ରାଇଡ଼ିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକାରୀ କମିଟି ଗଠନ
ଗତ ମଙ୍ଗଳବାର ଦିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାଇଡିହି ସ୍କୁଲରେ ଅଭିଭାବକ ମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ୬ ଜଣ ମହିଳା ଓ ୬ ଜଣ ପୁରୁଷଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି l ପ୍ରଧାନ ଶିକ୍ଷକ ଶ୍ରୀ ଉଦୟ କୁମାର ଧଳ ଓ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ!-->…
ଗାଧୋଇବାକୁ ଯାଇ ଦନ୍ତା ଆକ୍ରମଣର ଶିକାର ହେଲେ ବୃଦ୍ଧ
ଘର ପାଖରେ ଥୁବ ନଳକୂପ ଗାଧୋଇବାକୁ ଯାଇ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଛନ୍ତି ବୃଦ୍ଧ । ଆକ୍ରମଣ ରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକ ଜଣଙ୍କ ମେରାମଣ୍ଡଳୀ ସେକସନ ଘୋଡାଡିଆଁ ଗ୍ରାମର ଦେବରାଜ ସେଠୀ (୬୫) ବୋଲି ସୂଚନା ।
ସୂଚନା ଅନୁଯାୟୀ ବୃଦ୍ଧ ଜଣକ ଆଜି ସକାଳେ ଘର ନିକଟରେ ଥିବା!-->!-->!-->…
ଆସନ୍ତା କାଲି ମେଲାଣି ନେବେ ମା’ଲକ୍ଷ୍ମୀ ; କୋଭିଡ କଟକଣା ଭିତରେ ଅପରାହ୍ନ ସୁଦ୍ଧା ହେବ ବିସର୍ଜନ
ଢେଙ୍କାନାଳ ପ୍ରସିଦ୍ଧ ଗଜଳକ୍ଷ୍ମୀ ପୂଜା ଚଳିତ ବର୍ଷ ୧୧ ଦିନ ପାଳନ ପରେ ଆସନ୍ତା କାଲି ଭସାଣି ଉତ୍ସବ ଆୟୋଜନ ହେବ । ସକାଳ ୮ ଟାରୁ ଭସାଣି ଉତ୍ସବ ଆରମ୍ଭ ହୋଇ ଦିନ ୨ ଟା ମଧ୍ୟରେ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି ।
ବିସର୍ଜନ ସମୟରେ ପ୍ରତ୍ୟେକ ପୂଜା ପ୍ରତିଷ୍ଠାନ ସହ ୭!-->!-->!-->…
ପ୍ରଶାସନ ପକ୍ଷରୁ ଜଗବନ୍ଧୁ ଙ୍କୁ ମିଳିଲା ଟ୍ରାଇସାଇକେଲ
ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିବା ଅସହାୟ ଜଗବନ୍ଧୁ ଭାଙ୍ଗି ପଡିଥିବା ଖବର ପ୍ରସାରଣ ପରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ତାଙ୍କ ପାଇଁ ସହାୟତା ଯୋଗାଇବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଏକ ଟ୍ରାଇସାଇକେଲ ଯୋଗାଇ ଦିଆଯାଇଛି ।
ସୂଚନା ଥାଉ କି, ଏସମ୍ପର୍କରେ ଆମକୁ ଜଣାଇବା ପରେ ଖବର ପ୍ରକାଶ!-->!-->!-->…
କୃପାମୟୀ ବାଉତି
ମାଗୋ ମା ବାଉତି ଘେନ ମୋ ପ୍ରଣତିକୃପାମୟୀ ଆଦିଶକ୍ତି !କୁନୁଆଁ ଗ୍ରାମରେ ପାହାଡ କୋଳରେ ଖ୍ୟାତ ତୋର ଯଶକୀରତି !ଭକ୍ତ ଛୁଟିଆସେ ଦୁରଦିଗନ୍ତରୁ !-->…
ଭୁବନ ସହର ମଧ୍ୟସ୍ଥ ରାସ୍ତା ମରାମତି ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ
ଜାତୀୟ ରାଜପଥ ୫୩ ର ଭୁବନ ସହର ମଧ୍ୟଦେଇ ଯାଇଥିବା ରାସ୍ତା ଏବେ ମରଣଯନ୍ତ୍ରା ପାଲଟିଛି । ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବ୍ୟକ୍ତି ନାହିଁ ନଥିବା ହଇରାଣ ହେଉଛନ୍ତି । ଫଳରେ ଭୁବନ ବିକାଶ ପରିଷଦର କର୍ମକର୍ତା ଢେଙ୍କାନାଳ ଜିଲ୍ଲାପଳଙ୍କୁ ଭେଟି ସମସ୍ତ ଅସୁବିଧା ଜଣାଇଛନ୍ତି । ମଙ୍ଗଳବାର!-->…
ଐତିହାସିକ ବିଜୟ
ବିଶ୍ଵ ଗ୍ରାସି ବିଶ୍ଵ ଭୟକରୋନା ରୋଗର ହେଲା ବିଲୟ ସୁଜନେ ହେଆଜି ଭାରତ ବାସୀ ବିଜୟ ।ଏକଶ, ତିରିଶ କୋଟି,ଜନସଂଖ୍ୟା ମୋର ଦେଶର ସ୍ଥିତି, ସୁଜନେ ହେଟିକା ନେଲେ ଏକଶତ କୋଟି ।ତଥାପି ଯାଇନି ଭୟଦେଶବାସୀ ମୋର ସତର୍କ ରୁହ, ସୁଜନେ ହେମାସ୍କ ପିନ୍ଧ, ସଦା ହାତ ଧୁଅ ।ଆମ ମୋଦି ସରକାରନବୀନ ତହିଁକି!-->…
ନିଶା ମୁକ୍ତି ଓ ଥଇଥାନ କେନ୍ଦ୍ରରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦାନ୍ଦା ଫାଣ୍ଡି ଅନ୍ତର୍ଗତ ଆମ୍ବବାହାଳି ଗ୍ରାମରେ ଥିବା ନିଶା ମୁକ୍ତି ଓ ଥଇଥାନ କେନ୍ଦ୍ରରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।
ଅବାଟରୁ ବାଟକୁ ଆଣିବାକୁ ରାହା ସାଜିଥିଲା ନିଶା ମୁକ୍ତି ଓ ଥଇଥାନ କେନ୍ଦ୍ର ହେଲେ!-->!-->!-->…
ଡମଶାଳ ନାଳରେ ଭାସି ବୃଦ୍ଧା ମୃତ !
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦୟଣାବିଲ ପଚାଂୟତର ଅଙ୍ଗଦ ଟିପିଲେଇ ଗ୍ରାମର ଜଣେ ବୃଦ୍ଧା ଗ୍ରାମ ନିକଟସ୍ଥ ଡମଶାଳ ନାଳକୁ ଗାଧୋଇବାକୁ ଯାଇଥିବାବେଳେ ପାଣି ରେ ଭାସିଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।
ଜଗବନ୍ଧୁ ନାୟକଙ୍କ ପତ୍ନୀ ମେଘି ନାୟକ (୭୦) ଦିନ ୧୧ ଟା ବେଳେ ଗାଧୋଇବାକୁ ଯାଇଆଉ!-->!-->!-->…