ଓଡିଶା ଡ୍ରାଇଭର ମହାସଂଘର ସୁରପ୍ରତାପପୁରରେ ଶୋଭାଯାତ୍ରା
ଓଡିଶା ଡ୍ରାଇଭର ମହାସଂଘର ବିଭିନ୍ନ ଦାବିନେଇ ସୁରପ୍ରତାପପୁର ପଚାଂୟତ ରେ ସଚେତନତାସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବ୍ଲକ ସଭାପତି ବାବୁଲି ଜେନା ଅଧକ୍ଷତା କରିଥିଲେ ।ରାଜ୍ୟ ସଭାପତି ଅଜୁ ଭାଇଙ୍କ ନିଦ୍ଦେର୍ଶକ୍ରମେ ଜିଲ୍ଲା ସଭାପତି ନରୋତମ ମହାରଣା ଅତିଥି ଭାବେ ଯୋଗଦେଇଥିଲେ ।!-->…
ଅତିଥି ଶାଳା
ମନ ଏକ ଅତିଥିର ଶାଳାଏଠି ସବୁ ଅତିଥିମନ ଏକ ଅତିଥିର ଶାଳାଏଠି ସବୁ ଅତିଥି
ଆଉ ବୟସ …………
ବୟସ ଏକ ସମୟ ପରିସବୁ ଦେଖି ଚାଲୁ ଥାଏଅପେକ୍ଷା ନକରି ,
ଅତୀତ ଏକ ପାନ୍ଥଶାଳାଅତୀତ ଏକ ପାନ୍ଥଶାଳା……..ସ୍ମୁତି ର ସହରରେ
ଆଉ ସମ୍ପର୍କ …………
ସମ୍ପର୍କ ଏଠିସ୍ୱାର୍ଥ ସାଥେସାଥି ହୋଇ!-->!-->!-->!-->!-->!-->!-->!-->!-->!-->!-->…
୬୬ତମ ଅଷ୍ଟପ୍ରହର ନାମଯଜ୍ଞ ଉଦଯାପିତ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ଗ୍ରାମରେ ୬୬ତମ ଅଷ୍ଟପ୍ରହର ନାମଯଜ୍ଞ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ବିଷ୍ଣୁ ଚରଣ ସିଂହ ,ସମ୍ପାଦକ ଶୁଭେନ୍ଦୁ ପାଳ ,ସହ - ସମ୍ପାଦକ ତ୍ରିଲୋଚନ ପଣ୍ଡା ,ସଭ୍ୟ ଶମ୍ଭୁନାଥ ସିଂହ ,!-->!-->!-->…
ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାଜୁଆପାଟଣା ଗ୍ରାମର ଗଛରେ ରଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଯୁବକ ଜଣଙ୍କ ଉକ୍ତ ଗ୍ରାମର ଦେବେନ୍ଦ୍ର କର ଙ୍କ ପୁଅ ପ୍ରତାପ କର (୩୫) ।
ସୂଚନା ଅନୁଯାୟୀ , ପ୍ରତାପ ବାଙ୍ଗାଲୋର ରେ କାମ କରୁଥିଲେ , କିଛିଦିନ ହେବ ସେ ଘରକୁ ଫେରିଥିଲେ!-->!-->!-->…
କାଳୀ ବଜାରରେ ଶୋକସଭା
ଭୁବନ ବୁଦ୍ଧେଶ୍ୱର ର ଦକ୍ଷିଣ ଦିଗରେ ବ୍ରାହ୍ମଣୀ ନଦୀର ସୁଲେଇପାଳ ଘାଟରେ ଡଙ୍ଗାଭାସାଇବା ବେଳେ ଭାସିଯାଇଥିଲେ ଲତାବିଲ ସାହିର ବିଦ୍ୟାଧର ନାୟକଙ୍କ ଏକମାତ୍ର ପୁଅ ରୋଶନ ଓରଫ ରଶ୍ମି ରଂଜନ ନାୟଖ (୧୩) । ଶନିବାର ଦିନ ପୂର୍ବାହ୍ନରେ ରୋହନ ପାଠପଢୁଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣଙ୍ଗା!-->!-->!-->…
କୁନିନ୍ଦାରେ ରାଧାକୃଷ୍ଣ ଉତ୍ସବ
ଭୁବନ ବ୍ଲକ କୁନିନ୍ଦା ପଚାଂୟତ କୁନିନ୍ଦା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ରାଧାକୃଷ୍ଣ ଉତ୍ସବ । ଦେଶକୋଠ ଘର ସାମନାରେ ଇନ୍ଦିରା ମହିଳା ସମିତି ଆନୁକୁଲ୍ୟରେ କିଶୋରୀ ବାଳିକା ମାନଙ୍କର ମନୋବୃତି ଓ ଚିତ୍ରକଳା ମୁରୁଜ ପ୍ରତିଯୋଗିତାରେ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା ।
ଅତିଥି!-->!-->!-->…
ମଠକରଗୋଳା କଲେଜରେ ଭୋଟର ସଚେତନତା କାର୍ଯ୍ୟକ୍ରମ
ଭୁବନ ବ୍ଳକ୍ ମଠକରଗୋଳା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ସ୍କାଉଟ ଗାଇଡି ଯୁବ ରେଡକ୍ରସ ଆନୁକୁଲ୍ୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ବିଦ୍ୟାର୍ଥିୀ ମାନଙ୍କ ଦ୍ୱାରା ଗ୍ରାମମଧ୍ୟରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ନୁତନ ଭୋଟର ମାନଙ୍କୁ!-->!-->!-->…
।। ଅସ୍ପଷ୍ଟ କଳ୍ପନାର ସ୍ପଷ୍ଟ ଏକ ପରିଭାଷା ।।
ମୋର ଭାବନାର ଝରଣାରେକୁଳୁ କୁଳୁ ହୋଇ ବହିଯାଉଥିବାସ୍ରୋତଟେ ତୁମୋ ଜୀବନର ଅଭୁଲା ସ୍ମୃତିର ଅନୁଭୁତିରେଧଳା କାଗଜର ପୃଷ୍ଠଭୂମିକୁଆଲୋଡ଼ିତ କରୁଥିବା ଓଲେଖନୀ ମୁନରୁ ଝରି ଆସୁଥିବାସ୍ୟାହିଟେ ତୁମୋ କବିତାର ଅସ୍ପଷ୍ଟ କଳ୍ପନାରସ୍ପଷ୍ଟ ଏକ ପରିଭାଷାଟେ ତୁ
ପ୍ରତିଟି ବିନିଦ୍ର ରଜନୀର!-->!-->!-->!-->!-->…
କୁନିପୁଅ ପ୍ରତ୍ୟୁଷର ନିଆରା ଢଙ୍ଗରେ ଜନ୍ମଦିନ ପାଳନ
ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ!-->…
ତେଲେଙ୍ଗାନାରେ ଢେଙ୍କାନାଳ ପୁଅକୁ ହତ୍ୟା ଉଦ୍ୟମ; ଉଦ୍ଧାର ପାଇଁ ପରିବାରର ଆକୁଳ ନିବେଦନ
ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଧୋବା ସାହିର ଜଣେ ଯୁବକ ତେଲେଙ୍ଗାନା ରାଜ୍ୟରେ ଶ୍ରମିକ ଭାବରେ କାମ କରୁଥିବା ବେଳେ ତାଙ୍କୁ ସେଠାରେ ମରଣାନ୍ତକ ଆକ୍ରମଣ ହୋଇଛି। ସେ ସେଠାରେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ତାଙ୍କୁ ଉଦ୍ଧାର ପାଇଁ ତାଙ୍କ ପରିବାର ଆକୁଳ ନିବେଦନ କରିଛନ୍ତି ।
!-->!-->…