News
lipub
samparksetu

ଜନତାଙ୍କ ପ୍ରତିବାଦ ହେତୁ ବନବିଭାଗ ନାକେଦମ

ଢେଙ୍କାନାଳ ବନଖଣ୍ଡ ଅଧିନରେ ଥିବା ଗଁଦିଆର ସଦର ବ୍ଲକର କପିଳାସ ଅଭୟାରଣ୍ୟରେ ଗୋଟିଏ ସପ୍ତାହରେ ତିନୋଟି ହାତୀ ମୃତ ଓ ଗୋଟିଏ ମଣିଷ ମରା ହାତୀ ପାଇଁ ରାତିସାରା ଅନିଦ୍ରା ହୋଇ ଜଗିବା ଶେଷରେ ଜନତାଙ୍କ ପ୍ରତିବାଦ ଯୋଗୁ ବିଫଳ ହୋଇ ନିଜ ନିଶ ନିଜ ହେପାଜତରେ ରଖିବା ଭଳି କପିଳାସ ରେ ମଣିଷମରାକୁ

କୋଟିପତି ପୋଲିସ ଏସଆଇ ଙ୍କୁ ହିଫାଜତ କୁ ନେଲା କଟକ ଭିଜିଲାନ୍ସ ବିଭାଗ

ଚାକିରୀ କରିବ ପୋଲିସ ମାଛ ଖାଇବ ଇଲିଶି ଉକ୍ତ ବାକ୍ୟ ଟିକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ବିଶ୍ୱର ମହିମା ପୀଠ ଯୋରନ୍ଦା ଅଚଂଳର କେନ୍ଦୁପଡା ଗ୍ରାମର ଜଣେ ପୋଲିସ ଅଧିକାରୀ । ଚାକିରୀ କାଳ ମଧ୍ୟରେ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କାର ସଂପତି ଠୁଳ କରିଥିବା ଭିଜିଲାନ୍ସ ନଜରକୁ ଆସିଛି ।

ନିସ୍ତବ୍ଧ ଅନ୍ଧକାର

ନିସ୍ତବ୍ଧ ଏ ଅନ୍ଧକାର ରାତିରେ କେଇଟା ପୁରୁଷଙ୍କ ଦୁଷ୍କର୍ମ ଚିନ୍ତନରେ ପୁରୁଷର ଏ ପିଶାଚ ଅତ୍ୟାଚାରରେ ନାରୀ ସାଜେ ଜୀବନ୍ତ ମୁର୍ଦାରଟିଏରେ || ନିସ୍ତବ୍ଧ ଅନ୍ଧକାର ରାତିରେ ହୁଏ ବିକଟାଳରେ କେଉଁ ନାରୀର ଚିତ୍କାର (2) ଏଠି ମାଧବ ଆସନ୍ତିନି ବସ୍ତ୍ରହରଣରେ ପୁରୁଷ ପଶୁ

ଭିଜିଲାନ୍ସ ସ୍କାନରରେ ମହାବୀର ରୋଡ଼ ଫାଣ୍ଡି ଏସଆଇ

ଭିଜିଲାନ୍ସ ସ୍କାନରରେ ଜାଲରେ ସବ ଇନ୍ସପେକ୍ଟର । ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ମହାବୀର ରୋଡ଼ ଫାଣ୍ଡି ଏସଆଇ ସମରେନ୍ଦ୍ର ସାମଲ ଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ସୂଚନା ଅନୁଯାୟୀ ,ଫାଣ୍ଡି ଏସଆଇ ସମରେନ୍ଦ୍ର ସାମଲ ଙ୍କ

ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ ୫୫ ନମ୍ବର ଜାତୀୟ ରାଜପଥ ରେ ମଦ୍ୟପାନ କରି ଗାଡିଚାଳନା ବିରୋଧରେ ଏକମାସ ବ୍ୟାପୀ ସଡକ…

ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ ଗତକାଲି ଠାରୁ ଜାତୀୟ ରାଜପଥ ୫୫ରେ ମଦ୍ୟପାନ କରି ଗାଡିଚାଳନା ବିରୁଦ୍ଧରେ ମାସେ ବ୍ୟାପୀ ସଡକ ସୁରକ୍ଷା ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି । ମଦ୍ୟପାନ କରି ଗାଡିଚାଳନାର ବିପଦ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଢେଙ୍କାନାଳ ଏବଂ

ଅଙ୍ଗନୱାଡି ସହାୟିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ରୋଡଙ୍ଗ ଗ୍ରାମରେ ଏକ ଅଙ୍ଗନୱାଡ଼ି କେନ୍ଦ୍ରରେ ସହାୟିକା ନିଯୁକ୍ତି ପାଇଁ ଉକ୍ତ ବ୍ଲକର ସମନ୍ଵିତ ଶିଶୁବିକାସ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଧିସୂଚନା ସଂଖ୍ୟା - ୬୫୮ଅନୁଯାୟୀ ତା ୧୮- ୧୦- ୨୦୨୧ରିଖରେ ପ୍ରକାଶ ପାଇଥିଲା ।

ଅହେତୁ ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ହିନ୍ଦୋଳ ବିଜେଡି ପକ୍ଷରୁ ପ୍ରତିବାଦ ଓ ଦାବିପତ୍ର

କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ, ଗ୍ଯାସ ଏବଂ ଖାଇବା ତେଲ ର ଦର ବୃଦ୍ଧି ଯୋଗୁଁ ହିନ୍ଦୋଳ ବିଜୁ ମହିଳା ଜନତା ଦଳ ତରଫରୁ ଦୃଢ଼ ବିକ୍ଷୋଭ କରିବା ସହ ଏକ ଶୋଭାଯାତ୍ରା ହିନ୍ଦୋଳ ଏନଏସିର ଗୁଣ୍ଡିଚା ମଣ୍ଡପ ଠାରୁ ବାହାରି ଉପ ଜିଲ୍ଲାପାଳଙ୍କ ଅଫିସ ନିକଟରେ ଏକ ପ୍ରତିବାଦ ସଭା ମାନ୍ୟବର

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ଧିରପଟଣl ଗ୍ରାମପଞ୍ଚାୟତ ରେ ଇଂରାଜୀ କୀଟ୍ ବଣ୍ଟନ

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ସଦର ବ୍ଲକ୍ ର ସଭାପତି ଅର୍ଜୁନ ସାହୁ ଙ୍କ ନେତୃତ୍ଵରେ ଧିରପଟଣl ପଞ୍ଚାୟତର ବିଭିନ୍ନ ଗ୍ରାମରେ କୀଟ୍ ବଣ୍ଟନ କରାଯାଇଛି I ଫୋରମ୍ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଏହି ବର୍ଷକୁ ଶିକ୍ଷା ବର୍ଷ ରୂପେ ପାଳନ କରାଯାଇ ଛୋଟ ଛୋଟ

ଲହଡ଼ା ସଂରକ୍ଷିତ ଜଙ୍ଗଲରେ ଆଉ ଏକ ମାଈ ହାତୀର ମୃତ୍ୟୁ !

ଗଁଦିଆ ବ୍ଲକରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା ବନବିଭାଗର ପାରିଲାପଣିଆ କୁ ପଦାରେ ପକାଇଛି । ସୂଚନା ଅନୁଯାୟୀ ଆଜି ସଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସଂରକ୍ଷିତ ଜଙ୍ଗଲରେ ପେଚାମୁଣ୍ଡିଆ ଅଞ୍ଚଳରୁ ଆଉ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ହାତୀର ବୟସ ୨୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ବେଳେ

ଖବର ବାଜିଲା ରାସ୍ତା ଫିଟିଲା, ଖବର ପ୍ରସାରଣ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେ କର୍ତ୍ତୃପକ୍ଷ

ନା ଥିଲା ପକ୍କା ରାସ୍ତା ନା ଡ୍ରେନ ବ୍ୟବସ୍ଥା, ବର୍ଷା ହେଲେ ରାସ୍ତାଉପରେ ଚାଲୁଥିଲା ପାଣି । କାଦୁଅ ହେତୁ ଯାତାୟାତ ପ୍ରାୟ ଠପ୍ ହୋଇପଡିଥିଲା । ଅନ୍ୟପଟେ ବେଳେବଳେ ଘର ଅଗଣା ଭିତରେ ପଶୁଥିଲା ପାଣି । ଏଭଳି ଅଭିଯୋଗ ଆଣିଥିଲେ ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ୧ ନମ୍ବର ୱାର୍ଡ ର
error: Content is protected !!