News
lipub
samparksetu

ପଞ୍ଚୁକର ପ୍ରଥମ ଦିନରେ ଶିବାଳୟରୁ ଦୁଇଟି ଚନ୍ଦନ ଗଛ ଚୋରି !

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବାଲିଯୋରନ୍ଦା ଶ୍ରୀ ଶ୍ରୀ ମଣିଶ୍ୱର ମହାଦେବ ମନ୍ଦିରରୁ କାର୍ତ୍ତିକ ମାସ ପଞ୍ଚୁକର ପ୍ରଥମ ଦିନରେ ମନ୍ଦିର ପରିସରରେ ଲଗାଯାଇଥିବା ଦୁଇଟି ଚନ୍ଦନ ଗଛ ଚୋର ମାନେ କାଟି ନେଇଛନ୍ତି l ରାତ୍ରି ପ୍ରାୟ ଦୁଇ ରୁ ସାଢେ ଦୁଇଟା ମଧ୍ୟରେ ଚୋରମାନେ ପ୍ରଥମେ

ତୁମୁସିଙ୍ଗା ପ୍ରାଥମିକ କୃଷି ସମବାୟ ସମିତିରେ ୬୮ତମ ସମବାୟ ସପ୍ତାହ ପାଳିତ

ସ୍ବାଧିନ ଭାରତର ତଥା ରାଜ୍ୟର ବିକାଶରେ ସମବାୟର ଅବଦାନ ଅତୁଳନୀୟ। ଏହି ଅବସରରେ ସମ୍ପାଦକ ରାଧାମୋହନ ସାମଲଙ୍କ ଦ୍ବାରା ସମବାୟ ଆନ୍ଦୋଳନର ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଧୂପ ଚନ୍ଦନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। କୃଷି ଓ କୃଷକଙ୍କୁ ଯୋଗାଇ ଦେଇଥିବା ସେବାର ସଫଳତା ବିଷୟରେ

ଜେନେରେଟର ଚୋରି ଘଟଣାରେ ସରପଞ୍ଚଙ୍କ ସ୍ବାମୀ ଓ ଭାଇ ଗିରଫ !

କାମାକ୍ଷାନଗର ଥାନା ଅନ୍ତର୍ଗତ ସାରୁଆଳି ପଞ୍ଚାୟତ କାର୍ଯ୍ୟାଳୟରୁ ଗତ ତା୬/୧୧/୨୦୨୧ ରାତିରେ ଜେନେରେଟର ଟି ଚୋରି ହୋଇଥିଲା। ଏହି ଚୋରିରେ ପଞ୍ଚାୟତର ସରପଞ୍ଚ ଶର୍ମିଳା ନାଏକଙ୍କ ସ୍ବାମୀ ଓ ଭାଇକୁ ପୋଲିସ ଗିରଫ କରିଛି। ସୂଚନା ଥାଉ କି, କରୋନା ମହାମାରୀ ଯୋଗୁଁ ପ୍ରତି ପଞ୍ଚାୟତରେ କୋଭିଡ

ଦୂଷିତ ପାନୀୟ ଜଳ ପିଇ କିଡ଼ନୀ ରୋଗରେ ୨୦ ମୃତ, ୩୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ଗ୍ରାମାଞ୍ଚଳର ଲୋକ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଢେଙ୍କାନାଳ ରେ ଏମିତି ଏକ ଗାଁ ଅଛି ଯେଉଁଠି ବସୁଧା ଯୋଜନାରେ ଉଭର ହେଡ୍ ଟାଙ୍କି ବସି ପାଇପ୍ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି , କିନ୍ତୁ ସେଥିରୁ

ଜରାଜୀର୍ଣ୍ଣ ଅବସ୍ଥାରେ କନ୍ତିଓ କାଟେଣୀ ନୂଆସାହି ପ୍ରାଥମିକ ବିଦ୍ୟାଳୟ ର ମୁଖ୍ୟ ଫାଟକ

ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ୬ରୁ ୧୪ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା କରୁଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଅନେକ ସ୍କୁଲ ଅଛି ଅଛି ଯାହାର ଭତ୍ତିଭୂମି ଅସଜଡା ହୋଇପଡ଼ିଛି । ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟଏ ଉନ୍ନତି ଦିଗରେ ନୂତନ

ସହରଠୁ ଦୂରେ

    ସମୟ ତୁ କହିପାରିବୁ କି ଏ ପଥ ପ୍ରାନ୍ତରେ                                   ମୋ ପ୍ରତିଛବି ର ମୂଲ୍ୟ କେତେ,        ଯେଉଁଠି ବିତି ଯାଇଛି ଦିନ ମାସ ଆଉ ବର୍ଷ କେତେ        ଦେଇ ପାରିବୁ କି ହିସାବ ସେ ମୂଲ୍ୟବୋଧ ର        ଯେଉଁଠି ବନ୍ଧା ପଡ଼ିଛି ମୋ ପ୍ରତିଦିନ ର ଅଧା ସମୟ

୫୩ ନଂ ଜାତୀୟ ରାଜପଥରେ ନିମ୍ନ ମାନର କାମ ହେତୁ ଜନ ଅସନ୍ତୋଷ ବୃଦ୍ଧି

ଢେ଼ଙ୍କାନାଳ ଜିଲ୍ଲା ର ପିଟିରି ରୁ ଡୁବୁରି ପର୍ଯ୍ୟନ୍ତ ଚାଲିଥିବା ୫୩ନଂ ଜାତୀୟ ରାଜପଥ କାର୍ଯ୍ୟ ଚାଲୁଥିବା ମାଳପୁରା ରୁ ବାଇସିଙ୍ଗା ଲୁଣି ରେ ହେଉଥିବା କାର୍ଯ ସଂମ୍ପୂର୍ଣ୍ଣ ନିମ୍ନ ମାନର ହୋଇଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି କାମାକ୍ଷାନଗର ଠାରୁ ଡୁବୁରି

ତପୋବନ ମେଳା ଅନୁଷ୍ଠିତ

ମହିମାଧାର୍ମ ର ଏନ୍ତୁଡ଼ିଶାଳ କୁହାଯାଉଥିବା ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ତପୋବନ ପରିସରରେ ଆଜି ତପୋବନ ମହିମା ବିହାର ଆନୁକୂଲ୍ୟରେ ତପୋବନ ମେଳା ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ମାନି ଭକ୍ତମାନେ ପବିତ୍ର ପୀଠରେ ଉପସ୍ଥିତ ରହି ଜଗତ କଲ୍ୟାଣ ଉଦେଶ୍ୟରେ ଗୁରୁ ମହିମା

ବୋରାପଦା ହତ୍ୟାକାଣ୍ଡ ଘଟଣାରେ ୨ ଗିରଫ

ବୋରାପଦା ଖମାର ଗ୍ରାମର ପୀତବାସ ଦାସଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ସ୍ଥାନୀୟ ଜଙ୍ଗଲର ଏକ ପରିତ୍ୟକ୍ତ କୂଅରେ ଫିଙ୍ଗିବା ଘଟଣାରେ ସଦର ପୋଲିସ ୨ଜଣକୁ ଗିରଫ କରିଛି । ନିଖୋଜ ପୀତବାସ ଙ୍କ ମୃତଦେହ ଗତ ୭ ତାରିଖରେ ସ୍ଥାନୀୟ ଜଙ୍ଗଲର ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଥିଲା ।ପୂର୍ବ

ହେ ମଧୁସୂଦନ ଏ ମାନବ ଜାତି କୁ ଦିଅ ସତ୍ ଜ୍ଞାନ

ଜୀବ ମଧ୍ୟରେ ମନୁଷ୍ୟ ହେଉଛି ସବୁଠାରୁ ସର୍ବଶ୍ରେଷ୍ଠ ଜୀବ, ଏହି ମନୁଷ୍ୟ ଜନ୍ମ ହେଉଛି ଦୁର୍ଲଭ ଜନ୍ମ ତାହା କୋଟି ତପସ୍ୟାର ଫଳ l ପୂର୍ବ ଜନ୍ମର କର୍ମ ଧର୍ମ ଅନୁସାରେ ଭଗବାନ ମାନବ ଜନ୍ମ ଦେଇଥାନ୍ତି l କିନ୍ତୁ ଏବେ ମାନବ ଜାତି ଟା ଏତେ ନୃଶଂସ ପାଲଟି ଯାଇଛି କହିଲେ ନ ସରେ । ବର୍ତ୍ତମାନ
error: Content is protected !!