“ଯୁବଶକ୍ତି” ସମର୍ପିତ ଓଡ଼ିଶା ଓ କାର୍ତିକେଶ୍ୱର ପୂଜା କମିଟି ବସନ୍ତପଡ଼ା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ…
ପରଜଙ୍ଗ ବ୍ଳକ୍ କୁମୁସୀ ଗ୍ରାମ ପଞ୍ଚାୟତର ବସନ୍ତପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବସନ୍ତପଡ଼ା ଠାରେ "ଯୁବଶକ୍ତି" ସମର୍ପିତ ଓଡ଼ିଶା ଓ କାର୍ତିକେଶ୍ୱର ପୂଜା କମିଟି ବସନ୍ତପଡ଼ା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ଏହି ରକ୍ତଦାନ ଶିବିର ଯୁବଶକ୍ତି ର!-->!-->!-->…
ମା’ ମଙ୍ଗଳା ମନ୍ଦିରରେ ଆରମ୍ଭ ହେଲା ପଞ୍ଚୁକ ବ୍ରତ କଳସ ଯାତ୍ରା
ପବିତ୍ର ପଞ୍ଚୁକ ବ୍ରତ ପାଇଁ ଉତ୍ସବମୁଖର ହୋଇ ଉଠିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଧୀନସ୍ଥ ସାନ୍ଦା ନିକଟସ୍ଥ ବାଲିପଶି ଗ୍ରାମ ମଙ୍ଗଳା ମନ୍ଦିର, ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ମନ୍ଦିରରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପାଇଁ ଗ୍ରାମ ସଭାପତି ପ୍ରଦୀପ ସାହୁ,ସମ୍ପାଦକ ସୋରଜ୍ ସାହୁ ଓ!-->…
ଅବ୍ୟବସ୍ଥା ଘେରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନାମକୁ ମାତ୍ର ସ୍ମାର୍ଟସ୍କୁଲ ,ପିଲା ପଢିବାକୁ ନାହିଁ…
ଭୁବନର ସର୍ବପୁରାତନ ତଥା ଏକମାତ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବେ ୫ଟି ଅଧିନରେ ମୋ ସ୍କୁଲ /ସ୍ମାର୍ଟ ସ୍କୁଲ ଭାବେ ରୂପାନ୍ତରିତ ହୋଇଛି ।ନାମକୁ ମାତ୍ର ସ୍ମାର୍ଟସ୍କୁଲ ଘୋଷଣ ହୋଇଛି । ଆଜି ଷଷ୍ଠ ,ସପ୍ତମ ଶ୍ରେଣୀ ଖୋଲିବା ପରେ ପୋଲ ଖୋଲିଯାଇଛି ।
କିଭଳି କୋଭିଡି ନିୟମକୁ ଖୋଲାଖୋଲି!-->!-->!-->…
ବିର୍ଷା ମୁଣ୍ଡାଙ୍କ ଜୟନ୍ତୀକୁ ଜାତୀୟ ଜନଜାତି ଦିବସ ଭାବେ ପାଳିଲା ଏବିଭିପି
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଭୁବନ ଶାଖା ଆନୁକୂଲ୍ୟରେ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଓ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଭଗବାନ ବିର୍ଷାମୁଣ୍ଡା ଙ୍କ ଜୟନ୍ତୀ କୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଇଛି ।
ବାଜିରାଉତ ସ୍ମୃତି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର!-->!-->!-->…
ୱାର୍ଡ ସଂଖ୍ୟା ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ ଆବେଦନ କଲେ ନୂଆଭୁବନ ବାସିନ୍ଦା
ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଲୋକଙ୍କ କୁ ଆଖି ଆଗରେ ରଖି ୱାର୍ଡ ସଂଖ୍ୟ। ବୃଦ୍ଧି କରିବାକୁ ନୁଆଭୁବନ ଅଚଂଳବାସୀ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଦାବି ଜଣାଇଛନ୍ତି । ୨୦୧୧ ଜନଗଣନା ଅନୁଯାୟୀ ୨୨ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟା ରେ ଭୋଟର ସଂଖ୍ୟା ୧୮ହଜାରରୁ ଉର୍ଦ୍ଧ୍ବ । ଅଠରଟି ବୁଥରେ!-->…
୫ ବର୍ଷ ହେଲା ଛିଡୁନି ଭାଇ ଭାଗ ,ଭାଇ ଭାଙ୍ଗିଲା ଭାଇର ଘର ; ଥାନାରେ ଏତଲା
ଭୁବନ ଏନଏସି ବଣିଆ ସାହି ୱାର୍ଡ ନଂ ୧୧ ରେ ଦୁଇଭାଇଙ୍କ ମଧ୍ୟରେ ଘରବାଡିକୁ ନେଇ କଳି ଉଗ୍ରରୂପ ନେଇଛି । ବଡଭାଇର ସଂର୍ପକୀୟ ମାନେ ଡ୍ରିଲ ମେସିନ ସାହାର୍ଯ୍ୟରେ ସାନଭାଇ ଘରର ଦ୍ୱାରା ଦିଆଯାଇଥିବା କାନ୍ଥ ଭାଙ୍ଗିଦେଇଥିବା ନେଇ ଭୁବନ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ପୋଲିସ ସୂତ୍ରରୁ!-->!-->!-->…
ଦଦରାଘାଟି ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ପ୍ରଜାମଞ୍ଚ ର ପୁଣି ଅଭିନବ ଉପାୟରେ ପ୍ରତିବାଦ
ଦଦରାଘାଟି ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ପ୍ରଜା ଙ୍କ ପରଜଙ୍ଗ ତହସିଲ କାର୍ଯ୍ୟାଳୟ ଠାରେ ଆମରଣ ଅନଶନ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଆଖୁଆପାଳ ପଞ୍ଚାୟତର ଭେଜିଆ କଲୋନୀ ନଂ ୩ ଓ ୪ ପ୍ରଜାମାନେ ଓ ସମାଜସେବୀ ଦିଲୀପ କୁମାର ନାଥ ଙ୍କ ନେତୃତ୍ୱ ରେ ପ୍ରତିବାଦ କରିଥିଲେ । ଶତାଧିକ ମହିଳା ଓ!-->…
୯ବର୍ଷ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର ,ଆତ୍ମହତ୍ୟା ସନ୍ଦେହ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଭେଜିଆ ଶିବ ମନ୍ଦିର ନିକଟରେ ଆଜି ଅପର।ହନରେ ଜଣେ ୯ବର୍ଷର ଝିଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଗଛରୁ ଉଦ୍ଧାର ହୋଇଛି ।
ସୂଚନା ଅନୁସାରେ ଝିଅଟି ତାର ମା କବିତା ଭୋଇ ମୋଟଗାଁ ଥାନା ସିରିଡି ଗାଁର ଭେଜିଆ ଠାରେ ଥିବା ଏକ ହୋଟେଲ ରେ!-->!-->!-->…
ପିଙ୍ଗୁଆ ମହିମା ଆଶ୍ରମରେ ୨୭ତମ ମହିମା ମହୋତ୍ସବ ପାଳିତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ମହିମା ଆଶ୍ରମରେ ପାଳିତ ହୋଇଯାଇଛି ୨୭ତମ ବାର୍ଷିକ ମହିମା ଧର୍ମର ମହିମା ମେଳା। ବ୍ରହ୍ମ ଅବଧୂତ ନଟବର ବାବାଙ୍କ ପୌରହିତ୍ୟରେ ମେଳା ଅନୁଷ୍ଠିତ ହୋଇଥିଲା। ଭକ୍ତଙ୍କ ଭଜନ ପରିବେଷଣ ସହ ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମର!-->…
ପୁଣ୍ୟ ମାସ କାର୍ତ୍ତିକ
ବରଷ ମଧ୍ୟରେ ବାରମାସରହେ ପୁଣ୍ୟମାସ ଯେ କାର୍ତ୍ତିକ !ପୁରପଲ୍ଲୀ ସବୁ ଭକ୍ତିମୟ ବାସ୍ନା ରଖି ନାନା!-->…