗତ ୨୫ ତାରିଖ ରାତିରେ ପୂର୍ବ ଗଣ୍ଡଗୋଳକୁ ନେଇ

ଢେଙ୍କାନାଳ ର ରଶ୍ମି ମହାରଣା ହେଲେ ଆର୍ଟ ଅଫ ଲିଭିଙ୍ଗ ପ୍ରଶିକ୍ଷକା

ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ଆଶୀର୍ବାଦ ସ୍ୱରୂପ ଆର୍ଟ ଅଫ ଲିଭିଙ୍ଗ ବ୍ୟକ୍ତି ବିକାଶ କେନ୍ଦ୍ର ତରଫରୁ ପ୍ରଶିକ୍ଷକା ଭାବେ ରଶ୍ମି ମହାରଣା ମାନ୍ୟତା ପ୍ରାପ୍ତ କରିଛନ୍ତି । ଗତ ୧୦- ୨୪ ତାରିଖ ମଧ୍ୟରେ ବିହାର ସ୍ଥିତ ବୋଧଗୟା ଆଶ୍ରମ ରେ ଆୟୋଜିତ ୧୫ ଦିନିଆ ଶିବିରରେ ଆର୍ଟ ଅଫ ଲିଭିଙ୍ଗ

କାଇମାଟିରେ ବୃଦ୍ଧାଙ୍କ ଉପରେ ଚଢି ଗଲା ବାଇକ

ଢେଙ୍କାନାଳ ସଦର ଥାନା କାଇମାଟି ଛକ ଠାରେ ଘଟିଯାଇଛି ଏକ ସଡ଼କ ଦୁର୍ଘଟଣା । ଦୁଇ ଜଣ ଯୁବକ ଅତ୍ୟନ୍ତ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଦ୍ରୁତ ଗତିରେ ଗାଡ଼ି ଚଳାଇ ଭାରଶ୍ୟାମ ହରାଇ ବୃଦ୍ଧଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ବୃଦ୍ଧ ଜଣଙ୍କ ଗୁରତର ହୋଇପଡିଥିଲେ ଏବଂ ଉଭୟ

ଡ୍ରକ୍ସ କାରବାର ନେଇ ଗୁଳିମାଡ !

ଡ୍ରକ୍ସ କାରବାର ନେଇ ଯୁବକଙ୍କୁ ବାରଣ କରିବାରୁ ଗୁଳିମାଡ।ଅଳ୍ପକେ ବର୍ତ୍ତିଲେ ବସ୍ତି ବାସିନ୍ଦା।ଢେଙ୍କାନାଳ ଟାଉନଥାନା ସଞ୍ଜୟ କଲୋନୀରେ ଗୁଳିମାଡ ହୋଇଛି।ମୋଟ ତିନି ରାଉଣ୍ଡ ଗୁଳିଚାଳନା ହୋଇଥିବା ସୁଚନା। କିଛିଦିନ ତଳେ ନିକଟସ୍ଥ ନରଣପୁରର କିଛି ଯୁବକ ସଞ୍ଜୟ କଲୋନୀ ଭିତରେ ବସି ଡନିଶା ସେବନ

ମହିଳାଙ୍କ ବେକରୁ ସୁନା ଚେନ ଲୁଟ !

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ଯୋରନ୍ଦା ନୂଆସାହି ର ବୈରାଗୀ ବେହେରାଙ୍କ ପତ୍ନୀ ସରୋଜିନୀ ବେହେରାଙ୍କ ଘରକୁ ଶୁକ୍ରବାର ସନ୍ଧ୍ୟା ରେ ୨ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ପାଣି ମାଗିଥିଲେ । ମହିଳା ଜଣଙ୍କ ପାଣି ଦେବେ ସମୟରେ ସରୋଜିନୀ ଲଗାଇଥିବା ସୁନା ଚେନ କୁ ଭିଡିନେଇ ପଳାଇ ଥିଲେ ।

କାଠଫାଳିଆ ମାଡ଼ରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା ; ଅଭିଯୁକ୍ତ ଗିରଫ

ସଦର ଥାନା ଅନ୍ତର୍ଗତ ବଡ଼ ନାଗେନା ଗ୍ରାମରେ ଫସଲ ଖାଇବାକୁ କେନ୍ଦ୍ର କରି ଜଳି ମାଲିକ ମୂରଲୀଧର ପାଣିଙ୍କୁ କାଠଫାଳିଆରେ ବାଡେଇ ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ଦାଦା ଓ ପୁତୁରା ଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ , ମୁରଲୀଧର ପାଣି ( ୬୦)ଙ୍କ ବିଲରେ ଗୋରୁ ପଶି ଫସଲ ନଷ୍ଟ
error: Content is protected !!