।। ଅସରନ୍ତି ଇଚ୍ଛା ।।
କେବେ କେବେ ଇଚ୍ଛା ହୁଏ ବାଣ୍ଟି ଦିଅନ୍ତିନିଜକୁ ଭିନ୍ନ ଭିନ୍ନ ଇଲାକା ମଧ୍ୟରେପୋଛି ଦିଅନ୍ତି ସାହାରା ଖୋଜୁଥିବାଅନେକ ଆଖିର ଲୁହ
କରି ଦିଅନ୍ତି ପୁରା ଅନେକ କୋମଳ ପାପୁଲିମୁଠେଇ ରଖିଥିବା ମେଞ୍ଚା ମେଞ୍ଚା ସ୍ଵପ୍ନଶାନ୍ତ କରିଦିଅନ୍ତି ଜୀବନର ଚଲାପଥରେପେଶୀ ହୋଇ କ୍ଷତ ବିକ୍ଷତ!-->!-->!-->!-->!-->…
ହିନ୍ଦୋଳ ରୋଡ ଷ୍ଟେସନରେ ରେଳ ଲାଇନ ରେ କଟି ଯୁବକ ମୃତ !
ଆଜି ଦିନ ଘ୧୧ ଟିକା ସମୟରେ ହିନ୍ଦୋଳ ରୋଡ ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଲାଇନ ରେ ଯୁବକ କଟି ଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଖବର ନେବାରେ ଜଣାଗଲା ଯେ ସୁନ୍ଦରଗଡ଼ ଜିଲ୍ଲା ର ରମେଶ କିଡୋ ( ୪୧ )ବର୍ଷ ନାମକ ଯୁବକନିଜର ଏକ OD 16 B 4660 ନଂ ଟ୍ରକ ରେ କୋଇଲା ନେଇହିନ୍ଦୋଳ ରୋଡ!-->…
ଢେଙ୍କାନାଳ ଷ୍ଟେସନ ବଜାରରେ ବ୍ରାଉନ ସୁଗାର ଜବତ !
ଗୁଇନ୍ଦା ବିଭାଗର ନିର୍ଦ୍ଦେଶରେ ଟାଉନ ଥାନା ତରଫରୁ ଷ୍ଟେସନ ବଜାର ଅଞ୍ଚଳରେ ଚଢ଼ାଉ କରାଯାଇ ୧୮ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି।
ଏହି ବ୍ୟବସାୟ ରେ ସମ୍ପୃକ୍ତ ତିନି ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଚଢ଼ାଉ ସମୟରେ ମାଜିଷ୍ଟ୍ରେଟ ଓ ସାକ୍ଷୀ ଉପସ୍ଥିତ ରହି ଚଢ଼ାଉରେ!-->!-->!-->…
ପଚାଂୟତ ନିର୍ବାଚନ ନିମନ୍ତେ ଭୁବନ ରେ ବଜେଡି ବୈଠକ
ଆଗକୁ ପଚାଂୟତ ନିର୍ବାଚନ । ନିର୍ବାଚନ କମିଶନର ବିଗୁଲ ବଜାଇ ସାରିଲେଣି । ଇତି ମଧ୍ୟରେ ୱାର୍ଡ ସଭ୍ୟ/ସଭ୍ୟା ,ସରପଚଂ , ସମିତି ସଭ୍ୟ/ସଭ୍ୟା ପଦବୀ ନିମନ୍ତେ ଜିଲ୍ଲାପାଳ ସଂରକ୍ଷଣ ତାଲିକା ପ୍ରକାଶ ପାଇସାରିଲାଣି । ଆଶାୟୀଙ୍କ ସଂଖ୍ୟା ଦିନକୁ ଦିନବୃଦ୍ଧି ପାଉଥିବାବେଳେ ବହୁ ତୁଙ୍ଗ ନେତାଙ୍କର!-->…
୨ ମାସ ପରେ ଟୋଲରପଶି ର ନାବାଳକ ନିଖୋଜ କାହ୍ନୁ ଙ୍କ ମିଳିଲା ଖପୁରି, ଜୋତା ; ହତ୍ୟାକରି ମାଟିରେ ପୋତି ଦେଇଥିଲା…
ଢେଙ୍କାନାଳ ଜିଲ୍ଲ। ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଟୋଲରପଶି ଗ୍ରାମରେ ଗତ ଅଗଷ୍ଟ ୨୭ତାରିଖ ସନ୍ଧ୍ୟା ୫ଘଟିକା ସମୟରେ ପିଲାମାନଙ୍କ ସହ ସ୍ବର୍ଗତ ଅଜୟ ମଳିକ ଙ୍କ ପୁଅ କାହ୍ନୁ ମିଳିକ (୧୪)କ୍ରିକେଟ ଖେଳୁଥିବା ସମୟରେ ନିଖୋଜ ଥିଲେ ।ତାଙ୍କ ମାଆ ସେହି ଖେଳ ପଡିଆରେ ବହୁ ଖୋଜାଖୋଜି କଲା!-->…
ବାଇକ୍ ରାକେଟ ଠାବ ; ୧୦ ବାଇକ୍ ଜବତ ,୩ ଗିରଫ
ଢେଙ୍କାନାଳ ସହରରୁ ବାରମ୍ବାର ବାଇକ୍ ଚୋରି ହେଉଥିବା ବେଳେ ଏହା ପଛରେ ଥିବା ଏକ ବାଇକ୍ ରାକେଟ ର ୩ଜଣଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି ।
ସେମାନଙ୍କ ଠାରୁ ୧୦ ଟି ବାଇକ ଜବତ କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ।
ଚୋରି ଘଟଣା ନେଇ!-->!-->!-->!-->!-->…
ପୈାର ନିର୍ବାଚନ ନିମନ୍ତେ ପ୍ରଶାସନ ସଜାଗ ; ଭୁବନରେ ୧୮୩୬୦ ଜଣ ଭୋଟର ଦେବେ ଭୋଟ
ରାଜ୍ୟରେ ପୈାର ନିର୍ବାଚନ ନିମନ୍ତେ ବିଗୁଲ ବାଜିସାରିଲାଣି । ସରକାରୀ କଳ ଏଥି ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବା ଦେଖାଦେଇଛି । ପ୍ରଶାସନିକ ଅଧିକାରୀଙ୍କ ତପ୍ତରତା ଦେଖାଦେଲାଣି । ଭୁବନ ବିଜ୍ଞାପିତ ଅଚଂଳ ପରିଷଦ ୧୯୭୨ ମସିହାରେ ଦୁଇ ପଚାଂୟତ ର ମିଶ୍ର ଫଳରେ ହୋଇଥିଲା ବିଜ୍ଞାପିତ ଅଚଂଳ ପରିଷଦ ।!-->…
ଦଧିସିଂହା ବିଜୁସେତୁ ପ୍ରତି ବିପଦ କରୁଛି ଠିକାଦାର !
ଭୁବନ ବ୍ଲକର ଦଧିସିଂହା ଗ୍ରାମକୁ ବିଜୁସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଲାଣି । ଆଉ ଦୁଇ ମାସ ମଧ୍ୟରେ ଗ୍ରାମବାସୀ ଙ୍କ ନିମନ୍ତେ ଯାତାୟତର ସୁବିଧା ହୋଇପାରିବ । କିନ୍ତୁ ନିର୍ମାଣଧିକ ପୋଲ ର ଶହେ ମିଟର ମଧ୍ୟରେ ଥିବା ପଡିଆ ଜମିରୁ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ଵେ ଠିକାଦାର!-->…
ସ୍କାଉଟ ଗାଇଡ ପକ୍ଷରୁ ବ୍ଲକ ସଫେଇ
ଭୁବନ ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟ ମଧ୍ୟରୁ ସ୍କାଉଟ ଗାଇଡ ବିର୍ଦ୍ୟାର୍ଥୀ ମାନେ ବ୍ଲକ ପରିସରରେ ଏକ ସଚତେନତା ଶିବିରରେ ଯୋଗ ଦେଇଥିଲେ । ପ୍ରତ୍ୟେକ ବିଦ୍ୟାଳୟରୁ ଦୁଇ ଜଣ ବିର୍ଦ୍ୟାର୍ଥୀ ଯୋଗଦେଇଥିଲେ । ବିଡିଓ ଆର୍ଶୀବାଦ ପରିଡା , ବ୍ଲକ ଶିକ୍ଷା ଅଧିକାରୀ ପ୍ରତାପ ଶତପଥୀ. ଏବିଇଓ!-->…
ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଛାତ୍ର ଛାତ୍ରୀ ସଙ୍ଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ନିମନ୍ତେ ଆଜି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପରଜଙ୍ଗ ସ୍ଥିତ ମିନିଷ୍ଟାଡିୟମ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିବା 'ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ' ଶୁକ୍ରବାର!-->…