ନବଜାତ ଶିଶୁର ମୃତ ଦେହ ଉଦ୍ଧାର !
କାମାକ୍ଷାନଗର ଥାନା ଅନ୍ତର୍ଗତ ସାରୁଆଳି ଗାଁର ଗୋଟିଏ ପରିତ୍ୟକ୍ତ ସ୍ଥାନରେ ଏକ ନବଜାତ ଶିଶୁର ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଗାଁର ଥିବା ପାଣିଚାପୋଲ ସାହିର କୋଠଘର ନିକଟରେ ନବଶିଶୁଟି ପଡ଼ିଥିଲା।
ମାଧବ ବିଶ୍ବାଳ ନାମକ ବ୍ୟକ୍ତି ହଳଦୀ ଆଣିବା ପାଇଁ ଯାଇଥିବା ସମୟରେ ମୃତ ନବଜାତ!-->!-->!-->…
ଆଞ୍ଚଳିକ ସେବାସଂଗଠନ ପକ୍ଷରୁ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଗ୍ରାମ ପଂଚାୟତ ମଠ ଛକ ରାଧାକୃଷ୍ଣ ମନ୍ଦିରରେ ଗଁଦିଆ ଆଞ୍ଚଳିକ ସେବା ସଂଗଠନ ତରଫରୁ ଗରିବ ବୃଦ୍ଧା ମାନଙ୍କୁ ଶୀତ ଦାଉରୁ ରକ୍ଷା ନିମନ୍ତେ କମ୍ବଳ ବଣ୍ଟନ କରାଯାଇଅଛି l
ସଂଗଠନର ସଭାପତି ବିଦ୍ୟାଧର ସାହୁ ଉପସ୍ଥିତ ଥିବା ସମସ୍ତ ସଭ୍ୟ ଓ ଗ୍ରାମବାସୀଙ୍କୁ ଗରିବ!-->!-->!-->…
ମୁଖ୍ୟମନ୍ତ୍ରୀ ଙ୍କ ଢେଙ୍କାନାଳ ଗସ୍ତ ନିମନ୍ତେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା, ଯାଣନ୍ତୁ କେଉଁ ସମୟରେ କେଉଁ ରାସ୍ତା…
ଆସନ୍ତାକାଲି ଢେଙ୍କାନାଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି କାର୍ଯ୍ୟକ୍ରମ ପାଇଁ ଢେଙ୍କାନାଳ ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଛି । ଏପରିକି ସଭାସ୍ଥଳରେ କେବଳ ନିର୍ଦ୍ଦିଷ୍ଟ ସ୍ମାର୍ଟ କାର୍ଡ ପାଇବାକୁ ଥିବା ହିତାଧିକାରୀ, କର୍ମୀ ଓ ସରକାରୀ!-->!-->!-->…
ବାଇକ ଦୁର୍ଘଟଣାରେ କମ୍ପାନୀ କର୍ମଚାରୀଙ୍କ ମୃତ୍ୟୁ
ବାଇକ ଦୁର୍ଘଟଣାରେ ଆଇରନ କମ୍ପାନୀର କର୍ମଚାରୀ ଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ତୁମୁସିଙ୍ଗା ଥାନା ନୁଆଙ୍ଗବିଲ ଗ୍ରାମର କାହ୍ନୁଚରଣ ବିଶ୍ବାଳ। ସେ ଗତକାଲି ରାତି ପ୍ରାୟ ୧୦ ଟା ବେଳକୁ କମ୍ପାନିରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଅଁଳାବେରେଣୀ ପେଟ୍ରାଲ ପମ୍ପ ନିକଟରେ ଦୁର୍ଘଟଣା!-->…
ବାଲିପସି ରେ ପଞ୍ଚୁକ ର ଉଦଯାପନୀ ଉତ୍ସବ
ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ର ବାଲିପସି ଗ୍ରାମରେ ପାଳିତ ହେଉଛି ପଞ୍ଚୁକ ର ଉଦଯାପନୀ ଉତ୍ସବ l ପ୍ରତିବର୍ଷ କାର୍ତିକ ମାସର ଏକାଦଶୀ ଦିନ ଆରମ୍ଭ ହୋଇ ପାଞ୍ଚ ଦିନ ଧରି ପାଳିତ ହେବା ପରେ ପୂର୍ଣ୍ଣିମା ଦିନ ଶେଷ ହୁଏ ଏହି ରାସ ପୂର୍ଣ୍ଣିମା ବା ପଞ୍ଚୁକ l!-->…
ଗୁଜୁରାଟ ରେ ଢେଙ୍କାନାଳ ପୁଅର ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ ତାଳଡ଼ଙ୍ଗା ଗ୍ରାମର କଣ୍ଡୁରୁ ସାହୁ (୩୯) ଗୁଜରାଟର ଭଲସାଢ ଜିଲ୍ଲାରେ ଏକ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଥିଲେ ।
ଗତ ସୋମବାର ଦିନ ସେ ଅସୁସ୍ଥ ହେବାରୁ ତାଙ୍କୁ ସୁରତର ସିଭିଲ ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ!-->!-->!-->…
ଶରତ ରାସରେ ଭୁଷଳ, ମହୁଳପାଳ ଉତ୍ସବ ମୁଖର
ଭୁବନ ବ୍ଲକ ଭୂଷଳ ଓ ମହୁଳପାଳ ଗ୍ରାମର ଭିଭିନ୍ନ ସାହି ମଣ୍ଡପରେ ପାରମ୍ପରିକ ଶରତ ରାସ ଓ କାର୍ତ୍ତିକେଶ୍ୱର ପୁଜା କୋଭିଡ ନିୟମାବଳୀକୁ ପାଳନ କରି ଅନୁଷ୍ଠିତ ହେଉଛି । କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥୀରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ପୂର୍ଣ୍ଣମୀ ଦିନ ଉଦଯାପିତ ହୁଏ ।
ଦ୍ୱାପର ଯୁଗରେ ଭଗବାନ!-->!-->!-->…
ନିଳକଣ୍ଠପୁରରେ ଭାରିଯାନ ଚଳାଚଳ ;ଅଟୋ ଧକ୍କାରେ ଉଦ୍ୟାନ ବିଭାଗ ମାଳି ଆହାତ
ଭୁବନ ଥାନା ଅର୍ନ୍ତଗତ ସହୀଦ ବାଜି ରାଉତଙ୍କ ଗ୍ରାମ ନିଳକଣ୍ଠପୁରରେ ସନ୍ଧ୍ୟା ସମୟରେ ଭାରିଯାନ ଯାତାୟାତ କରିବାରୁ ରାସ୍ତା ଜାମ ହେଉଛି । ତେବେ ଏହି ରାସ୍ତାରେ ଗୁରୁବାର ଦିନ ସନ୍ଧ୍ୟା ରେ ବର୍ତଣ୍ଡାରୁ ଆସୁଥିବା ଏକ ମାଲବାହୀ ଅଟୋ ନିଳକଣ୍ଠପୁର ଉଦ୍ୟାନବିଭାଗର ଜଣେ ମାଳିକୁ ଧକ୍କାଦେବାରୁ ମାଳି!-->…
ଡ଼ଙ୍ଗା ଭସାଇବାକୁ ଯାଇ ଅକାଳରେ ଚାଲିଗଲା ନାବାଳକର ଜୀବନ
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ । ଏହି ଅବସରରେ ନଦୀରେ ଡଙ୍ଗା ଭସାଇ ବୁଡ ଦେବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।ଭୁବନ ୧ନଂ ୱାର୍ଡ ନିବାସୀ ବିଦ୍ୟାଧର ନାୟକଙ୍କ ଏକମାତ୍ର ପୁଅ ରୋଶନ ନାୟକ (୧୩) ବ୍ରାହ୍ମଣୀ!-->…
ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ଇଂରାଜୀ କିଟ୍ ବଣ୍ଟନ
ଢେଙ୍କାନାଳ ସଦର ବ୍ଲକ୍ ଶାଖା ତରଫରୁ ତାଳବରକୋଟ ଜି.ପି. ର ସିଆରିଆ ଗ୍ରାମରେ ଇଂରାଜୀ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଅଛି । କାର୍ଯ୍ୟକ୍ରମର ସଭାପତି ବୈକୁଣ୍ଠ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମର ମୁଖ୍ୟ ସଞ୍ଜୟ ପରିଡ଼ା, ଫୋରମର ସଦର ବ୍ଲକ୍ ସମ୍ପାଦକ ମିଟୁନା!-->…