ଟ୍ରେନ୍ ଲାଇନ୍ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଢେଙ୍କାନାଳ ଟାଉନ ଥାନା ଶ୍ୟାମ୍ଚରଣପୁର ପିଏଚ୍ ରୁ ୨୦୦ ମିଟର ଦୂରରୁ, ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଢେଙ୍କାନାଳ ସଦର ଥାନା ରେଗେଡା ଗାଁର ସ୍ୱାଧୀନ ବେହେରା(୨୧) ବୋଲି ସୂଚନା ।
ସୂଚନା ଅନୁଯାୟୀ, ସ୍ୱାଧୀନ ଶୁକ୍ରବାର ରାତି!-->!-->!-->…
ଜଳିଗଲା ଦୋକାନ ଘର , ପୋଡ଼ିଗଲା ୧ ଲକ୍ଷ ଟଙ୍କାର ଦୋକାନ ସରଞ୍ଜାମ
ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଞ୍ଚାୟତ ଅନ୍ତର୍ଗତ କନ୍ତlମିଲା ଛକ ସ୍ଥିତ ଏକ ଜଳଖିଆ ଦୋକାନଘର ଗତକାଲି ରାତିରେ ପୋଡିଯାଇ ପ୍ରାୟ ୧ ଲକ୍ଷ ଟଙ୍କାର ଦୋକାନ ସରଞ୍ଜାମ ଭସ୍ମୀଭୂତ ହୋଇଯାଇଥିବା ଜଣାପଡ଼ିଛି।
ଖବରରୁ ପ୍ରକାଶ ଯେ ହିନ୍ଦୋଳ ଏନ ଏ ସି ନୂତନପାଟଣା ସାହିର ଭୋଳେଶ୍ଵର ସାହୁ କନ୍ତାମିଲା!-->!-->!-->…
ସିମେଣ୍ଟ କମ୍ପାନୀର କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ !
ଦୁଇ ସିମେଣ୍ଟ ସିମେଣ୍ଟ କମ୍ପାନୀର କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣହୋଇଛି । ଦୁଇ କର୍ମଚାରି ହେଲେ ଟେକନିକାଲ ଅଫିସର ଅଭିଳାଷ ମାହାନ୍ତି ଓ ସେଲସ୍ ଅଫିସର ଅଜୟ ମୁଦୁଲି ।
ସୁଚନା ମୁତାବକ କାମାକ୍ଷାନଗର ଥାନା ରେକୁଳା ଗ୍ରାମକୁ OCL ସିମେଣ୍ଟ କମ୍ପାନୀର କର୍ମଚାରୀ କମ୍ପାନୀ ତରଫରୁ!-->!-->!-->…
ରାସୋଳ ରେ ବିଧାୟିକା ଙ୍କ ଦ୍ଵାରା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ
ହିନ୍ଦୋଳ ଉପଖଣ୍ଡ ରାସୋଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ସ୍ଥାନୀୟ ବିଧାୟିକା ସୀମା ରାଣୀ ନାଏକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି। ପଞ୍ଚାୟତର ୨୪ ଶହ ପରିବାର ଏହି ଯୋଜନାରେ ସାମିଲ ହୋଇ ଥିବାର ବିଧାୟିକା ସୂଚନା ଦେଇଛନ୍ତି।
ପର୍ଯ୍ୟାୟ କ୍ରମେ!-->!-->!-->…
ପଦ୍ମପୋଖରୀ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ପଦ୍ମପୋଖରୀ ଗାଁରେ ୧୫ ତମ ବାର୍ଷିକ ପଦ୍ମେଶ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ହୋଇଯାଇଛି । ଉଦଯାପନୀ ମ୍ୟାଚରେ ବରିଷ୍ଟ ବିଜେପି ନେତା ବିଭୁତି ଭୂଷଣ ପ୍ରଧାନ ମୁଖ୍ୟ ଅତିଥି । ଅନ୍ୟତମ ସମ୍ମାନିତ ଅତିଥି ଭାବେ!-->…
୨ ବାଇକ ମୁହାଁମୁହିଁ ଧକ୍କା ; ୩ ଆହତ
ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ସାଆନ୍ଦା ପେଟ୍ରୋଲ ପମ୍ପ ନିକଟରେ ଆଜି ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଆହତ ହୋଇଛନ୍ତି । ଆହତ ୩ ହେଲର ଅଁଳାକଟା ର ଶନ୍ତୋଷ ନାଏକ ଏବଂ ଟୁଲୁ ବେହେରା ଓ ବେକାଗାଡିଆ ର ହରିହର ସାହୁ ।
ସୂଚନା ଅନୁଯାୟୀ , ଅଁଳାକଟା ରୁ ଏକ ବାଇକ ଯୋଗେ!-->!-->!-->…
ଦିନ ମଜୁରିଆ ପୁଅର ଚିକିତ୍ସା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ
ଓଡ଼।ପଡ଼ା ବ୍ଳକ ଅନ୍ତର୍ଗତ ସାରିଆପଡା ଗ୍ରାମର ଦିନମଜୁରିଆ କୁଳମଣି ଖଟୁଆଙ୍କ ପୁତ୍ର ସାଇ ଆଦିତ୍ୟ ଖଟୁଆ ଙ୍କ ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।
ଜନ୍ମରୁ ଖାଦ୍ୟ ନଳୀ ନଥିବା ପୁଆର ଚିକିତ୍ସା!-->!-->!-->…
ଖଣ୍ଡା ଚୋଟରେ ହାତରୁ ପାପୁଲି ଅଲଗା ଘଟଣା ; ଅସ୍ତ୍ରୋପଚାର ପରେ ହାତରେ ଲାଗିଲା ପାପୁଲି
ଗଁଦିଆ ଥାନା ଅନ୍ତର୍ଗତ ମଠତେନ୍ତୁଳିଆ ଗ୍ରାପ ର ସୁରପ୍ରତାପ ରାଜକିଶୋରପୁର ଗ୍ରାମରେ ଗତକାଲି ଗ୍ରାମର ରାମ କୃଷ୍ଣ ପଣ୍ଡା ଙ୍କର ପୁଅ ଗଣେଶ୍ୱର ପଣ୍ଡା (୩୫)ନିଜ ଘରେ ବସିଥିବା ବେଳେ,ସେହି ଗ୍ରାମର ନୀଳମଣି ବେହେରା (କାଳିଆ ) ଏକ ଧାରୁଆ ଖଣ୍ଡା ଧରି ଗଣେଶ୍ୱର ର ଘରେ ପଶି ଡାହାଣ ହାତକୁ ହାଣି!-->…
ଟାଟା ଷ୍ଟିଲ ମେରାମୁଣ୍ଡଳୀ କାରଖାନା ଆଇଆଇଏମ୍ ନେସନାଲ ସଷ୍ଟେନେବିଲିଟି ପୁରସ୍କାର-୨୦୨୧ରେ ସମ୍ମାନିତ
ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମୁଣ୍ଡଳୀ କାରଖାନା (ଟିଏସ୍ଏମ୍) କୁ କାଷ୍ଟିଂ ଓ ଫୋର୍ଜିଂ କାର୍ଯ୍ୟ ପ୍ରଣାଳୀ ବର୍ଗରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଟାଲ (ଆଇଆଇଏମ୍) ନେସନାଲ ସଷ୍ଟେନେବିଲିଟି ପୁରସ୍କାର: ଲୌହ ଓ ଇସ୍ପାତ ୨୦୨୧ ରେ ସମ୍ମାନିତ କରଯାଇଛି ।
!-->!-->!-->…
ମାର୍ଥାପୁର ଡାକ ଘରକୁ ଡିଜିଟାଲାଇଜେସନ
ସୁବିଧା ଆଳ ଦେଖାଇ ଡାକଘରଟିକୁ ଉଠାଇନେବାକୁ ଚକ୍ରାନ୍ତ ଶେଷରେ ପଣ୍ଡ ହୋଇଛି । ଦୀର୍ଘ ଶହେ ବର୍ଷର ଡାକଘର ପୁଣି ମାର୍ଥାପୁରରୁ ନୁତନ ରୂପରେ ନୁତନ ଢଙ୍ଗରେ ଚାଲିବା ଆରମ୍ଭ ହୋଇଛି । କୋର ବ୍ୟାଙ୍କିଙ୍ଗର ଉଦଘାଟନ ଉତ୍ସବରେ ସ୍ଥାନୀୟ ଉପ ଡାକମାଷ୍ଟର ଟୁକୁନା ସାହୁଙ୍କ ଅଧକ୍ଷତାରେ ଏକ ଉତ୍ସବ!-->…