News
lipub
samparksetu

ସ୍ୱାମୀ ର କାଠ ଫାଳିଆ ମାଡ଼ରେ ସ୍ତ୍ରୀ ମୃତ !

ଢେଙ୍କାନାଳ ସଦର ଥାନା ଚାଉଳିଆ ଗ୍ରାମରେ ସ୍ୱାମୀର କାଠଫାଳିଆ ମାଡ ରେ ସ୍ତ୍ରୀ ର ମୃତ୍ୟୁ ହୋଇଛି । ଚାଉଳିଆ ଗ୍ରାମର ଟିଭି ଷେଣ୍ଢ ଙ୍କ ଝିଅ ରେଖା ଷେଣ୍ଢ ଙ୍କୁ ସେହି ଗ୍ରାମର ପ୍ରଦୀପ ପ୍ରଧାନ ଗତ ଦେଢ଼ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ବୁଧବାର ସନ୍ଧ୍ୟାରେ ପ୍ରଦୀପ ମଦ୍ୟପାନ କରି

ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ

ଭୁବନ ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରରେ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଜଗନ୍ନାଥ ନନ୍ଦ ଙ୍କ ଅଦକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ଡାଇରେକ୍ଟର ସାଫଲ୍ୟ ମଣ୍ଡିତ ପ୍ରଧାନ , ମୁଖ୍ୟ ବକ୍ତା ଭାବେ କାମାକ୍ଷାନଗର ମହାବିଦ୍ୟାଳୟର ଅବସରପ୍ରାପ୍ତ

ଫେସବୁକରେ ଝିଅ ବିବାହ ଫୋଟ ଦେଖି ମାଆ ର ଆତ୍ମହତ୍ୟା

ଝିଅ ନିଜ ଘରୁ ଫେରାର ହୋଇ ନିଜ ଇଛାରେ ବିବାହ କରିବାରୁ ମାଆ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଭୁବନ ବ୍ଳକ ବାଲିବୋ ରଗଡା ସାହି ବାସିନ୍ଦା ଧବଲେଶ୍ୱର ନାୟକଙ୍କ ସ୍ତ୍ରୀ କୁନି ନାୟକ(୪୭)ଙ୍କ ପରିବାର ଲୋକ ଭୁବନ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଡାକ୍ତର ତାଙ୍କୁ

ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ

ରାଜ୍ୟରେ ଆସନ୍ତା ୧୫ ତାରିଖ ଠାରୁ କୋଭିଡ-୧୯ କଟକଣା ସହିତ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାଙ୍କ ପାଇଁ ଅଫ୍‌ଲାଇନ୍‌ କ୍ଲାସ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହିି ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏଭଳି ନିଷ୍ପତ୍ତି

ଛାଟିଆ ଗ୍ରାମରେ ବହୁ ପୁରାତନ ରାଧାକୃଷ୍ଣ ମନ୍ଦିର ର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଛାଟିଆ ଗ୍ରାମରେ ବହୁ ପୁରାତନ ରାଧାକୃଷ୍ଣ ମନ୍ଦିର ର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ହୋଇଯାଇଛି l ଗ୍ରାମର ଯୁବ ସମାଜସେବୀ ଏମ ଜେ ମହିମା ଙ୍କ କହିବାଅନୁଯାୟୀ ୧୯୭୪ ମସିହାରୁ ରାଧାକୃଷ୍ଣ ଛାଟିଆ ଗ୍ରାମରେ ଥିବା ଭାଗବତ ଗୃହରେ ପୂଜା ପାଇ

ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଯୁବ ମହିଳା ଛାତ୍ର ସଙ୍ଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ନିମନ୍ତେ ଆଜି ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଓଡ଼ାପଡ଼ା ବ୍ଲକ ସ୍ଥିତ ଦଶଦେବୀ ପଡିଆ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିବା 'ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ'

୧୦ଗୋଟି ଦାବିକୁ ନେଇ ଇନ୍ଦିପୁର ଖୁଣ୍ଟୁଝରି ଓଡିଶା ଡ୍ରାଇଭର ମହାସଂଘର ସଭା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନର୍ଗତ ଇନ୍ଦିପୁର ଓ ଖୁଣ୍ଟୁଝରି ମିଳିତ ଓଡିଶା ଡ୍ରାଇଭର ମହାସଂଘର ଡ୍ରାଇଭର ଭାଇ ମାନେ ଏକତ୍ରିତ ହୋଇ ଓଡିଶା ସରକାରଙ୍କ ବିରୋଧରେ ବିଭିନ୍ନ ନାରାଦେଇ ଇନ୍ଦିପୁର ଗ୍ରାମରେ ପରିଭ୍ରମଣ କରିବା ସହିତ ଓଡିଶା ଡ୍ରାଇଭର ମହାସଙ୍ଗର ସଦସ୍ୟ ମାନେ ସରକାରଙ୍କୁ ୧୦

ଟ୍ରାକ୍ଟର ଚାଳକଙ୍କୁ ମାଡ଼

ମୋଟଙ୍ଗ ଥାନା ଅନ୍ତର୍ଗତ ବିଡୋ ଗ୍ରାମରେ ମଙ୍ଗଳବାର ଦିନ ଏକ ଟ୍ରାକ୍ଟର ବାଲି ନେଇ ଯାଉଥିବା ବେଳେ , ସେହି ଗ୍ରାମର ୨ଜଣ ଯୁବକ ଟ୍ରାକ୍ଟର ଚାଳକଙ୍କୁ ମାଡ଼ପିଟ କରିଥିଲେ । ଏହି ଘଟଣାରେ ଅଭିଯୁକ୍ତ ୨ଙ୍କୁ ବିରୋଧରେ ମାମଲା ଉଠିଥିବା ବେଳେ ଉଭୟଙ୍କ ମଧ୍ୟରେ ବୁଝାମଣା ସ୍ବାକ୍ଷର ହୋଇଥିବାର

ଭୁବନ ଏବଂ କାମାକ୍ଷାନଗର ଏନଏସି ର ନିର୍ବାଚନ ନିମନ୍ତେ ସଂରକ୍ଷିତ ତାଲିକା ପ୍ରକାଶିତ

ଭୁବନ ଏନଏସି ର ନିର୍ବାଚନ ନିମନ୍ତେ ସଂରକ୍ଷିତ ତାଲିକା ପ୍ରକାଶିତ ହୋଇଛି l ୧୫ ୱାର୍ଡ ବିଶିଷ୍ଟ ଭୁବନ ର ଲୋକସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୨୨୧୮୭ ଅଟେ । ସେଥି ମଧ୍ୟ ରୁ ୧୧୫୨୩ ମହିଳା ୧୦୬୬୪ ଅଟେ । ଭୁବନ ର ୨,୪,୬,୭. ନମ୍ବର ୱାର୍ଡ ଅଣ ସଂରକ୍ଷିତ ଅଟେ । ୫,୧୧,୧୨,୧୪ ଅଣ ସଂରକ୍ଷିତ

ଗୋଳ।ଗାଡିଆ ହତ୍ୟା ଘଟଣା ରେ ଦୁଇ ଗିରଫ !

୮.୧୧.୨୧ ରିଖରେ ଗୋଳାଗାଡିଆ ଗ୍ରାମ ର କୈଳାଶ ଧଳ ( ୫୨) ଙ୍କ ହତ୍ୟା ସମ୍ପର୍କିତ ରିପୋର୍ଟ ପରେ ପରଜଙ୍ଗ ପୁଲିସ ପରଜଙ୍ଗ ଥାନା ମାମଲା ସଂଖ୍ୟା – 447 Dt 08.11.21 U/S 302/34 ଆଇପିସି ଧାରା ରେ ଏଫଆଇଆର ରୁଜୁ କରି ତୁରନ୍ତ ଅନୁସନ୍ଧାନ କରିଥିଲା । ଏହି ହତ୍ୟାକାଣ୍ଡ, ମହାବିରୋଦ ଫୋରେଷ୍ଟ
error: Content is protected !!